ମାଲାୟାଲମ୍ ଅଭିନେତା ଟିପି ମାଧବନ୍ଙ୍କ ଦେହାନ୍ତ
ମୁମ୍ଵାଇ: ମାଲାୟାଲମ୍ ଚଳଚ୍ଚିତ୍ରର ଜଣାଶୁଣା ଅଭିନେତା ଟିପି ମାଧବନ୍ଙ୍କ ପରଲୋକ । ଦେହାନ୍ତ ଖବରରେ ସମଗ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ଭେଟେରାନ ଅଭିନେତା ୮୮ ବର୍ଷ ବୟସରେ କେରଳ କୋଲାମର ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପଠାନପୁରମର ଗାନ୍ଧୀ ଭବନରେ…