Latest Odisha News

BREAKING NEWS

Yearly Archives

2024

ପୁଷ୍ପା-ଟୁ ରିଲ୍ ଏବେ ରିୟଲ !

ନୂଆଦିଲ୍ଲୀ: ଜଣେ ମୁଖ୍ୟମନ୍ତ୍ରୀ, ଜଣେ ଅଭିନେତା ଓ ଅଘଟଣ । ବ୍ଲକବଷ୍ଟର ପୁଷ୍ପା-୨ ଫିଲ୍ମର ରିଲ୍ କାହାଣୀ ଏବେ ରିୟଲରେ ଦେଖିବାକୁ ମିଳୁଛି। ଫିଲ୍ମରେ ଛୋଟ ଅପମାନ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇ ଦେବାକୁ ଶପଥ ନିଅନ୍ତି ପୁଷ୍ପା, ଆଉ ସଫଳ ବି ହୁଅନ୍ତି । ଦର୍ଶକ ପୁଷ୍ପା-୨ରେ…

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନ ହସ୍ପିଟାଲରେ ଭର୍ତ୍ତି

ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଯାହା ଫଳରେ ତାଙ୍କୁ ଜର୍ଜଟାଉନ୍ ୟୁନିଭରସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କ୍ଲିଣ୍ଟନଙ୍କ ଡେପୁଟି ଚିଫ୍ ଷ୍ଟାଫ୍ ଆଞ୍ଜେଲ ୟୁରେନା ତାଙ୍କର ସୋସିଆଲ ମିଡିଆ ପୋଷ୍ଟ 'ଏକ୍ସ' ମାଧ୍ୟମରେ…

ଜୈବ ଚିକିତ୍ସା ବର୍ଜ୍ୟବସ୍ତୁ କ’ଣ ଏବଂ ଏହା କେତେ ବିପଜ୍ଜନକ?

ନୂଆଦିଲ୍ଲୀ: ଆଜିକାଲି ତାମିଲନାଡୁ ଏବଂ କେରଳ ଏକ ବିଶେଷ ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି। ଏହି ପ୍ରସଙ୍ଗଟି ହେଉଛି ଜୈବ ଚିକିତ୍ସା ବର୍ଜ୍ୟବସ୍ତୁ ନିଷ୍କାସନ। କେରଳ ତାମିଲନାଡୁକୁ ଡାକ୍ତରଖାନା ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଜୈବ ଚିକିତ୍ସା ବର୍ଜ୍ୟବସ୍ତୁ ପଠାଉଥିଲା। କିନ୍ତୁ ତାମିଲନାଡୁର…

ମୃତ୍ୟୁ ପରେ ବାଉଁଶରେ କାହିଁକି ତିଆରି କରାଯାଏ କୋକେଇ?

ଭୁବନେଶ୍ବର: ମଣିଷ ଭାବରେ ଜନ୍ମ ହୋଇ ମରିବା ପରେ ଅନେକ ପ୍ରକାରର ପରମ୍ପରା ଅଛି, ଯାହାକୁ ଅନୁସରଣ କରିବା ବାଧ୍ୟତାମୂଳକ ବୋଲି ବିବେଚନା କରାଯାଏ । ବିଶେଷକରି ମୃତ୍ୟୁ ପରେ, ଯେତେବେଳେ ଜଣେ ବ୍ୟକ୍ତି ଧରାପୃଷ୍ଠରୁ ସବୁଦିନ ପାଇଁ ବିଦାୟ ନେଇଥାଏ, ସେତବେଳେ ଅନେକ ପରମ୍ପରା ପାଳନ କରାଯାଏ । ଆପଣ…

ଜାନୁୟାରୀ ୩ ରୁ ୧୩ ପର୍ଯ୍ୟନ୍ତ ଚାଲିବ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା

ଭୁବନେଶ୍ୱର: ଜାନୁୟାରୀ ୩ରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଧନୁ ଯାତ୍ରା l ଜାନୁୟାରୀ ୩ ରୁ ଆରମ୍ଭ ହୋଇ ଜାନୁଆରୀ ୧୩ ପର୍ଯ୍ୟନ୍ତ ଚାଲିବ ଏହି ଯାତ୍ରା l ଏନେଇ ଭୁବନେଶ୍ୱର ସ୍ଥିତ ପର୍ଯ୍ୟଟନ ବିଭାଗର ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…

ମୁଁ ବି ଚିଟଫଣ୍ଡ୍‌ ଠକେଇର ଶିକାର ହୋଇଥିଲି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ ଚିଟଫଣ୍ଡ୍‌ ଠକେଇର ଶିକାର ହୋଇଥିବା ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, "ଠକ ସଂସ୍ଥା ମାନଙ୍କଠାରୁ କିଏ ନ କିଏ ଠକେଇର ଶିକାର…

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଅଲଗା ହେବେ କି ଟ୍ରମ୍ପ? 

ନୂଆଦିଲ୍ଲୀ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ଦିନରେ ହିଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ଯୁଏଚଓ)ରୁ ଓହରିଯାଇପାରନ୍ତି। ଏଥିପାଇଁ ତାଙ୍କ ଟିମ୍ ପ୍ରସ୍ତୁତି ଚଳାଇଛନ୍ତି। ୱାଶିଂଟନ୍‌ର ଜର୍ଜଟାଉନ୍ ବିଶ୍ଵବିଦ୍ୟାଳୟର ବିଶ୍ୱ…

ନକ୍ସଲଙ୍କ ଗ୍ରେନେଡ୍ ମାଡରେ ୨ ଜବାନ ଗୁରୁତର ଆହତ

ସୁକୁମା: ଛତିଶଗଡରୁ ଏକ ବଡ ଖବର ସାମ୍ନାକୁ ଆସିଛି । ନକ୍ସଲ ପ୍ରଭାବିତ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ହଠାତ୍ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି ନକ୍ସଲ । ଏଥିରେ ଦୁଇ ଜଣ ଜବାନ ଗୁରୁତର ଆହତ ହୋଇଛନ୍ତି । ଏହି ଆକ୍ରମଣ ଛତିଶଗଡର ସୁକମା ଜିଲ୍ଲାରେ ଅବସ୍ଥିତ ରାୟଗୁଡେମ ଅଞ୍ଚଳରେ…

ରେଡ୍ ନେଇ ମୁହଁ ଖୋଲିଲେ ନିରଞ୍ଜନ, କହିଲେ..ମୋ ପାଇଁ ନୁହେଁ…..

ଭୁବନେଶ୍ବର: ଇଡି ରେଡ ନେଇ ମୁହଁ ଖୋଲିଲେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ । ଇଡି ଚଢାଉରେ ତାଙ୍କର କିଛି ସଂପୃକ୍ତି ନାହିଁ ବୋଲି ସ୍ପଷ୍ଟ କଲେ । ଏନେଇ ନିରଞ୍ଜନ କହିଛନ୍ତି, ଇଡି ତାଙ୍କ କାମ କରୁଛନ୍ତି, ମୋତେ କିଛି ପଚାରି ନାହାନ୍ତି । କି ମୋ ଠାରୁ କୌଣସି କାଗଜପତ୍ର ମଧ୍ୟ…

ଅଜବ ଗଜବ: ପୁରୁଷ ଶିକ୍ଷକ ହେଲେ ଗର୍ଭବତୀ! ମିଳିଛି ମାତୃତ୍ୱ ଛୁଟି

ପାଟଣା: କୌଣସି ପୁରୁଷ ଗର୍ଭବତୀ ହେବା ବିଷୟରେ ଆପଣ କେବେ ଦେଖିଛନ୍ତି ନା ଶୁଣିଛନ୍ତି? ବିବାହ ପରେ ମହିଳାମାନେ ଗର୍ଭବତୀ ହେବା ଆମେ ଜାଣିଛେ ହେଲେ କୈାଣସି ପୁରୁଷ ଗର୍ଭବତୀ ଧାରଣ କରିବା କେବେ କେହି ଭାବି ନଥିବେ କି ବିଶ୍ୱାସ ବି କରିନଥିବେ। ହେଲେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା…