ଖୋଲିବ ମହାଦେବ ବେଟିଂ ସ୍କାମ୍ର ରାଜ୍, ଧରାପଡିଲା ମହାଠକ
ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ମହାଦେବ ବେଟିଂ ଆପ୍ ମାମଲାରେ ବଡ ଧରଣର ସଫଳତା । ମହାଦେବ ବେଟିଂ ଠକେଇ ମାମଲାର ମାଷ୍ଟରମାଇଣ୍ଡ୍ ସୌରଭ ଚନ୍ଦ୍ରାକରଙ୍କୁ ଗିରଫ କରିଛି ଇଂଟରପୋଲ୍ । ଦୁବାଇରେ ସୌରଭଙ୍କୁ ବାନ୍ଧିଛି ଇଂଟରପୋଲ୍ । ସୌରଭ ଚନ୍ଦ୍ରାକର ମହାଦେବ ବେଟିଂ ଆପ୍ର ମାଲିକ ଓ ପ୍ରମୋଟରଙ୍କ ମଧ୍ୟରୁ…