Latest Odisha News

BREAKING NEWS

Yearly Archives

2024

ଫାଇନାଲ ପ୍ରବେଶ ଲକ୍ଷ୍ୟରେ କୋଣାର୍କ ସୂର୍ଯ୍ୟାସ ଓଡିଶା

ଶ୍ରୀନଗର: ଲିଜେଣ୍ଡସ ଲିଗ କ୍ରିକେଟ ଟୁର୍ଣ୍ଣାମେଂଟର ଦ୍ୱିତୀୟ କ୍ୱାଲିଫାୟର କୋଣାର୍କ ସୂର୍ଯ୍ୟାସ ଓଡିଶା ଓ ଟୋୟାମ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ । ବିଜୟ ସହ ଉଭୟ ଟିମ ଫାଇନାଲ ପ୍ରବେଶ ଲକ୍ଷ୍ୟରେ ରହିବ । ବାକ୍ସୀ ଷ୍ଟାଡିୟମରେ ଅକ୍ଟୋବର ୧୩ରେ ଏହି ମ୍ୟାଚ ଖେଳାଯିବ । କୋଣାର୍କ ସୂର୍ଯ୍ୟାସ…

ଅଜବ ପରମ୍ପରା, ଲୋକେ ପିଅନ୍ତି ମୃତବ୍ୟକ୍ତିଙ୍କ ପାଉଁଶରେ ପ୍ରସ୍ତୁତ ସୁପ୍

ନୂଆଦିଲ୍ଲୀ: ଦୁନିଆର ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ପରମ୍ପରା ରହିଛି । ଦୁନିଆରେ ଅନେକ ଜନଜାତି ଅଛନ୍ତି ଯେଉଁମାନଙ୍କର ଭିନ୍ନ ଭିନ୍ନ ରୀତିନୀତି ରହିଛି । ସେହି ଜନଜାତି ମାନଙ୍କ ମଧ୍ୟରୁ ଅନେକଙ୍କର ଏପରି ପରମ୍ପରା ଥାଏ ଯାହା ସାଧାରଣତଃରେ ଅଦ୍ଭୁତ ଲାଗେ । ସେଗୁଡିକ…

କ୍ୱାଲିଫାୟର ୨ରେ ଟୋୟାମ ହାଇଦ୍ରାବାଦକୁ ଭେଟିବ କୋଣାର୍କ ସୂର୍ଯ୍ୟାସ

ଶ୍ରୀନଗର: ଲିଜେଣ୍ଡସ ଲିଗ କ୍ରିକେଟର ରବିବାର ଅନୁଷ୍ଠିତ ଏଲିମିନେଟର ମୁକାବିଲାରେ ଟୋୟାମ ହାଇଦ୍ରାବାଦ ୭ ୱିକେଟରେ ଇଣ୍ଡିଆ କ୍ୟାପିଟାଲ୍ସକୁ ପରାସ୍ତ କରିଛି । କ୍ୱାଲିଫାୟର ୧ରେ କୋଣାର୍କ ସୂର୍ଯ୍ୟାସ ଭଲ ପ୍ରଦର୍ଶନ କରିବା ସତ୍ୱେ ସଦର୍ଣ୍ଣ ସୁପରଷ୍ଟାର୍ସ ନିକଟରୁ ହାରି ଯାଇଥିଲା । ଏବେ…

ହକି ଇଣ୍ଡିଆ ଲିଗ: ୪୮ ଲକ୍ଷରେ ଅମିତ ରୋହିଦାସଙ୍କୁ ନେଲା ତାମିଲନାଡୁ ଡ୍ରାଗନ

ଭୁବନେଶ୍ୱର: ହକି ଇଣ୍ଡିଆ ଲିଗର ଖେଳାଳି ନିଲାମ ପ୍ରକ୍ରିୟା ଅନ୍ତିମ ପର୍ଯ୍ୟାୟରେ ପଂହଚିଛି । ଓଡିଶାର ଷ୍ଟାର ଖେଳାଳି ଅମିତ ରୋହୀଦାସଙ୍କୁ ଏହି ନିଲାମରେ ୪୮ ଲକ୍ଷ ପ୍ରାଇସରେ ତାମିଲନାଡୁ ଡ୍ରାଗନ୍ସ ନେଇଛି । ଏହି ସଂସ୍କରଣରେ ଡିଫେଣ୍ଡର ଅମିତ ଚେନ୍ନାଇର ତାମିଲନାଡୁ ଡ୍ରାଗନ୍ସ ପକ୍ଷରୁ ଖେଳିବେ…

ବାବା ସିଦ୍ଦିକୀଙ୍କ ହତ୍ୟା ମାମଲା: ବଢିଲା ଭାଇଜାନଙ୍କ ସୁରକ୍ଷା

ମୁମ୍ବାଇ: ମୁମ୍ଵାଇର ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ବଲିଉଡ୍ ର ଭାଇଜାନ ସଲମାନ ଖାନଙ୍କ ସୁରକ୍ଷା ବଢ଼ିଲା । କଡା ସୁରକ୍ଷା ମଧ୍ୟରେ ନଜର ଆସିଲେ ସଲମାନଖାନ । ଅଭିନେତାଙ୍କ ଘର ଗ୍ୟାଲେକ୍ସି ଆପାର୍ଟମେଣ୍ଟ ବାହାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି ।…

ଅଗଷ୍ଟ ୧୪ରେ ଚନ୍ଦ୍ର ପଛରେ ଲୁଚିବ ଶନି 

ଭୁବନେଶ୍ବର: ଖାଲି ଆଖିରେ ଦେଖାଯାଉଥିବା ଶନି ଗ୍ରହ ଚନ୍ଦ୍ର ପଛରେ ଲୁଚି ଯାଇ ଅଦୃଶ୍ୟ ହୋଇ କିଛି ସମୟ ପରେ ପୁନର୍ବାର ଦେଖାଯିବ। ଅନେକ ସ୍ଥାନରେ ୬୦ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ଶନି ଗ୍ରହ ଚନ୍ଦ୍ର ପଛରେ ଲୁଚିରହିବ । ଆକାଶ ମେଘମୁକ୍ତ ରହିଲେ ଭାରତ ତଥା ଓଡିଶାର ସବୁ ଅଞ୍ଚଳରୁ ଅଗଷ୍ଟ ୧୪…

ଜୋମାଟୋରେ ଅର୍ଡର କରିବାର ଏହି ତରିକା ସମୟ ସହ ଟଙ୍କା ବଞ୍ଚାଇବ..

ନୂଆଦିଲ୍ଲୀ: ଜୋମାଟୋରେ ଖାଦ୍ୟ ଅର୍ଡର କରିବା ଆହୁରି ସହଜ ହୋଇଛି । କେବଳ ସାମାନ୍ୟ କ୍ଲିକ୍ କେଲେ ଆପଣଙ୍କ ପ୍ରିୟ ଖାଦ୍ୟ ଆପଣଙ୍କ ଘରେ ଆସି ପହଂଚିଯାଇଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ, ଜୋମାଟୋରେ ଖାଦ୍ୟ ଅର୍ଡର କରିବା ପାଇଁ, ଆପଣ ହୁଏତ କେବଳ ରେସ୍ତୋରାଁ କିମ୍ବା ଖାଦ୍ୟ ମେନୁ ଦେଖି କରି…

କଲମ୍ବସଙ୍କ ସହ ଜଡିତ ୫୦୦ ବର୍ଷ ତଳ ରହସ୍ୟର ହେଲା ଉଜାଗର

ନୂଆଦିଲ୍ଲୀ: ଆମେରିକା ଆବିଷ୍କାର କରିଥିବା କ୍ରିଷ୍ଟୋଫର କଲମ୍ବସଙ୍କ ସହ ଜଡିତ ୫୦୦ ବର୍ଷ ତଳ ରହସ୍ୟର ଉଜାଗର ହୋଇଛି । ସ୍ପେନର କ୍ୟାଥଡ୍ରେଲ ଅଫ ସୋବେଲରେ ୨୦୦୩ରେ ମିଳିଥିବା ମାନବ ଅବଶେଷ କଲମ୍ବସଙ୍କ ବୋଲି ପ୍ରମାଣିତ ହୋଇଛି । ସ୍ପେନର ଫରେନ୍ସିକ ସାଇଂଟିଷ୍ଟ ମିଗେଲ ଲରେଟ ଓ ଇତିହାସକାର…

ଦିବଙ୍ଗତ ରତନ ଟାଟାଙ୍କୁ ଭାରତର ସୁପୁତ୍ର କହିଲେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ପ୍ରସିଦ୍ଧ ଶିଳ୍ପପତି ରତନ ଟାଟାଙ୍କ ଦେହାନ୍ତରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗଭୀର ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମ୍ବୋଧିତ କରିଥିବା ବାର୍ତ୍ତାରେ ନେତାନ୍ୟାହୁ ଲେଖିଛନ୍ତି, ଦୟାକରି ରତନଙ୍କ ପରିବାରକୁ ମୋର…

ଦିଲ୍ଲୀ ମେଟ୍ରୋର ବ୍ଲୁ ଲାଇନକୁ ମିଳିଲା କାର୍ବନ ଫ୍ରି ପ୍ରମାଣପତ୍ର

ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋ ସହ ଜଡିତ ଏକ ଖବର ସାମ୍ନାକୁ ଆସିଛି । ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀ ମେଟ୍ରୋ ବ୍ଲୁ ଲାଇନ୍ କୁ କାର୍ବନ ମୁକ୍ତ ହେବାର ପ୍ରମାଣପତ୍ର ପାଇଛି । ଏହି ଲାଇନ ଗାଜିଆବାଦର ଯମୁନା ବ୍ୟାଙ୍କକୁ ବୈଶାଳୀ ସହିତ ସଂଯୋଗ କରେ । ଅଧିକାରୀମାନେ…