Latest Odisha News

BREAKING NEWS

Yearly Archives

2024

‘ଉଡନ୍ତା ଥାଳିରେ ଆସିଛି ପ୍ରିୟା’: ପୁଣି ଥରେ ଛୋଟ ପରଦାରେ….

ଭୁବନେଶ୍ବର: ପୁଣି ଥରେ ଛୋଟ ପରଦାକୁ ଆସିବାକୁ ଯାଉଛି ‘ଉଡନ୍ତା ଥାଳିରେ ଆସିଛି ପ୍ରିୟା’ । ତେବେ ଗତବର୍ଷ ‘ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା’ର ସଫଳତା ପରେ ପୁଣି ଥରେ ଛୋଟ ପରଦାକୁ ଆସିବାକୁ ଯାଉଛି ଏହାର ସିକ୍ବେନ୍ସ ତଥା ନୂଆ ଟେଲିସିନେମା ‘ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା ୨.୦’। ଯାହାକି…

ଦୀପାବଳି ଉପହାର: କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରି କମ୍ପାନୀ ଦେଲା ମର୍ସିଡିଜ୍

ଚେନ୍ନାଇ: କମ୍ପାନୀ ଏବଂ କର୍ମଚାରୀ ଗୋଟେ ଗାଡିର ଦୁଇ ଚକ ସଦୃଶ୍ୟ l ଯଦି ଏଥିମଧ୍ୟରୁ ଗୋଟିଏ ମଧ୍ୟ ସଠିକ୍ ଭାବରେ କାମ ନକରେ ତେବେ ବ୍ୟବସାୟର ଯାତ୍ରା ଏବଂ ସଫଳତା ବହୁତ କଷ୍ଟସାଧ୍ୟ ହୋଇଯାଏ l ଗତ କିଛି ଦିନ ଧରି ଆମେମାନେ ସାଧାରଣତଃ ଛଟେଇ, ଖର୍ଚ୍ଚ କାଟିବା, ଇନକ୍ରିମେଣ୍ଟ ଏବଂ ବୋନସ ଉପରେ…

କମାଲ କରୁଛି ‘କର୍ମ’: ଦର୍ଶକଙ୍କୁ ବାନ୍ଧି ରଖୁଛି

ଭୁବନେଶ୍ବର: ଏବେ ପୁଣି ଓଡିଆ ସିନେମା ପ୍ରତି ଆକର୍ଷିତ ହେଲେଣି ଦର୍ଶକ । ସେହି ପୁରୁଣା ହିରୋଙ୍କ ନୂଆ ଅନ୍ଦାଜ ଏବେ ଦର୍ଶକଙ୍କ ମନକୁ ବେଶ୍ ଛୁଉଁଛି । ପୂଜା ବଜାରରେ ଏବେ ରିଲିଜ୍ ହୋଇଛି ଅନୁଭବ ମହାନ୍ତିଙ୍କ ଅଭିନୀତ ସିନେମା ‘କର୍ମ’ । ଏବେ ସିନେମା ହଲରେ ଯେମିତି କମାଲ କରିଚାଲିଛି । ରିଲିଜ…

ଶେଷ କେମୋ ଥେରାପିରେ ପ୍ରେରଣା ସାଜିଛି ମୋ ଆଖିପତା: ହିନା

ମୁମ୍ବାଇ: ଜଣାଶୁଣା ଟିଭି ଅଭିନେତ୍ରୀ ହିନା ଖାନ ଚଳିତ ବର୍ଷ ଜୁନ୍ ମାସରେ ତାଙ୍କ ଇନଷ୍ଟାଗ୍ରାମରେ ତାଙ୍କର ସମସ୍ତ ପ୍ରଶଂସକଙ୍କୁ ଏକ ଆଶ୍ଚର୍ଯ୍ୟଜନକ ଖବର ଦେଇଥିଲେ ଏବଂ କହିଥିଲେ ଯେ ସେ ସ୍ତନ କର୍କଟ ଗୁରୁତର ରୋଗରେ ପୀଡିତ ଅଛନ୍ତି । ସେ ତାଙ୍କ ଫ୍ୟାନ୍ସଙ୍କୁ ଆଶ୍ୱାସନା ମଧ୍ୟ ଦେଇଥିଲେ ଯେ ସେ…

ବିଷ୍ଣୋଇ ଗ୍ୟାଙ୍ଗକୁ କ୍ଷମା ମାଗନ୍ତୁ ସଲମାନ:ବିଜେପି

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକୀଙ୍କୁ ଗୁଳିକରି ହତ୍ୟା କରାଯିବା ଘଟଣା ଏବେ ଅଭିନେତା ସଲମାନଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି l ଏହି ଗୁଳିକାଣ୍ଡ ଘଟଣାରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ କରିଛି ବୋଲି ଜାଣିବାକୁ ମିଳିଛି। ସେପଟେ ଉକ୍ତ ହତ୍ୟା ଘଟଣାରେ 3ଜଣଙ୍କୁ…

ଆଉ ରିସ୍କ୍ ନେବେନି ରାହୁଲ: ଏଥର ମହାରାଷ୍ଟ୍ର ପାଇଁ ମହାରଣନୀତି

ନୂଆଦିଲ୍ଲୀ: ହରିୟାଣା ହାରିବା ପରେ ଏବେ ଆଉ ରିକ୍ସ ନେବାକୁ ଚାହୁଁନାହାନ୍ତି ରାହୁଲ । ଯେଉଁ ଭୁଲ୍ ପାଇଁ ହରିୟାଣା ହାତରୁ ଖସିଗଲା ତାହାର ଯେପରି ପୁନରାବୃତ୍ତି ମହାରାଷ୍ଟ୍ରରେ ନ ହେଉ ସେଥିପାଇଁ ଆଗୁଆ ଅଣ୍ଟା ଭିଡିଲେଣି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଏଥିପାଇଁ ଆଜି କଂଗ୍ରେସ ସାଂସଦ…

ସାଇବର ଠକ ପ୍ରତି ସାବଧାନ ! ଜିମେଲ୍‌କୁ ଟାର୍ଗେଟ୍ କରୁଛନ୍ତି ଏଆଇ ସ୍କାମର୍ସ

ନୂଆଦିଲ୍ଲୀ: ଲୋକଙ୍କୁ ଠକିବା ପାଇଁ ସ୍କାମରମାନେ ନୂଆ ଉପାୟ ଖୋଜନ୍ତି। ବର୍ତ୍ତମାନ ସେମାନେ ଜିମେଲ୍ (Gmail) ବ୍ୟବହାରକାରୀଙ୍କୁ ଟାର୍ଗେଟ କରିଛନ୍ତି। Gmail ମାଧ୍ୟମରେ ବ୍ୟବହାରକାରୀଙ୍କ ପରିଚୟପତ୍ର ଚୋରି କରିବାକୁ ଚେଷ୍ଟା କରାଯାଉଛି। ଉଭୟ ବ୍ୟକ୍ତିଗତ ଏବଂ ବୃତ୍ତିଗତ କାର୍ଯ୍ୟ ପାଇଁ…

ଧରାପଡିଲେ ଆଉ ଜଣେ ରଙ୍ଗିଲା ବାବା, ଗେରୁଆ ବସ୍ତ୍ର ଭିତରେ କଳା ଚେହେରା

ଢେଙ୍କାନାଳ: ପୁଣି ସାମ୍ନାକୁ ଆସିଲା ଆଉ ଜଣେ ଭଣ୍ଡବାବାଙ୍କ କଳା କାର୍ଣ୍ଣାମା । ମୁହଁରେ ଲମ୍ବା ଦାଢି, ମୁଣ୍ଡରେ ପଗଡି ସାଙ୍ଗକୁ ମସ୍ତକରେ ଚିତା, ଶରୀରରେ ରହିଛି ଗେରୁଆ ବସ୍ତ୍ର । ହେଲେ ବାବାଙ୍କ କାଣ୍ଡକାର୍ଣ୍ଣାମା ଶୁଣିଲେ ଆପଣ ବି ତାଜୁବ୍ ହୋଇଯିବେ । ବାବାଙ୍କର ଆପତ୍ତିଜନକ ଭିଡିଓ ଏବେ…

ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି, ୧୦ ରାଜ୍ୟକୁ ସତର୍କ ସୂଚନା ଜାରି

ନୂଆଦିଲ୍ଲୀ: ବର୍ତ୍ତମାନ ମୌସୁମୀ ବିଦାୟ ନେଉଥିବା ବେଳେ ଅକ୍ଟୋବର ୧୬ ପର୍ଯ୍ୟନ୍ତ ୧୦ ଟି ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ପୁଣି ଥରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସୋମବାର ଏହି ନିମ୍ନ ଚାପ ଏକ ଘୂର୍ଣ୍ଣିବଳୟରେ ପରିଣତ ହେବା ନେଇ…

ହିଜବୁଲ୍ଲା ପ୍ରତିଶୋଧ: ଗଲା ୪ ଇସ୍ରାଏଲ ସେନାଙ୍କ ଜୀବନ, ୬୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ଥମୁନି ଇସ୍ରାଏଲ୍ ଓ ହିଜବୁଲ୍ଲା ମଧ୍ୟରେ ସଂଘର୍ଷ। ଆକ୍ରମଣ ପ୍ରତିଆକ୍ରମଣ ରୂପ ଏବେ ଧିରେ ଧିରେ କରାଳ ହେବାକୁ ଲାଗିଲାଣି । ଇସ୍ରାଏଲ, ଲେବାନନ୍ ଓ ହିଜବୁଲ୍ଲା ସଂଗଠନର ମୁଣ୍ଡିଆଳଙ୍କ ମୁଣ୍ଡ ନେବା ପରେ ପାଲଟା ଆକ୍ରମଣ କରିଛି ହିଜବୁଲ୍ଲା। ଇସ୍ରାଏଲ୍ ର ବିଭିନ୍ନ ସେନା କ୍ୟାମ୍ପ…