5 ବର୍ଷରେ ଟିକେଟ୍ ବିହୀନ ଯାତ୍ରୀଙ୍କ ଠାରୁ ଏତିକି ଟଙ୍କା ଆଦାୟ କରିଛି ରେଳବାଇ
ନୂଆଦିଲ୍ଲୀ: ଭାରତୀୟ ରେଳବିଭାଗର ସେବା ସାରା ଦେଶରେ ବ୍ୟାପିଛି, ଯେଉଁଥିରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଯାତ୍ରା କରୁଛନ୍ତି । ଏହି ସମୟ ମଧ୍ୟରେ ଅନେକ ଯାତ୍ରୀ ବିନା ଟିକେଟରେ ଟ୍ରେନରେ ଯାତ୍ରା କରୁଥିବା ଧରାପଡିଛନ୍ତି । ଏହି କାରଣରୁ ଭାରତୀୟ ରେଳବାଇ ଦ୍ୱାରା ଟିକେଟ୍ ବିହୀନ ଯାତ୍ରୀଙ୍କ ଉପରେ…