ଜାମନଗର ରାଜ ପରିବାରର ଉତ୍ତରାଧିକାରୀ ହେଲେ ସାହେବ ଅଜୟ ଜାଡେଜା
ଗାନ୍ଧୀ ନଗର: ଗୁଜରାଟ ଜାମନଗର ରାଜପରିବାରର ଉତ୍ତରାଧୀକାରୀ ଘୋଷଣା । ଜାମ ସାହେବ ଶାତ୍ରୁଶଲ୍ୟ ସିଂହ ମହାରାଜ ଆଜି ତାଙ୍କର ଉତ୍ତରାଧିକାରୀ ଭାବେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ରିକେଟର ଅଜୟ ଜାଡେଜାଙ୍କ ନାମ ଘୋଷଣା କରିଛନ୍ତି ।
ଗୁଜୁରାଟର କଚ୍ଛ ଉପକୂଳର ଦକ୍ଷିଣ ଉପକୂଳରେ ଥିବା…