Latest Odisha News

BREAKING NEWS

Yearly Archives

2024

ଟାଟାଙ୍କ ସହିତ ଓଡିଶାର ଅନାବିଳ ସଂପର୍କ, ଥିଲା ପସନ୍ଦ ରାଜ୍ୟ

ଭୁବନେଶ୍ବର: ଓଡିଶା ସହିତ ରତନ ଟାଟାଙ୍କର ସଂପର୍କ ଅତୁଟ ଓ ଅନାବିଳ । ତାଙ୍କ ଟାଟା ଷ୍ଟିଲ କମ୍ପାନୀ ପାଇଁ ଓଡିଶା ଥିଲା ସ୍ବର୍ଣ୍ଣର କ୍ଷେତ୍ର, ସେଥିପାଇଁ ଶିଳ୍ପ କ୍ଷେତ୍ରରେ ଓଡିଶା ଥିଲା ତାଙ୍କର ପ୍ରଥମ ପସନ୍ଦ । ଶିଳ୍ପ, ସମାଜସେବା ଅର୍ଥନୈତିକ ସବୁ କ୍ଷେତ୍ରରେ ଓଡିଶାରେ ଯେପରି ଟାଟାଙ୍କ…

ରତନ ଟାଟାଙ୍କ ଦେହାନ୍ତ ପରେ ଟିସିଏସର ବଡ଼ ନିଷ୍ପତ୍ତି, ଚଳିତ ଥର ବାତିଲ କଲା ଏହି ସବୁ କାର୍ଯ୍ୟ

ନୂଆଦିଲ୍ଲୀ: ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ୍) ଆଜି ଏହାର ରୋଜଗାରର ଆକଳନ କରିବାକୁ ଯାଉଛି। ଲୋକମାନେ ବିଶ୍ୱାସ କରନ୍ତି ଯେ ଏଥର ସେମାନଙ୍କର ରୋଜଗାର ସାମାନ୍ୟ ବୃଦ୍ଧି ପାଇଛି।  କିନ୍ତୁ ଆକଳନଠାରୁ ଅଧିକ ରୋଜଗାର ହୋଇନାହିଁ। ଟାଟା କମ୍ପାନୀର ପୂର୍ବତନ ମୁଖ୍ୟ ରତନ ଟାଟାଙ୍କ ମୃତ୍ୟୁ…

ମଣ୍ଡପେ ମା’ ଦଶଭୁଜା: ଦୃଷ୍ଟି ଆକର୍ଷଣ କରୁଛି ତୋରଣ ସାଙ୍ଗକୁ ମେଢ ସଜା

ଭୁବନେଶ୍ବର: ମଣ୍ଡପେ ବିରାଜିତ ହୋଇଛନ୍ତି ମା ଦଶଭୂଜା । ଆଜି ପୀଠରେ ମହାଅଷ୍ଟମୀ ପୂଜା ହେଉଥିବାବେଳେ ମଣ୍ଡପରେ ମହାସପ୍ତମୀ ପୂଜା ରହିଛି। ମା’ଙ୍କର ଚକ୍ଷୁଦାନ ନୀତି ସମ୍ପର୍ଣ୍ଣ ହୋଇଛି । ମା’ ଆଖି ପଡିବା ମାତ୍ରେ ଧରାପୃଷ୍ଠରୁ ନାଶ ହୋଇଛି ସବୁ ପାପ । ଏଥିପାଇଁ ଚଳଚଞ୍ଚଳ ଗାଁଠୁ ସହର ।…

କାହିଁକି ସିନ୍ଦୁର ପିନ୍ଧନ୍ତି ରେଖା, ଏହା ପଛର ରହସ୍ୟ କହିଲେ ଅଭିନେତ୍ରୀ

ମୁମ୍ବାଇ: ରେଖା ଏଭଳି ଜଣେ ଅଭିନେତ୍ରୀ ଯାହାଙ୍କ ପାଇଁ ଆଜି ବି ଅନେକ ଦିୱାନା ଅଛନ୍ତି । ବଲିଉଡର ଭେଟେରାନ ଅଭିନେତ୍ରୀ ରେଖାଙ୍କର ଆଜି ୭୦ ତମ ଜନ୍ମଦିନ ପାଳନ କରୁଛନ୍ତି। ବୟସ ୭୦ ଛୁଇଁଥିଲେ ମଧ୍ୟ ସେ ଆଜି ବି କୁଆଁରୀ । ଆଜି ମଧ୍ୟ ରେଖା ତାଙ୍କ ଚେହେରା ଏବଂ ଫ୍ୟାଶନ୍ ଷ୍ଟେଟମେଣ୍ଟ ପାଇଁ…

ପୁଣି ସାଲିଆ ସାହିରେ ଠାବ ହେଲା ଶହ ଶହ ମଦ ପୋଚ

ଭୁବନେଶ୍ବର: ପୁଣି ସାଲିଆ ସାହିରେ ଶହ ଶହ ଲିଟର ଦେଶୀ ମଦ ଠାବ କଲା ଅବକାରୀ ବିଭାଗ । ସାଲିଆସାହି ନୀଳଚକ୍ର ନଗରରେ ଆଜି ଅବକାରୀ ବିଭାଗର ରେଡ୍‌ ପରେ ପାଖାପାଖି ୫ ହଜାର ଲିଟର ପୋଚ ନଷ୍ଟ କରିବା ସହିତ ଦେଶୀ ମଦ ଜବତ  ହୋଇଛି । ଏଥିସହିତ ଏହି ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ସେମାନେ କହୁଛନ୍ତି ତୁମେ ଚାଲିଗଲ…ତୁମର କ୍ଷତି ସହିବା ବହୁ କଷ୍ଟଦାୟକ….

ନୂଆଦିଲ୍ଲୀ: ଶିଳ୍ପ ଜଗତର ଅମୁଲ୍ୟ ରତ୍ନ ରତନ ଟାଟାଙ୍କ ଦେହାନ୍ତ ପରେ ଏବେ ପୁରା ଦେଶରେ ଶୋକର ଛାୟା ଖେଳିଯାଇଛି । ଏପଟେ ଦଶହରା ପାଇଁ ସାରା ଦେଶରେ ଉତ୍ସବର ମାହୋଲ ଚାଲିଥିବା ବେଳେ ସେପଟେ ୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି ରତନ ଟାଟା । ନିଜର କର୍ମ, ଜୀବନଶୈଳୀ ଏବଂ ବିଜନେସ ଶୈଳୀ ପାଇଁ ସବୁ…

ଖୋଲିଲା ଶିମିଳିପାଳ: ଟାଇଗର ସଫାରି ସହ ପ୍ରକୃତିର ମନଲୋଭା ସୌନ୍ଦର୍ଯ୍ୟର ମଜା ଉଠାଇବେ ପର୍ଯ୍ୟଟକ

ମୟୂରଭଞ୍ଜ: ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ ଦ୍ବାର । ଦେଶର ଅଷ୍ଟମ ଜୈବମଣ୍ଡଳ ଭାବେ ପରିଚିତ ଶିମିଳିପାଳ ଆଜିଠୁ ନିଜର ପାକୃତିକ ସୌନ୍ଦର୍ଯ୍ୟରେ ଦର୍ଶକଙ୍କ ମନ ମୋହିବ । ତେବେ ରାଜ୍ୟ, ଦେଶ ତଥା ବିଦେଶରୁ ପ୍ରତିବର୍ଷ ଶହ ଶହ ପର୍ଯ୍ୟଟକ ଶିମିଳିପାଳର ବନ୍ୟ ଜୀବଜନ୍ତୁଙ୍କୁ…

ରେଲୱେ ଲାଇନରେ ଛିଡ଼ି ପଡ଼ିଲା ବିଦ୍ୟୁତ୍‌ ତାର, ଅଟକି ରହିଛି ଟ୍ରେନ

କୋରାପୁଟ: ରେଲୱେ ଲାଇନରେ ଛିଡ଼ି ପଡ଼ିଲା ବିଦ୍ୟୁତ୍‌ ତାର । ବାଇଗୁଡ଼ା-କାକେରିଗୁମ୍ମା ଟ୍ରାକରେ ଛିଡ଼ିଲା ଓଭର ହେଡ୍‌ ଇଲେକ୍ଟ୍ରିକ ତାର । ଇଲେକ୍ଟ୍ରିକ ତାର ଛିଡ଼ି ପଡ଼ିବାରୁ ବିଭିନ୍ନ ସ୍ଥାନରେ ଅଟକି ରହିଲା ଟ୍ରେନ୍‌ । ସୂଚନା ଅନୁସାରେ, କୋରାପୁଟ ବାଇଗୁଡ଼ା-କାକେରିଗୁମ୍ମା ରେଲୱେ…

ଭାରତ ହରାଇଲା ଶିଳ୍ପ ଜଗତର ଅମୂଲ୍ୟ ରତ୍ନ, କିଏ ହେବେ ଉତ୍ତରାଧିକାରୀ?

ମୁମ୍ବାଇ: ଅକ୍ଟୋବର ୯ ସନ୍ଧ୍ୟାରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଭାରତର କିମ୍ବଦନ୍ତୀ ଉଦ୍ୟୋଗପତି ରତନ ଟାଟା। ବାର୍ଦ୍ଧକ୍ୟଜନିତ ସମସ୍ୟା ଯୋଗୁଁ ସେ ପୂର୍ବରୁ ଚିକିତ୍ସିତ ହେଉଥିବା ବେଳେ ଗତକାଲି ୮୬ ବର୍ଷ ବୟସରେ ତାଙ୍କର ନିଧନ ଘଟିଛି। ଭାରତୀୟ…

ମନେ ରହିବେ ଟାଟା ‘ରତନ’: ‘ଜଣେ ସହୃଦୟ, ଦରଦୀ ମଣିଷଟେ’

ମୁମ୍ବାଇ: ରତନ ଟାଟା, ଜଣେ ଅଦ୍ବିତୀୟ ତାରା । ଜଣେ ଏମିତି ଶିଳ୍ପପତି ଯାହାର ବିୟୋଗରେ ସାରା ଦେଶର ହୃଦୟ କାନ୍ଦୁଛି । ବୟସ ଅଧିକ ଯୋଗୁଁ ବୁଧବାର ସନ୍ଧ୍ୟାରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ୮୬ ବର୍ଷ ବୟସରେ ସେ ଆରପାରିକୁ ଚାଲିଯାଇଛନ୍ତି । ଖାଲି ଯେ ସେ ଜଣେ ଭଲ ଶିଳ୍ପପତି ଥିଲେ…