Latest Odisha News

BREAKING NEWS

Yearly Archives

2024

ଆରବିଆଇର ବଡ ସୂଚନା, ଏଣିକି ଠକାମୀ ତଥା ଭୁଲ ଆକାଉଣ୍ଟକୁ ହେବନି ଟଙ୍କା ଟ୍ରାନ୍ସଫର

ନୂଆଦିଲ୍ଲୀ: ଅନେକ ଥର ଦେଖିବାକୁ ମିଳେ ଯେ, ଗ୍ରାହକମାନେ ଆରଟିଜିସି ଏବଂ ଏନଇଏଫଟି ଜରିଆରେ ଅନଲାଇନରେ ଟଙ୍କା ଟ୍ରାନ୍ସଫର କରୁଥିବା ସମୟରେ ଭୁଲରେ ଅନ୍ୟ କେଉଁ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଯାଏ l ତେବେ ଯଦି ଆପଣ ମଧ୍ୟ ଏପରି ଭୁଲ କିମ୍ବା ଠକେଇର ସାମ୍ନା କରୁଛନ୍ତି ତେବେ ଆପଣଙ୍କ ପାଇଁ…

ପୋଲିସ ସାମ୍ନାରେ ବିଜେପି ବିଧାୟକଙ୍କୁ ପିଟିଲେ, ଭିଡିଓ ଭାଇରାଲ୍

ଲକ୍ଷ୍ମୀପୁର: ବିଜେପି ବିଧାୟକ ଯୋଗେଶ ବର୍ମାଙ୍କୁ ସର୍ବ ସମ୍ମୁଖରେ ପିଟିଲେ ଆଇନଜୀବୀ। ବାର ଆସୋସିଏସନ ସଭାପତି ଅବଧେଶ ସିଂ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ବିଧାୟକଙ୍କୁ ଚାପୁଡ଼ା ମାରିଥିଲେ, ଫଳରେ ମାହୋଲ ଉତ୍ତେଜନାପୂର୍ଣ୍ଣ ହୋଇଯାଥିଲା। ଏହି ଘଟଣା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ…

‘ସ୍ପେସ୍ ଷ୍ଟେସନ୍’ରୁ ଲିକ୍ ହେଉଛି ବାୟୁ, ଟେନସନରେ ନାସା!

ପୃଥିବୀଠାରୁ ୪୦୦ କିଲୋମିଟର ଦୂରରେ ପୃଥିବୀ ଚାରିପଟେ ବୁଲୁଥିବା ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍) ଅନେକ ଚାଲେଞ୍ଜର ସମ୍ମୁଖୀନ ହୋଇଛି। ଖବର ଅନୁଯାୟୀ, ଆଇଏସ୍ଏସର ଋଷୀୟ ସେଗମେଣ୍ଚରୁ ଲଗାତାରା ବାୟୁ ଲିକ୍ ହେବାରେ ଲାଗିଛି। ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏଥିପାଇଁ ଚିନ୍ତିତ…

ଏସିଆର ସର୍ବ ବୃହତ ଇମେଜିଙ୍ଗ ଟେଲିସ୍କୋପ ଉଦଘାଟିତ

ଲଦାଖ: ଲଦାଖରେ ଏସିଆର ସର୍ବ ବୃହତ ଇମେଜିଙ୍ଗ ଟେଲିସ୍କୋପ ଉଦଘାଟନ କରାଯାଇଛି । ଏହା ବୈଜ୍ଞାନିକ ଅନୁସନ୍ଧାନକୁ ଆହୁରି ଆଗକୁ ନେବାରେ ସାହାର୍ଯ୍ୟ କରିବ । ଏହି ଟେଲିସ୍କୋପର ନାମ ହେଉଛି ମେଜର ଆଟମୋସଫେରିକ୍ ଚେରେନକୋଭ୍ ଏକ୍ସପେରିମେଣ୍ଟ (ଏମଏସିଇ) । ଏହାକୁ ଲଦାଖର ହାନଲେରେ ଡିଏଇ ଯଥା ପରମାଣୁ…

ଏହି ସହରରେ କାର ବ୍ୟାନ୍, ଗାଡି ବିନା ଚାଲେ ଜୀବନ

ଦୁନିଆରେ ଅନେକ ସହର ଅଛି ଯାହାକି ସେମାନଙ୍କର ଅନନ୍ୟ ନିୟମ ପାଇଁ ବେଶ ଜଣାଶୁଣା। କିନ୍ତୁ ଋଷର କଜାନ ସହରର ନିଜସ୍ୱ ପଦ୍ଧତିରେ ଏକ ସ୍ୱତନ୍ତ୍ର ପରିଚୟ ଅଛି। ବାସ୍ତବରେ, ବିଶ୍ୱର ସବୁ ସ୍ଥାନରେ କାର ଏକ ଅତ୍ୟାବଶ୍ୟକ ପରିବହନରେ ପରିଣତ ହୋଇଥିବାବେଳେ ଏହି ସହରରେ କାରକୁ ନିଷେଧ କରାଯାଇଛି। ଏଠାକାର…

କଟା ଘା’ ରେ ଚୁନ ଲଗେଇଲା ବିଜେପି, ରାହୁଲଙ୍କ ଘରକୁ ପଠାଇଲା ଜଲେବି

ନୂଆଦିଲ୍ଲୀ: କଟା ଘା' ରେ ଲୁଣ ଛିଟା ପକଉଛି ବିଜେପି l ଗତକାଲି ପ୍ରକାଶ ପାଇଛି ହରିୟାଣା ବିଧାନସଭା ନିର୍ବାଚନ l ନିର୍ବାଚନରେ ବିଜେପିର ହ୍ୟାଟ୍ରିକ ବିଜୟ ପରେ ହରିୟାଣାର ବିଜେପି ୟୁନିଟି ଭିନ୍ନ ରୂପରେ ନିଜର ବିଜୟ ଉତ୍ସବ ମନାଇଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପାଇଁ ଜଲେବି ପଠାଇଛି…

ଜଙ୍ଗଲରୁ ମିଳିଲା ଅପହୃତ ଯବାନଙ୍କ ମୃତଦେହ, ଗତକାଲି ଅପହରଣ କରିଥିଲେ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ କଶ୍ମୀରର ଅନନ୍ତନାଗ ଅଞ୍ଚଳରେ ଗତକାଲି ଆତଙ୍କବାଦୀମାନେ ୨ ଯବାନଙ୍କୁ ଅପହରଣ କରିନେଇଥିଲେ। ସେମାନଙ୍କ ମଧ୍ୟରୁ କଳେବଳେ କୌଶଳେ ଖସି ଆସିଥିବା ବେଳେ ଆଉ ଜଣେ ନିଖୋଜ ଥିଲେ। ନିଖୋଜ ଯବାନଙ୍କୁ ଖୋଜିବା ଲାଗି ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଥିଲା।…

ମହିଳାଙ୍କୁ ସରକାରଙ୍କ ଦଶହରା ଭେଟି, ଖାତାକୁ ଆସିଲା ସୁଭଦ୍ରା ଟଙ୍କା

ବାରିପଦା: ବାରିପଦାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ‘ସୁଭଦ୍ରା’ ଯୋଜନାର ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ କିସ୍ତି ଟଙ୍କା ଖାତାକୁ ଆସିଛି। ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଲା ଟଙ୍କା। ବାରିପଦା ଛଉ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ…

ପୁଣିଥରେ ଟ୍ରେନ ଦୁର୍ଘଟଣା ପାଇଁ ଷଡଯନ୍ତ୍ର, ଟ୍ରାକରେ ରଖିଲେ ଲୁହାରଡ଼

ଗ୍ବାଲିୟର: ମଧ୍ୟପ୍ରଦେଶର ଗ୍ୱାଲିଅରରେ ଏକ ବଡ଼ ରେଳ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି। ବିର୍ଲାନଗର ଷ୍ଟେସନ ନିକଟ ରେଳ ଟ୍ରାକରୁ ଏକ ଲୁହା ରଡ ଉଦ୍ଧାର କରାଯାଇଥିଲା। ତେବେ ଏହି ସମୟରେ ଟ୍ରାକରେ ଏକ ମାଲଗାଡ଼ି ଆସୁଥିଲା। ସତର୍କତା ସହ ଦୁର୍ଘଟଣା ଘଟିବା ପୂର୍ବରୁ ଡ୍ରାଇଭର ଟ୍ରେନକୁ ଅଟକାଇ…

ବିଜେଡି ସଦସ୍ୟତା ସଂଗ୍ରହ ଅଭିଯାନର ଶୁଭାରମ୍ଭ, ଫୋକସରେ ଛାତ୍ର ଓ ମହିଳା

ଭୁବନେଶ୍ୱର: ବିଜେଡିର ସଦସ୍ୟତା ଅଭିଯାନର ଶୁଭାରମ୍ଭ କଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ପ୍ରଥମ ସଭ୍ୟ ହେଲେ ନବୀନ ପଟ୍ଟନାୟକ । ତାଙ୍କ ସଦସ୍ୟତାର ନବୀକରଣ କରି ଏକାମ୍ରରୁ ରାଜ୍ୟର ପ୍ରଥମ ସଦସ୍ୟ ହେଲେ ନବୀନ ପଟ୍ଟନାୟକ। ଶଙ୍ଖ ଭବନରେ ଏହାର ଶୁଭାରମ୍ଭ ହୋଇଛି। ଏହା ସହ ଜିଲ୍ଲା ସଦର…