Latest Odisha News

BREAKING NEWS

Yearly Archives

2024

‘ମେଟାଲ୍ ଆର୍ମ’ରେ ‘ରକେଟ୍ କ୍ୟାଚ୍‌’

ନୂଆଦିଲ୍ଲୀ: ମହାକାଶ କାର୍ଯ୍ୟକ୍ରମରେ ଏକ ଐତିହାସିକ ସଫଳତା ହାସଲ କରିଛି ସ୍ପେସଏକ୍ସ କମ୍ପାନି । ସ୍ପେସଏକ୍ସର ସବୁଠାରୁ ଶକ୍ତିଶାଳୀ ରକେଟ୍ ଷ୍ଟାରସିପ୍‌ର ବୁଷ୍ଟର ସଫଳ ଅବତରଣ କରି ରଚିଛି ନୂଆ ଇତିହାସ । ଷ୍ଟାରସିପ୍ ବୁଷ୍ଟରର ସଫଳ ପରୀକ୍ଷଣ ସହ ଭବିଷ୍ୟତରେ କୌଣସି ଗୋଟିଏ ରକେଟ୍‌କୁ ବାରମ୍ବାର…

ସଂଶୋଧନ ହେବ ରେରା ଆଇନ: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର: ସଂଶୋଧନ ହେବ ରେରା ଆଇନ l ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ l ଆଜି ଝିଅ ବାହାଘର ପାଇଁ ଜଣେ ଜମି ବିକିବାକୁ ଚାହିଁ ବି ବିକି ପାରୁନି l ତେଣୁ ରେରା ଆଇନରେ ସଂଶୋଧନର ଆବଶ୍ୟକ ହେଉଛି l ଆଇନରେ ସଂଶୋଧନ ପାଇଁ ନଗର ଉନ୍ନୟନ ବିଭାଗ ସହ କଥା ହେବୁ l ଆଲୋଚନା…

ବିସର୍ଜନ ବେଳେ ଉତ୍ତେଜନା, ଜଣେ ମୃତ, ଜଣଙ୍କୁ ଗିରଫ କରିଛି ପୋଲିସ

ବାହରାଇଚ: ଉତ୍ତରପ୍ରଦେଶର ବାହରାଇଚର ହରଦି ଅଞ୍ଚଳରେ ଆଜି ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ବେଳେ ପଥର ମାଡ଼ ସାଙ୍ଗକୁ ଗୁଳି ମାଡ଼ ହୋଇଥିବା ଘଟଣା ସାମ୍ନାକୁ ଆସିଛି l ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ବୃଦ୍ଧି ପାଇବା ପରେ ପୋଲିସ…

କାନ୍ଦିବା ବେଳେ କାହିଁକି ନାକରୁ ବାହାରେ ପାଣି?

ଭୁବନେଶ୍ବର: ଆମେ କାନ୍ଦିବା ବେଳେ ଆମ ଆଖିରୁ ଲୁହ ବୋହିବା ସଙ୍ଗେ ସଙ୍ଗେ ଆମ ନାକରୁ ମଧ୍ୟ ପାଣି ବୋହିବା ଆମେ ସମସ୍ତେ ଲକ୍ଷ କରିଛେ । ହେଲେ କ’ଣ ଆପଣ ଜାଣନ୍ତି, ଆମେ କାନ୍ଦିବା ବେଳେ କାହିଁକି ନାକରୁ ପାଣି ବାହାରେ? କାହିଁକି ନାକ ଜାମ୍ ହୋଇଯାଏ? ଯେମିତି ଲାଗେ ସତେ ଆମକୁ ଆଉ ଥଣ୍ଡା…

ଗୋଶାଳା ସଫା କଲେ କ୍ୟାନସରରୁ ମୁକ୍ତି ମିଳିବ

ଲକ୍ଷ୍ନୌ: ଗୋଶାଳା ତଥା ଗାଈ ଗୁହାଳ ସଫା କଲେ କ୍ୟାନସରରୁ ମୁକ୍ତି ମିଳିବ। ୟୁପି ସରକାରୀ ମନ୍ତ୍ରୀ ସଞ୍ଜୟ ସିଂ ଗାଙ୍ଗୱର ପିଲିବିତରେ ଏକ ଗୋଶାଳା ଉଦଘାଟନ ସମୟରେ ଏଭଳି ଅଜବ ବିବୃତ୍ତି ଦେଇଛନ୍ତି। ଗାଈଙ୍କ ସେବା କରିବା ଦ୍ବାରା ବିପି ଏବଂ କର୍କଟ ଭଳି ରୋଗ ଭଲ ହୋଇଯାଏ ବୋଲି ରାଜ୍ୟ ମନ୍ତ୍ରୀ…

ବଢ଼ିଲା କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କ ସୁରକ୍ଷା

ନୂଆଦିଲ୍ଲୀ: ବଢ଼ିଲା କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କ ସୁରକ୍ଷା l କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ଚିରାଗ ପାସୱାନଙ୍କ ସୁରକ୍ଷା ବୃଦ୍ଧି କରିଛି ଗୃହ ମନ୍ତ୍ରଣାଳୟ । ଚିରାଗଙ୍କୁ ସିଆରପିଏଫର Z ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି l ଚିରାଗଙ୍କ ସୁରକ୍ଷା ପାଇଁ ପୂର୍ବରୁ…

କରନଙ୍କ ଧର୍ମା ପ୍ରଡକ୍ସନ ଉପରେ ମୁକେଶ ଅମ୍ବାନୀଙ୍କ ନଜର! 

ମୁମ୍ବାଇ: ତୈଳଠାରୁ ଆରମ୍ଭ କରି କ୍ରୀଡା ପର୍ଯ୍ୟନ୍ତ, ଏସିଆର ଅଗ୍ରଣୀ ବ୍ୟବସାୟୀ ତଥା ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ବ୍ୟବସାୟ ସବୁ କ୍ଷେତ୍ରରେ ବ୍ୟାପିଛି। କିନ୍ତୁ ଏବେ ଖବର ଆସୁଛି ଯେ ସେ ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ସୂଚନା ଅନୁଯାୟୀ, କରଣ ଜୋହରଙ୍କ ଧର୍ମା…

ଏଥର ଦୀପାବଳୀରେ ଫୁଟିବନି ବାଣ, କଟକଣା ଜାରି କଲେ ସରକାର

ନୂଆଦିଲ୍ଲୀ: ଏଥର ବି ଦୀପାବଳୀରେ ଫୁଟିବନି ବାଣ । ପୁଣି ଥରେ ଦିଲ୍ଲୀରେ ବାଣ ପ୍ରସ୍ତୁତି ସହ ବିକ୍ରି ଓ ଫୁଟାଇବା ଉପରେ ସଂପୂର୍ଣ୍ଣ ରୋକ ଲଗାଇଛନ୍ତି ସରକାର । ଦିଲ୍ଲୀ ଏନସିଆରରେ ବାଣ ପ୍ରସ୍ତୁତି ସହ ବିକ୍ରି ଓ ଫୁଟାଇବାକୁ ମନା କରିଛନ୍ତି । ତେବେ ଆଗାମୀ ୨୦୨୫ ଜାନୁଆରୀ ୧ ଯାଏଁ ଏହି କଟକଣା…

ଏଆଇ ଜେନେରେଟ୍ ଇମେଜ୍ ଓ ଡିପ୍‌ଫେକ୍ ଉପରେ ଲାଗିବ ରୋକ, ସାବାଡ କରିବ ଗୁଗୁଲର ନୂଆ ଟୁଲ

ନୂଆଦିଲ୍ଲୀ: ଟେକ୍ନୋଲୋଜି ଆମ ଜୀବନରେ ଅନେକ କାର୍ଯ୍ୟକୁ ଅତି ସହଜ କରିଛି। ଦୈନନ୍ଦିନ କାର୍ଯ୍ୟ ସମାପ୍ତ କରିବାକୁ, ଆମେ ବିଭିନ୍ନ ପ୍ରକାରର ଟେକ୍ନୋଲୋଜିର ସାହାଯ୍ୟ ନେଇଥାଉ। ଟେକ୍ନୋଲୋଜି ଆମ ପାଇଁ ଯେତିକି ଲାଭଦାୟକ, ଏହାର ଅନେକ ଅସୁବିଧା ମଧ୍ୟ ରହିଛି। ଆଜିର ସମୟରେ, ସ୍ମାର୍ଟଫୋନ୍ ଏବଂ…

ଯଦି ଅନୁମତି ମିଳେ ୨୪ ଘଣ୍ଟାରେ ବିଷ୍ଣୋଇ ଗ୍ୟାଙ୍ଗକୁ ମାଟିରେ ମିଶାଇ ଦେବି: ପପୁ ଯାଦବ

ପାଟଣା: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ତିନିଥର ବିଧାୟକ ବାବା ସିଦ୍ଦିକିଙ୍କ ହତ୍ୟାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଏହାରି ଭିତରେ ବିହାର ପୂର୍ଣ୍ଣିୟା ସାଂସଦ ପପୁ ଯାଦବଙ୍କ ବଡ଼ ବୟାନ ଆସିଛି। ସେ କହିଛନ୍ତି, 'ଯଦି ଅନୁମତି ମିଳେ ତେବେ ୨୪ ଘଣ୍ଟାରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ଶେଷ…