Latest Odisha News

BREAKING NEWS

Yearly Archives

2024

ମୋହନ ଭାଗବତଙ୍କ ଭାଷଣକୁ ନେଇ ପ୍ରତିକ୍ରିୟା ରଖିଲେ ସିବଲ

ନୂଆଦିଲ୍ଲୀ: ଶନିବାର ବିଜୟାଦଶମୀ ଅବସରରେ ଶସ୍ତ୍ର ପୂଜା ପରେ ଭାଷଣ ଦେଇଥିଲେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭାଗବତ । ଆଉ ତାପରେ ତାଙ୍କ ଭାଷଣକୁ ନେଇ ଆରମ୍ଭ ହୋଇଯାଇଥିଲା ରାଜନୀତି ଫାଇଟ୍ । ଏହା ଉପରେ ଏବେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ କପିଲ ସିବଲ ।…

ମାର୍କ ବାଉଚରଙ୍କୁ କୋଚ ପଦରୁ ହଟାଇଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ: ଆଇପିଏଲ ୨୦୨୫ ମେଗା ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ କୋଚ ମାର୍କ ବାଉଚରଙ୍କୁ ତାଙ୍କ ପଦରୁ ହଟେଇଛି । ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମାହେଲା ଜୟବର୍ଦ୍ଧନେ କୋଚ ଦାୟିତ୍ୱ ତୁଲାଇବେ । ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ଜୟବର୍ଦ୍ଧନେ ମୁମ୍ବାଇ କୋଚ ରହିଥିଲେ । ଗତ ୨ଟି ସଂସ୍କରଣରେ ସେ…

ଆଲିଆ ଭଟ୍ଟଙ୍କ ଗତ ୧୦ ବର୍ଷର ରେକର୍ଡକୁ ନଷ୍ଟ କଲା ‘ଜିଗ୍ରା’!

ମୁମ୍ବାଇ: ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରେ ଆଲିଆ ଭଟ୍ଟଙ୍କ ନାମ ଅନ୍ତର୍ଭୁକ୍ତ। ଆଲିଆ ଅନେକ ବ୍ଲକବଷ୍ଟର ଚଳଚ୍ଚିତ୍ର ଦେଇଛନ୍ତି, କିନ୍ତୁ ନିକଟରେ ତାଙ୍କର ସର୍ବଶେଷ ଚଳଚ୍ଚିତ୍ର 'ଜିଗ୍ରା' ରିଲିଜ୍ ହୋଇଥିଲା। ଯେଉଁଥିରେ ତାଙ୍କର ସମସ୍ତ ଚଳଚ୍ଚିତ୍ର ତୁଳନାରେ ଖରାପ ହୋଇଥିଲା । ବାସନ…

ବାବା ସିଦ୍ଦିକ୍‌ ହତ୍ୟା ମାମଲା: ଚିହ୍ନଟ ହେଲା ଚତୁର୍ଥ ଅଭିଯୁକ୍ତ

ନୂଆଦିଲ୍ଲୀ: ବାବା ସିଦ୍ଦିକ୍‌ ହତ୍ୟା ମାମଲା । ପୋଲିସକୁ ମିଳିଲା ଆଉ ଏକ ବଡ ସଫଳତା । ହତ୍ୟା ଘଟଣାର ଚତୁର୍ଥ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ । ଚତୁର୍ଥ ଅଭିଯୁକ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି ମୁମ୍ବାଇ ପୋଲିସ । ତିନି ଜଣ ସୁଟରଙ୍କ ବ୍ୟତୀତ ସେମାନଙ୍କୁ ନିର୍ଦ୍ଦେଶ ଦେଇଥିବା…

ଅନନ୍ୟ ଦଶହରା: ଏଠାରେ ହୁଏ ନାହିଁ ରାବଣ ଦହନ

ରାଇପୁର: ପଶ୍ଚିମବଙ୍ଗ, ଓଡ଼ିଶା ଭଳି ବିଭିନ୍ନ ରାଜ୍ୟରେ ପାଳିତ ହୁଏ ଦଶହରା । କେଉଁଠି ଏହାକୁ ଦଶେରା କୁହାଯାଏ ତ କେଉଁଠି ନବରାତ୍ରି, ଦୁର୍ଗାପୂଜା ବୋଲି କୁହାଯାଏ । ଖଣ୍ଡା, ଢାଲ, ଲଙ୍ଗଳ ଲୁହା, କରଣୀ ଆଦି ବିଭିନ୍ନ ପାରମ୍ପାରିକ ଯନ୍ତ୍ର ଓ ଉପକରଣ ଆଦି ଏହି ଦିନ ପୂଜା କରାଯାଇଥାଏ । ଏହା…

୩୦ ବର୍ଷ ପରେ ପରଦାରେ ଏକାଠି ନଜର ଆସିବେ ଆମୀର ଖାନ-ରଜନୀକାନ୍ତ, ଦର୍ଶକଙ୍କ ମନରେ ଉତ୍କଣ୍ଠା

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ନିଜର ଆଗାମୀ ଚଳଚ୍ଚିତ୍ର ପାଇଁ ଦୀର୍ଘ ସମୟ ଧରି ଚର୍ଚ୍ଚାର ଶୀର୍ଷରେ ରହିଆସିଛନ୍ତି। ଏହି ଫିଲ୍ମଟି ହେଉଛି 'କୁଲି', ଯାହାକୁ ଲୋକେଶ କନଗରାଜ ନିର୍ଦ୍ଦେଶନା ଦେଉଛନ୍ତି। ଲୋକେଶ ହେଉଛନ୍ତି ସେହି ନିର୍ଦ୍ଦେଶକ ଯିଏକି ପୂର୍ବରୁ 'ଲିଓ', 'ବିକ୍ରମ' ଏବଂ…

ଜୀବନକୁ ଖାତିର ନକରି ଭୟଙ୍କର ରିଲ୍ ପ୍ରସ୍ତୁତ କଲେ ମହିଳା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ, ରିଲ୍ କରିବାର ନିଶା ସମସ୍ତଙ୍କୁ ଘାରିଛି । ପ୍ରତ୍ୟେକ ଦିନ ଲୋକମାନେ ନିଜକୁ ପ୍ରସିଦ୍ଧ କରିବା ପାଇଁ ବିଭିନ୍ନ ପ୍ରକାରର ରିଲ୍ ତିଆରି କରୁଛନ୍ତି । ବେଳେବେଳେ ଏହା ଦେଖିବା ଉତ୍ସାହଜନକ ହୋଇଥିବାବେଳେ, ଅନେକ ସମୟରେ ନିଜ ଜୀବନକୁ ଖାତିର ନକରି ଏପରି ଭିଡିଓ…

ସାମ୍ନାକୁ ଆସିଲା ବହୁ ପ୍ରତିକ୍ଷୀତ ‘ଗେମ ଚେଞ୍ଜର’ ରିଲିଜ୍ ଡେଟ୍

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ମାନେ ବର୍ତ୍ତମାନ ସାଉଥ୍ ସୁପରଷ୍ଟାରଙ୍କ ସହିତ ପରଦାରେ ନଜର ଆସୁଛନ୍ତି । ନିକଟରେ ଜାହ୍ନବୀ କପୁର ଏବଂ ଆଲିଆ ଭଟ୍ଟ ମଧ୍ୟ ବଡ ହିଟ୍ ଫିଲ୍ମ ଦେଇ ଦକ୍ଷିଣରେ ନିଜର ଅଭିନୟ ଅନ୍ଦାଜ ଦେଖାଇଛନ୍ତି । ବର୍ତ୍ତମାନ ଆଲିଆ ଏବଂ ଜାହ୍ନବୀଙ୍କ ପରେ ବଲିଉଡର ଆଉ ଜଣେ…

ଅନୁଭବଙ୍କ ‘କର୍ମ’ର କଲେକ୍ସନ…ଏମିତି କେବେ ହୋଇନଥିଲା!

ଭୁବନେଶ୍ବର: ବକ୍ସ ଅଫିସରେ ଜବରଦସ୍ତ ରୋଜଗର କରୁଛି ଓଡ଼ିଆ ସିନେମା 'କର୍ମ' । ଫିଲ୍ମଟି ରିଲିଜ ହେବାର ମାତ୍ର ତିନି ଦିନ ମଧ୍ୟରେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ରୋଜଗାର କରିଛି । ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଅଭିନୀତ ଏହି ଫିଲ୍ମ ଟି ଗୋଟିଏ ଦିନରେ ୩୭ ଲକ୍ଷ ଟଙ୍କା କଲେକ୍ସନ କରିଛି । ଯାହା…

ମାଟିରେ ଆକାଶର ଭ୍ରମ ସୃଷ୍ଟି କରୁଛି ଯମୁନା: କେବେ ସୁଧୁରିବ ସ୍ଥିତି ?

ନୂଆଦିଲ୍ଲୀ: ଦିନକୁ ଦିନ ଅଧିକ ବିଷାକ୍ତ ହେବାରେ ଲାଗିଛି ଯମୁନା । ନଦୀରେ ଭାସୁଛି ବିଷାକ୍ତ ଫେଣ । ସତେ ଯେପରି ଲାଗୁଛି ମାଟିରେ ଆଉ ଆକାଶ ପାଦ ରଖିଲା କି। ନଦୀ ନୁହେଁ ତ ଆକାଶ ଆଉ ଧଳା ବାଦଲର ଭ୍ରମ ସୃଷ୍ଟି କରୁଛି। ଲାଗୁଛି କାଶ୍ମୀର କିମ୍ବା ମନାଲି ବୁଲି ଯାଇଛନ୍ତି ଲୋକେ। ଉପରକୁ ଦେଖିବାକୁ…