Latest Odisha News

BREAKING NEWS

Yearly Archives

2024

ସୁଧୁରୁ ନାହାନ୍ତି ଟ୍ରୁଡୋ, ଭାରତର କଡା ଭର୍ତ୍ସନା

ନୂଆଦିଲ୍ଲୀ: କଡା ତାଗିଦ ସତ୍ତ୍ୱେ ସୁଧୁରୁ ନାହାନ୍ତି କାନାଡା ସରକାର । ନେଉଛନ୍ତି ଗୋଟିଏ ପରେ ଗୋଟିଏ ଭାରତ ବିରୋଧୀ ପଦକ୍ଷେପ । ମିଛ ଅଭିଯୋଗ ଆଣି ବାରମ୍ବାର ଭାରତ ବିରୋଧୀ ବୟାନ ଦେଉଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ଏବେ କାନାଡା ସରକାରଙ୍କ ଆଉ ଏକ ପଦକ୍ଷେପରେ ନୂଆଦିଲ୍ଲୀ…

ଅର୍ଥନୀତିରେ ମିଳିତ ଭାବେ ୩ ଜଣଙ୍କୁ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ରୟାଲ ସ୍ୱିଡେନ ଏକାଡେମୀ ଅଫ ସାଇନ୍ସ ୨୦୨୪ ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା କରିଛି। ଏହି ନୋବେଲ ପୁରସ୍କାର ଚଳିତ ଥର ୩ ଜଣ ଅର୍ଥନୀତିଜ୍ଞଙ୍କୁ ମିଳିତ ଭାବରେ ପ୍ରଦାନ କରାଯାଉଛି। ସେମାନେ ହେଲେ- ଡେରାନ୍ ଆସେମୋଗ୍ଲୋ, ସାଇମନ୍ ଜନସନ ଏବଂ ଜେମ୍ସ ଏ ରବିନସନ।…

କ’ଣ କରିବେ ଅମର ଶତପଥୀ?

ଭୁବନେଶ୍ବର: ବଢିଲା ବିଜେଡି କଳି। ଅମର ଶତପଥୀ ବନାମ ଲେନିନ ମହାନ୍ତି । ବରିଷ୍ଠ ନେତା ଅମର ଶତପଥୀଙ୍କୁ ଦଳ ଛାଡି ଚାଲିଯିବାକୁ କହିଲେ ଲେନିନ ମହାନ୍ତି । ଅମର ଶତପଥୀ କହିଲେ, ସେ ଦଳରେ ନାହାନ୍ତି । ନିର୍ବାଚନରେ ହାରିବା ପରଠୁ ବିଜେଡି ଘରକଳି ଥମିବାର ନାଁ ନେଉନି । ନିର୍ବାଚନ ପରାଜୟର…

ସହଜ ଓ ଶୃଙ୍ଖଳିତ ହେବ ଶ୍ରୀମନ୍ଦିର ଭିତର ଦର୍ଶନ…

ପୁରୀ: ଆହୁରି ସହଜ ହେବ ମହାପ୍ରଭୁଙ୍କ ଦର୍ଶନ । ଭକ୍ତମାନେ କିପରି ଶୃଙ୍ଖଳିତ ଓ ସୁରୁଖୁରରୁରେ ଦର୍ଶନ କରିପାରିବେ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବାଗତଯୋଗ୍ୟ ପଦକ୍ଷେପ ନିଆଯାଇଛି । ତେବେ ନାଟମଣ୍ଡପରେ ଶ୍ରୀଜିଉଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଭକ୍ତଙ୍କ ପାଇଁ ହେବ ଧାଡ଼ି ବ୍ୟବସ୍ଥା ।…

ନିର୍ବାଚନ ପୂର୍ବରୁ ସରକାରଙ୍କ ବଡ଼ ନିଷ୍ପତ୍ତି, ଆଉ ଦେବାକୁ ପଡିବନି ଟୋଲ୍ ଫି

ମୁମ୍ବାଇ: ବିଧାନସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରର ସିନ୍ଦେ କ୍ୟାବିନେଟ୍ ଏକ ବଡ଼ ଘୋଷଣା କରିଛନ୍ତି। ଆଜି ମଧ୍ୟରାତ୍ର ପରଠାରୁ ସମସ୍ତ ପ୍ରକାର ହାଲୁକା ଯାନ ପାଇଁ ଟୋଲ୍-ଫି ଛାଡ଼ କରିଛନ୍ତି ଏକନାଥ ସିନ୍ଦେ ସରକାର। ମୁମ୍ବାଇର ସମସ୍ତ ପାଞ୍ଚଟି ଟୋଲ୍ ବୁଥରେ ଏହି ନିୟମ କାର୍ଯ୍ୟକାରୀ ହେବ।…

ଏଣିକି ଇନଷ୍ଟାଗ୍ରାମରେ ଟ୍ରାନ୍ସଲେଟ୍ ହେବ ଆପଣଙ୍କ ରିଲ୍, ନିଜ ଭାଷାରେ ବୁଝିପାରିବେ କଣ୍ଟେଣ୍ଟ୍

ଅନେକ ଥର, ଇନଷ୍ଟାଗ୍ରାମ ପୋଷ୍ଟଗୁଡିକ ଇଂରାଜୀ କିମ୍ବା ଫାଷ୍ଟ ରିଲରେ ଆସିଥାଏ, ଯାହା କ୍ୟାପସନ୍ ବିନା ବୁଝିବା ଟିକେ କଷ୍ଟକର ମନେହୁଏ। ଯଦି କ୍ରିଏଟର୍ସ ରିଲରେ ଯାହା କହୁଛନ୍ତି ତାହା ଏକକାଳୀନ ଲେଖା ହୋଇଛି, ତେବେ ବାରମ୍ବାର ଗୁଗୁଲ୍ ଟ୍ରାନ୍ସଲେଟରକୁ ଯିବାର ଆବଶ୍ୟକତା ନାହିଁ। କିନ୍ତୁ ଏହା…

ହେଜବୁଲ୍ଲାର ଡ୍ରୋନ୍ ଆକ୍ରମଣରେ ୪ ଇସ୍ରାଏଲ୍ ସୈନିକ ନିହତ

ଇସ୍ରାଏଲ୍: ଇସ୍ରାଏଲ୍ ଉପରେ ହେଜବୁଲ୍ଲାର ଡ୍ରୋନ୍ ଆକ୍ରମଣରେ ୪ ଜଣ ଇସ୍ରାଏଲ୍ ସୈନିକ ନିହତ ହୋଇଛନ୍ତି। ଏହି ଘଟଣାରେ ୬୦ରୁ ଅଧିକ ସୈନିକ ଆହତ ହୋଇଛନ୍ତି। ଇସ୍ରାଏଲର ସାମରିକ ବେସ୍ ଉପରେ ହୋଇଥିବା ଆକ୍ରମଣ ପାଇଁ ଲେବାନନ୍ ନିଜକୁ ଦାୟୀ କରିଛି। ସୂଚନା ଅନୁଯାୟୀ, ଡ୍ରୋନ୍ ଆକ୍ରମଣରେ…

ଦିପାବଳୀ ପୂର୍ବରୁ ସ୍ବପ୍ନରେ ଏହି ସବୁ ଦେଖିଲେ କେଉଁ ସଙ୍କେତ ମିଳିଥାଏ?

ଭୁବନେଶ୍ବର: ସ୍ୱପ୍ନରେ ଆମେ ଏପରି ଅନେକ ଜିନିଷ ଦେଖୁ ଯାହା ଜାଗ୍ରତ ହେବାବେଳେ ଆମକୁ ଟିକେ ଅସ୍ଥିର କରିଥାଏ । ସ୍ବପ୍ନ ଶାସ୍ତ୍ରରେ ପ୍ରତ୍ୟେକ ସ୍ୱପ୍ନର ଅର୍ଥ ରହିଛି । ସ୍ୱପ୍ନ ବେଳେବେଳେ ଭବିଷ୍ୟତ ଘଟଣାକୁ ସୂଚିତ କରେ । ଦେଖାଯାଇଥିବା ପ୍ରତ୍ୟେକ ସ୍ୱପ୍ନ ଭଲ ଏବଂ ଖରାପ ଉଭୟ ଜୀବନରେ ଅନେକ…

ହସ୍‌ପିଟାଲ୍‌ରେ ଭର୍ତ୍ତି ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ଶିବସେନା (ୟୁବିଟି) ମୁଖ୍ୟ ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ମୁମ୍ବାଇର ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଦ୍ଧବ ଠାକରେଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ରହିଛି। ତାଙ୍କର ଚିକିତ୍ସା ଏଠାରେ ଚାଲିଛି।…

କିଏ ଏହି ଲରେନ୍ସ ବିଷ୍ଣୋଇ, ଯାହା ଗ୍ୟାଙ୍ଗ ଆତଙ୍କ ମଚାଇଛି….

ନୂଆଦିଲ୍ଲୀ: ବାବା ସିଦ୍ଦିକୀଙ୍କ ହତ୍ୟା ପରେ କୁଖ୍ୟାତ ଲରେନ୍ସ୍ ବିଷ୍ଣୋଇ ଗ୍ୟାଙ୍ଗ୍ ନେଇ ପୁଣି ଚର୍ଚ୍ଚା । ସିଦ୍ଦିକୀଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଛି ବିଷ୍ଣୋଇ ଗ୍ୟାଙ୍ଗ ।  ସିଦ୍ଦିକୀଙ୍କୁ ଗୁଳି କରିଥିବା ତିନି ସୁଟରଙ୍କ ମଧ୍ୟରୁ ପ୍ରଥମେ ଧରାପଡିଥିବା ଦୁଇ ସୁଟର ଲରେନ୍ସ ବିଷ୍ଣୋଇ…