Latest Odisha News
Yearly Archives

2024

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା

ଭୁବନେଶ୍ବର: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା । ସେ ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ଗତ ନିର୍ବାଚନରେ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ । ଗତ ନିର୍ବାଚନରେ କଟକ-ବାରବାଟୀରୁ ସେ ପ୍ରାର୍ଥୀ ହୋଇଥିଲେ…

୬୯ ବର୍ଷ ବୟସରେ ଫାଇଟର୍ ଜେଟ୍ ଉଡାଇଥିଲେ ରତନ ଟାଟା… 

ମୁମ୍ବାଇ: ଭାରତର ପ୍ରସିଦ୍ଧ ଶିଳ୍ପପତି ରତନ ଟାଟା ଆଉ ନାହାଁନ୍ତି।କେବଳ ବ୍ୟବସାୟକୁ ଆଗକୁ ବଢ଼ାଇବା ନୁହେଁ ସେ ଫାଇଟର୍ ପ୍ଲେନ୍ ଉଡାଇବାରେ ମଧ୍ୟ ଥିଲେ ପାରଙ୍ଗମ। ବିମାନ ପ୍ରତି ତାଙ୍କର ଏକ ବିଶେଷ ଭଲପାଇବା ଥିଲା। ସେ ଜଣେ ପାଇଲଟ୍ ମଧ୍ୟ ଥିଲେ। ଫେବୃଆରୀ ୨୦୦୭ରେ ସେ ବେଙ୍ଗାଲୁରୁରେ ଏରୋ…

ରାହୁଲଙ୍କ ରୋକଠୋକ୍: ଦଳକୁ ହରାଇଦେଲେ ସ୍ୱାର୍ଥପର ନେତା 

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନରେ ଅପ୍ରତ୍ୟାଶିତ ପରାଜୟକୁ ସହଜରେ ଗ୍ରହଣ କରିପାରୁନି କଂଗ୍ରେସ । ସରକାର ବିରୋଧୀ ହାୱା ସତ୍ତ୍ୱେ ବିଜେପି କିପରି ବାଜି ମାରିନେଲା, ସେ ନେଇ କଂଗ୍ରେସ ଶିବିର ହତଚକିତ । ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣିଛି ଦଳ । ଏସବୁ ମଧ୍ୟରେ ହରିୟାଣା ପରାଜୟର…

ଟେଷ୍ଟ କ୍ରିକେଟରେ ଦ୍ରୁତ ତ୍ରିଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷ ଟେଷ୍ଟରେ ଇଂଲଣ୍ଡର ହ୍ୟାରୀ ବ୍ରୁକ ତ୍ରିଶତକ ହାସଲ କରିଛନ୍ତି । ଆନ୍ତର୍ଜାତୀୟ ଟେଷ୍ଟରେ ଦ୍ରୁତ ତ୍ରିଶତକ ହାସଲରେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଭାରତର ବୀରେନ୍ଦ୍ର ସେହ୍ୱାଗଙ୍କ ନାମରେ ଏବେ ବି ଏହି ରେକର୍ଡ ରହିଛି । ସେହ୍ୱାଗ ଚେନ୍ନାଇରେ ଦକ୍ଷିଣ…

ପଞ୍ଚଭୂତରେ ବିଲୀନ ରତନ ଟାଟାଙ୍କ ପାର୍ଥିବ ଶରୀର

ମୁମ୍ବାଇ: ମୁମ୍ବାଇର ୱର୍ଲି ଶ୍ମଶାନରେ ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପାର୍ସୀ ରୀତିନୀତିରେ ଅନ୍ତିମ ସତ୍କାର କରାଯାଇଛି। ଏହି ସମୟରେ ୱର୍ଲି ଶ୍ମଶାନରେ ଶୋକାକୂଳ ପରିସ୍ଥିତି ଉପୁଜିଥିଲା। ତାଙ୍କର ମୃତଦେହକୁ ଶେଷ ଦର୍ଶନ ପାଇଁ…

ସଚିନ,ଲାରା, କୋହଲିଙ୍କ ରେକର୍ଡ ଭାଙ୍ଗି ପାରିଲେନି ରୁଟ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟରେ ଅଳ୍ପ କେତେଜଣ ବ୍ୟାଟ୍ସମ୍ୟାନ ୨୦୦୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି । ଏହି ତାଲିକାରେ ଏବେ ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଜୋ ରୁଟ ସାମିଲ ହୋଇଛନ୍ତି । ତେବେ କମ ଇନିଂସରେ ୨୦୦୦୦ ରନ ପୂରଣ କରିବା ବିଶ୍ୱରେକର୍ଡ ଏବେ ବି ବିରାଟ କୋହଲିଙ୍କ ନାମରେ…

ଭାରତର ଖାଦ୍ୟ ପ୍ରଣାଳୀ ପରିବେଶ ପାଇଁ ସବୁଠୁ ଭଲ: ରିପୋର୍ଟ

ନୂଆଦିଲ୍ଲୀ: ଭାରତ ତାର ବିଭିନ୍ନ ଓ ସୁସ୍ବାଦୁ ଖାଦ୍ୟକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଆସୁଥିବାବେଳେ, ଏବେ ଆଉ ଏକ ପ୍ରଶଂସା ସାଉଁଟିଛି । ତେବେ ବର୍ତ୍ତମାନ ଖାଦ୍ୟ ପ୍ରଣାଳୀକୁ ନେଇ ଭାରତ ପ୍ରଶଂସାର ପାତ୍ର ହୋଇଛି । ଓ୍ବାର୍ଲ୍ଡ ୱାଇଲ୍ଡଲାଇଫ୍ ଫଣ୍ଡ (ଡବ୍ଲୁଡବ୍ଲୁଏଫ୍)ର ଲିଭିଂ ପ୍ଲାନେଟ୍…

ଭାରତରେ ନିର୍ମାଣ ହେବ ୨ ପରମାଣୁ ବୁଡ଼ାଜାହାଜ, ନୌସେନାର ବଢ଼ିବ ଶକ୍ତି

ନୂଆଦିଲ୍ଲୀ: ଭାରତ ସରକାରଙ୍କ CCS ଅର୍ଥାତ୍ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସୁରକ୍ଷା କ୍ୟାବିନେଟ୍ କମିଟି ଦୁଇଟି ସ୍ୱଦେଶୀ ପରମାଣୁ ବୁଡ଼ାଜାହାଜ ନିର୍ମାଣ ପାଇଁ ଅନୁମତି ଦେଇଛି। ଏହାଦ୍ୱାରା ଭାରତୀୟ ନୌସେନାର ସାମରିକ ତଥା ଆପତ୍ତିଜନକ ସାମର୍ଥ୍ୟ ବୃଦ୍ଧି ପାଇବ। ଏହି ବୁଡ଼ାଜାହାଜ ନିର୍ମାଣ…

ଟେନିସକୁ ଅଲବିଦା କଲେ ରାଫେଲ୍ ନାଡାଲ୍

ନୂଆଦିଲ୍ଲୀ: ସ୍ପେନର ତାରକା ଖେଳାଳି ରାଫେଲ ନାଡାଲ ଟେନିସରୁ ଅବସର ଘୋଷଣା କରିଛନ୍ତି। ୨୨ ଥରର ଗ୍ରାଣ୍ଡସ୍ଲାମ ଚାମ୍ପିଅନ୍ ରାଫେଲ ନାଡାଲ କହିଛନ୍ତି ଯେ ସେ ଆସନ୍ତା ମାସରେ ମାଲାଗାରେ ହେବାକୁ ଥିବା ଡେଭିସ୍ କପ୍ ଫାଇନାଲ ପରେ ଟେନିସରୁ ଅବସର ନେବେ। ସେ ଏକ ଭିଡିଓ ଜାରି କରି କହିଛନ୍ତି,…

ଗଧକୁ ନେଇ ଅଡୁଆରେ ‘ବିଗ୍ ବସ୍’, ସଲମାନ ଖାନଙ୍କୁ କାରଣ ଦର୍ଶାଅ ନୋଟିସ୍

ମୁମ୍ବାଇ: ଅକ୍ଟୋବର ୬ ତାରିଖରୁ ଆରମ୍ଭ ହୋଇଛି ବିଗବସ୍-୧୮ର ଗ୍ରାଣ୍ଡ ପ୍ରିମିୟର। ଏଥର ସୋ'ରେ ୧୮ କଣ୍ଟେଷ୍ଟାଣ୍ଟଙ୍କୁ ସାମିଲ କରାଯାଇଛି। ଏଥର ବି ସୋ'କୁ ସଲମାନ ଖାନ ହୋଷ୍ଟ କରୁଛନ୍ତି। କିନ୍ତୁ ଚଳିତ ସିଜିନରେ ସୋ ନେଇ ବଡ଼ ମଜାଦାର କରାଯାଇଛି। କାରଣ ଏଥର ସୋ' ରେ ଏକ ଗଧକୁ ବି ସାମିଲ…