Latest Odisha News

BREAKING NEWS

Yearly Archives

2024

ରତନ ଟାଟାଙ୍କ ସେହି ଅନ୍ତିମ ସୋସିଆଲ ମିଡିଆ ପୋଷ୍ଟ…

ମୁମ୍ବାଇ: ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ବିଶିଷ୍ଟ ଶିଳ୍ପପତି ରତନ ଟାଟା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତାଙ୍କ ମୃତ୍ୟୁ ପରେ ତାଙ୍କର ଶେଷ ତଥା ଅନ୍ତିମ ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ ହେବାରେ…

ଟାଟାର ଏହି ପ୍ଲାଟଫର୍ମ ପାଇଁ ସମସ୍ୟାରେ ପଡିଲା ନେଟଫ୍ଲିକ୍ସ, ଗୋଟିଏ ସବସ୍କ୍ରିପସନ କଲେ ମିଳୁଛି ୬ଟି ଓଟିଟି

ମୁମ୍ବାଇ: ଶିଳ୍ପ ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ଥିବା ରତନ ଟାଟା ଏହି ଦୁନିଆରେ ଆଉ ନାହାଁନ୍ତି, କିନ୍ତୁ ସେ ଛାଡିଯାଇଥିବା ଉତ୍ତରାଧିକାରୀ ବର୍ତ୍ତମାନ ତାଙ୍କୁ ସ୍ମରଣ କରିବାରେ ସହାୟକ ହେବ। ଗତ କିଛି ଦିନ ହେବ ରତନ ଟାଟାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିଲା, ଏହି କାରଣରୁ ତାଙ୍କୁ ମୁମ୍ବାଇର…

ଚତୁର୍ଥ ଥର ପାଇଁ ବିବାହ କଲେ କି ସଞ୍ଜୟ ଦତ୍ତ?

ମୁମ୍ବାଇ: ବଲିଉଡର ଖଳନାୟକ ବୋଲାଉଥିବା ସଞ୍ଜୟ ଦତ୍ତ ସବୁବେଳେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ପୁଣିଥରେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ହୋଇଛି। ନିକଟରେ ସଞ୍ଜୟ ଦତ୍ତ ଗୋରୁଆ ଧୋତି ଏବଂ କୁର୍ତ୍ତା ପିନ୍ଧି ବିବାହ କରୁଥିବା ନଜର ଆସିଛନ୍ତି। ଭିଡିଓ ସୋସିଆଲ ମିଡିଆରେ…

ରାଜ୍ୟରେ ବଢିବ ମାଗଣା ଚାଉଳ ଅବଧି

ଭୁବନେଶ୍ବର: କେନ୍ଦ୍ର ପରେ ଏବେ ରାଜ୍ୟ ବଢ଼ାଇବ ଗରିବଙ୍କୁ ଦିଆଯାଇଥିବା ମାଗଣା ଚାଉଳ ଅବଧି । ମାଗଣା ଚାଉଳ ଅବଧି ବୃଦ୍ଧି କରିବା ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏନେଇ ମନ୍ତ୍ରୀ କହିଛନ୍ତି, ରାଜ୍ୟର ନିଜସ୍ବ ଯୋଜନାରେ ଚାଉଳ ଯୋଗାଣ ଅବଧିକୁ ବୃଦ୍ଧି…

ଆଡମିଟ୍‌ କାର୍ଡକୁ ଡଙ୍ଗା କରି ଭସାଇଲେ ପରୀକ୍ଷାର୍ଥୀ

କଟକ: ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ଆରଆଇ ଓ ଅମିନ ପରୀକ୍ଷା ବାତିଲ୍ ଦାବି । ବିଭିନ୍ନ ଜିଲ୍ଲାରେ ଏହି ଦାବି ଜାରି ରହିଥିବା ବେବେଳେ ଆଗାମୀ ପରୀକ୍ଷା ପାଇଁ ଗତକାଲି ଆସିଥିବା ଆଡମିଟ୍ କାର୍ଡ ସବୁ ଡଙ୍ଗା କରି ଭସାଇଛନ୍ତି ପରୀକ୍ଷାର୍ଥୀ । ତେବେ ଆରଆଇ, ଅମିନ ପରୀକ୍ଷାରେ ଅନିୟମିତତା…

କନଷ୍ଟେବଲଙ୍କ ପାପୁଲି ଛିଡ଼ାଇଥିବା ଅଭିଯୁକ୍ତକୁ ଏନକାଉଣ୍ଟର

ସମ୍ବଲପୁର: କନଷ୍ଟେବଲଙ୍କ ପାପୁଲି ଛିଡ଼ାଇଥିବା ଅଭିଯୁକ୍ତକୁ ଏନକାଉଣ୍ଟର। ସମ୍ବଲପୁର ଜିଲ୍ଲାର କଟାପାଲି ନିକଟ ଜଙ୍ଗଲରେ ଅଭିଯୁକ୍ତ କମଲୁ ପ୍ରଧାନକୁ ଏନକାଉଣ୍ଟର। କମଲୁର ଡାହାଣ ଗୋଡ଼ରେ ବାଜିଛି ଗୁଳି। କମଲୁକୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ ଗତ ୪ ତାରିଖରେ ସମ୍ବଲପୁର…

ସ୍କିନ୍‌ଟୋନ୍‌ ଅନୁସାରେ କିପରି ଚୟନ କରିବେ ଲିପ୍‌ଷ୍ଟିକ୍‌, ଜାଣିରଖନ୍ତୁ ଟିପ୍ସ…

ମହିଳାମାନେ ମେକ୍‌ଅପ୍ ପ୍ରିୟ। ମୁହଁର ମେକ୍‌ଅପ୍ ପ୍ରତି ସେମାନେ ଯେତିକି ଗୁରୁତ୍ୱ ଦିଅନ୍ତି ଓଠର ମେକ୍‌ଅପ୍‌ ପାଇଁ ବି ସେତିକି ଯତ୍ନଶୀଳ ଥାଆନ୍ତି। ଓଠର ମେକ୍‌ଅପ୍ ପାଇଁ ସାଧାରଣତଃ ଲିପ୍‌ଷ୍ଟିକ୍‌, ଲାଇନର ଓ ଗ୍ଲସ୍ ଆଦି ବ୍ୟବହାର କରିଥାଆନ୍ତି। ମୁହଁର ସୌନ୍ଦର୍ଯ୍ୟ ବଢାଇବାରେ ବିଭିନ୍ନ…

ରତନ ଟାଟାଙ୍କ କିଛି ପ୍ରେରଣାଦାୟୀ ବାର୍ତ୍ତା, ଯାହା ଯୁବପିଢିଙ୍କ ମଧ୍ୟରେ ଭରିଦିଏ ଯୋଶ..

ନୂଆଦିଲ୍ଲୀ: ବିଜନେସ୍ ଦୁନିଆର ଟାଇକୁନ ରତନ ଟାଟା ଅକ୍ଟୋବର ୯ ତାରିଖରେ ୮୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରତନ ଟାଟାଙ୍କ ଦେହାନ୍ତକୁ ନେଇ ଚାରିଆଡେ ଶୋକର ଛାୟା ଖେଳି ଯାଇଛି। ସେ କେବଳ ଜଣେ ବ୍ୟବସାୟୀ ନଥିଲେ, ବରଂ ଭାରତୀୟ ଶିଳ୍ପ ଜଗତ ଏବଂ ଭାରତୀୟ ଅର୍ଥନୀତିରେ ତାଙ୍କର…

ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ୩ଟି ଗୁରୁତ୍ୱପୂର୍ଣ୍ଣ କଥା, ସମ୍ପର୍କରେ କେବେବି ଆସିବ ନାହିଁ ଦୂରତା

ପ୍ରତ୍ୟେକ ବିବାହିତ ଦମ୍ପତିଙ୍କ ମଧ୍ୟରେ ମତଭେଦ ହେବା ଗୋଟେ ସାଧାରଣ କଥା। ଏହି ସମ୍ପର୍କ ବେଳେବେଳେ ପ୍ରେମରେ ପରିପୂର୍ଣ୍ଣ ଏବଂ ବେଳେବେଳେ ବିବାଦପୂର୍ଣ୍ଣ ମଧ୍ୟ। କିନ୍ତୁ ଯଦି ମତଭେଦ ଅଧିକ ବଢିଯାଏ ତେବେ ଆସ୍ତେ ଆସ୍ତେ ସମ୍ପର୍କ ମଧ୍ୟରେ ଦୂରତା, ଫାଟ ସୃଷ୍ଟି ହୁଏ। ଅନେକ ଥର ପାରସ୍ପରିକ…