Latest Odisha News

BREAKING NEWS

Yearly Archives

2024

ଟି୨୦ରେ ଭାରତ କରିଛି ସର୍ବାଧିକ ଥର ୨୦୦ରୁ ଊର୍ଦ୍ଧ୍ୱ ସ୍କୋର

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଭାରତ କ୍ଲିନ ସୁଇପ କରିଛିି । ଅନ୍ତିମ ମୁକାବିଲାରେ ଦଳ ୧୩୩ ରନରେ ବିଜୟ ହାସଲ କରିଛି । ଟି୨୦ରେ ଚଳିତ ସିଜନରେ ଭାରତ ୭ମ ଦ୍ୱିପାକ୍ଷିକ ସିରିଜ ବିଜୟ ହାସଲ କରିଛି । ରନ ଦୃଷ୍ଟିକୋଣରୁ ଟି୨୦ରେ ଭାରତର ଏହା ତୃତୀୟ ସବୁଠାରୁ ବଡ…

କଟକ ଚାନ୍ଦିନୀଚୌକରେ ନିଆରା ପରମ୍ପରା, ଲାଗିହୁଏ ମାଛ ଭୋଗ

କଟକ: ଆଜି ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର, ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ। ମଣ୍ତପରେ କରାଯାଉଛି ମହିଷା ମର୍ଦ୍ଦିନୀଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ସ୍ୱତନ୍ତ୍ର ତନ୍ତ୍ର, ମନ୍ତ୍ର, ଚଣ୍ତିପାଠରେ ଫାଟି ପଡୁଛି ସହରଠୁ ପୁରପଲ୍ଲୀ । ପୂଜା ମଣ୍ତପରେ ରୀତିନୀତି ଅନୁସାରେ ଚାଲିଛି ମା…

ଆସାମରେ ଭୂମିକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୨

ଗୌହାଟି: ଆସାମର ଗୌହାଟିରେ ଭୂକମ୍ପ ଝଟକା। ଆସାମର ଉତ୍ତର-କେନ୍ଦ୍ର କ୍ଷେତ୍ରରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ କେନ୍ଦ୍ର ଅନୁଯାୟୀ, ଭୂମିକମ୍ପ ତୀବ୍ରତା ରିକ୍ଟର ସ୍କେଲରେ ୪.୨ ଥିଲା। ବ୍ରହ୍ମପୁତ୍ରର ଉତ୍ତର କୂଳରେ ଥିବା ଉଦଲଗୁଡି ଜିଲ୍ଲାରେ ସକାଳେ ଭୂକମ୍ପ ଅନୁଭୂତ…

୨୦୦୬ରୁ ପଡ଼ିଲାଣି ପୂର୍ଣ୍ଣଚ୍ଛେଦ, ହେଲେ ଏବେ ବି ମୁଣ୍ଡ ଟେକିଛି ବାଲ୍ୟବିବାହ

ନୂଆଦିଲ୍ଲୀ: ଦେଶରେ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏଥିପାଇଁ ଶିଶୁ ବିବାହ ନିରାକରଣ ଆଇନ ୨୦୦୬ ଠାରୁ ହିଁ ପ୍ରଚଳିତ ହେଇ ଆସୁଛି। କିନ୍ତୁ ଏବେ ବି ବାଲ୍ୟ ବିବାହର  ପାଦ୍ରୁର୍ଭାବ ରାଜ୍ୟ ତଥା ଦେଶରେ ରହିଛି। ରିପୋର୍ଟ କହୁଛି, ଭାରତରେ ୨୦୨୨ରେ ୧୦୦୨ଟି ବାଲ୍ୟବିବାହ…

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ସାଇବାବାଙ୍କର ଦେହାନ୍ତ, କାହିଁକି ସେ ଥିଲେ ଚର୍ଚ୍ଚାରେ ?

ନୂଆଦିଲ୍ଲୀ: ମାଓବାଦୀ ଲିଙ୍କ ଅଭିଯୋଗରେ ସାତ ମାସ ପୂର୍ବେ ନିର୍ଦ୍ଦୋଷରେ ଖଲାସ ହୋଇଥିବା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଜି ଏନ ସାଇବାବାଙ୍କର ଦେହାନ୍ତ ହୋଇଛି। ତାଙ୍କର ଏକ ଅପରେସନ ପରେ ଜଟିଳତା ହେତୁ ଶନିବାର ଦିଲ୍ଲୀର ଏକ ସରକାରୀ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ମୃତ୍ୟୁ…

ପୁଣି ଷଡ଼ଯନ୍ତ୍ର: ଟ୍ରେଣ୍ଡ କରୁଛି ଟ୍ରାକରେ ସିଲିଣ୍ଡର୍ 

ରୁର୍‌କୀ: ଏବେ ଯେମିତି ଟ୍ରାକରେ ସିଲିଣ୍ଡର ପଡ଼ିବା ଟ୍ରେଣ୍ଡ କରୁଛି। ପୁଣି ଟ୍ରେନ୍‌ ଲାଇନ ଚ୍ୟୁତ ପାଇଁ  ବଡ଼ ଷଡ଼ଯନ୍ତ୍ର ହୋଇଥିବା ସାମ୍ନାକୁ ଆସିଛି। ଉତ୍ତରାଖଣ୍ଡ ରୁରକୀ ଧନନ୍ଧେରା ଟ୍ରେନ୍‌ ଲାଇନ୍‌ରୁ ଗ୍ୟାସ୍‌ ସିଲିଣ୍ଡର ଠାବ ହୋଇଛି। ଏକ ମାଲବାହୀ ଟ୍ରେନ୍‌ ସେହି ଟ୍ରାକ ଦେଇ…

ବାବା ସିଦ୍ଦିକ୍‌ଙ୍କ ହତ୍ୟା ମାମଲାରେ ବଡ଼ ଖୁଲାସା: କିଏ ରଚିଲା ଷଡ଼ଯନ୍ତ୍ର, ସାମ୍ନାକୁ ଆସିଲା ସତ

ମୁମ୍ବାଇ: ମୁମ୍ବାଇରେ ଏନ୍‌ସିପିର ବରିଷ୍ଠ ନେତା ବାବା ସିଦ୍ଦିକ୍‌ଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବାବା ସିଦ୍ଦିକ୍‌ଙ୍କ ଉପରକୁ ତିନି ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା। ଏହା ପରେ ତାଙ୍କୁ ଲୀଳାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି…

ରାବଣ ପୋଡ଼ି ଗାଥା: ଅଭିଶପ୍ତ ଥିଲେ ଲଙ୍କାଧିପତି….

ଭୁବନେଶ୍ୱର: ଆଜି ଦଶହରା, ବିଜୟଦଶମୀ। ଅସତ୍ୟ ଉପରେ ସତ୍ୟର ଜୟ ପାଇଁ ଦଶହରା ପର୍ବ ପାଳନ କରାଯାଏ। ହିନ୍ଦୁ ପଞ୍ଚାଗ ଅନୁସାରେ, ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଦଶହରା ପଡେ। ମା' ଙ୍କ ପୂଜାର ଶେଷ ଦିନ। ଏହିଦିନ ମା' ମହିଷାସୁରକୁ ବଦ୍ଧ କରି ଧରାପୃଷ୍ଠରୁ ପାପ ନାଶ କରିଥିଲେ। ଆହୁରି…

ଟି-ଟ୍ୱେଣ୍ଟିରେ ଓପନର ଭାବେ ଟିମ୍ ଇଣ୍ଡିଆକୁ ମିଳିଲା କି ରୋହିତ ଶର୍ମାଙ୍କ ବିକଳ୍ପ?

ଭୁବନେଶ୍ୱର: ରୋହିତ ଶର୍ମା ଟି-ଟ୍ୱେଣ୍ଟିରୁ ଅବସର ନେବା ପରେ ଦଳ ପାଇଁ ଏକ ଦୁର୍ଦ୍ଦଶ ଓପନର ଆବଶ୍ୟକ ଥିଲା। କିନ୍ତୁ ଶନିବାର ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆର ଯୁବ ବ୍ୟାଟର ସଞ୍ଜୁ ସାମସନଙ୍କ ବ୍ୟାଟିଂ କିଛି ସମୟ ପାଇଁ ପ୍ରଶଂସକଙ୍କୁ ମନେ ପକାଇ ଦେଇଛି ରୋହିତଙ୍କ ଭଳି କେହି ଜଣେ କ୍ରିଜରେ…

ବାବା ସିଦ୍ଦିକିଙ୍କ ହତ୍ୟା ପଛରେ ଲରେନ୍ସ ଗ୍ୟାଙ୍ଗ, ସଲମାନଙ୍କ ପାଇଁ ଗଲା ଜୀବନ!

ମୁମ୍ବାଇ: ମହାରାଷ୍ଟ୍ରରେ ବର୍ବରତା। ବରିଷ୍ଠ ଏନସିପି ନେତା ବାବା ଜିଆଉଦ୍ଦିନ ସିଦ୍ଦିକ୍‌ଙ୍କୁ ଗୁଳି କରି ହତ୍ୟା କରାଯାଇଛି। କିଛି ଅଜଣା ଯୁବକ ତାଙ୍କ ପେଟ ଓ ଛାତିରେ ଗୁଳି ଚଲେଇଥିବା ବେଳେ ତାଙ୍କୁ ଲୀଳାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ…