Latest Odisha News

BREAKING NEWS

Yearly Archives

2024

ହରିୟାଣା ବିଜୟ ପରେ ଧର୍ମେନ୍ଦ୍ରଙ୍କୁ ପୁରସ୍କାର !

ନୂଆଦିଲ୍ଲୀ: ନା ଏକଜିଟ୍ ପୋଲ ସର୍ଭେ ସତ ହେଲା ନା ଠିକ୍ ହେଲା ନିର୍ବାଚନ ବିଶେଷଜ୍ଞଙ୍କ ଆକଳନ । କୁହାଯାଉଛି, ଧର୍ମେନ୍ଦ୍ରଙ୍କ ରଣନୀତି ଆଗରେ ଆଣ୍ଠେଇଲା କଂଗ୍ରେସର ସବୁ ପ୍ଲାନ୍ । ହରିୟାଣାରେ ବିଜେପି ମାରିଛି ବିଜୟର ହ୍ୟାଟ୍ରିକ୍ । ଏକଜିଟ୍ ପୋଲର ସବୁ ଆକଳନକୁ ଭୁଲ ପ୍ରମାଣିତ କରି ଲଗାତର…

ପଦାର୍ଥ ବିଜ୍ଞାନରେ ଦୁଇଜଣଙ୍କୁ ନୋବେଲ୍ ପୁରସ୍କାର

ନୂଆଦିଲ୍ଲୀ: ୨୦୨୪ ବର୍ଷ ପାଇଁ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ରୟାଲ୍ ସ୍ୱିଡେସି ଏକାଡେମୀ ଅଫ୍ ସାଇନ୍ସେସ୍ ପକ୍ଷରୁ ଜନ୍ ଜେ ହପଫିଲ୍ଡ ଏବଂ ଜେଫ୍ରି ଇ ହିଣ୍ଟନଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ। କୃତ୍ରିମ ସ୍ନାୟୁ ନେଟୱାର୍କ ସହିତ ମେସିନ୍…

ସାଇବର ସୁରକ୍ଷା କମ୍ପାନୀ ସହ ହାତ ମିଳାଇଲା ଏୟାରଟେଲ୍: ଲଞ୍ଚ କଲା ନୂତନ ସେବା, ଜାଣନ୍ତୁ ଫାଇଦା

ନୂଆଦିଲ୍ଲୀ: ଆଜିକାଲି ସମସ୍ତେ ଇଣ୍ଟରନେଟ୍ ବ୍ୟବହାର କରନ୍ତି। କିନ୍ତୁ ଇଣ୍ଟରନେଟରେ ଅନେକ ବିପଦ ମଧ୍ୟ ଲୁଚି ରହିଛି। ହ୍ୟାକରମାନେ କମ୍ପାନୀର ଏହି ଇଣ୍ଟରନେଟ ମାଧ୍ୟମରେ ଆପଣଙ୍କ ସିଷ୍ଟମକୁ ଯାଇ ତଥ୍ୟ ଚୋରି କରିପାରିବେ କିମ୍ବା ଆପଣଙ୍କ କମ୍ପ୍ୟୁଟରକୁ ହ୍ୟାକ୍ କରିପାରିବେ। ତେଣୁ,…

କେନ୍ଦ୍ରକୁ ସୁପ୍ରିମ ଛାଟ…ଓଡିଶା ହେବ ମାଲେମାଲ

ଭୁବନେଶ୍ବର: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ। ଆଉ ଫାଙ୍କି ପାରିବନି କେନ୍ଦ୍ର । ଖଣିଜ ସଂପଦରେ ଭରପୂର ଓଡିଶା ହେବ ମାଲେମାଲ୍। ପୂର୍ବରୁ ଖଣି କ୍ଷେତ୍ରରୁ ଆଦାୟ ହେଉଥିବା ସେସରୁ କେନ୍ଦ୍ର ବିପୁଳ ଲାଭ ପାଉଥିବା ବେଳେ ରାଜ୍ୟ କାଣି କଉଡିଟିଏ ବି ପାଉନଥିଲେ। ହେଲେ ଏବେ ସର୍ବୋଚ୍ଚ କୋର୍ଟଙ୍କ…

ନବରାତ୍ରୀରେ ଯାଆନ୍ତୁ ଏହି ୩ ହଜାର ବର୍ଷ ପୁରୁଣା ମନ୍ଦିର, ଯେଉଁଠି ରହିଛି ଅନେକ ଚମତ୍କାରୀତା

କନ୍ୟାକୁମାରୀ: ଆମ ଦେଶରେ ୫୧ଟି ଶକ୍ତି ପୀଠ ରହିଛି । ଯେଉଁ ସ୍ଥାନଗୁଡ଼ିକରେ ମାତା ସତୀଙ୍କ ଶରୀରର ଅଙ୍ଗଗୁଡ଼ିକ ପଡିଥିଲା, ସେହି ସ୍ଥାନ ମାନଙ୍କୁ ଶକ୍ତି ପୀଠ ଭାବରେ ବିବେଚନା କରାଯାଏ । ତେବେ ତାମିଲନାଡୁର କନ୍ୟାକୁମାରୀ କେପ୍ ଠାରେ ଅବସ୍ଥିତ କନ୍ୟାକୁମାରୀ ଶକ୍ତିପୀଠ, ଦେବୀ…

ଆରଜି କର ମେଡିକାଲ୍ ବିବାଦ; ଆନ୍ଦୋଳନ ମଧ୍ୟରେ ୫୦ ବରିଷ୍ଠ ଡାକ୍ତରଙ୍କ ଇସ୍ତଫା

କୋଲକାତା: ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପ୍ରାୟ ୫୦ ଡାକ୍ତର ଇସ୍ତଫା ଦେଇଛନ୍ତି। ଦୁଷ୍କର୍ମ ପୀଡିତାଙ୍କ ନ୍ୟାୟ ଦାବି କରି ଆମରଣ ଅନଶନରେ ବସିଥିବା ଡାକ୍ତରଙ୍କୁ ସମର୍ଥନ ଦେବାକୁ ଯାଇ ଡାକ୍ତରମାନେ ଇସ୍ତଫା ଦେଇଛନ୍ତି। ଏହି ବରିଷ୍ଠ ଡାକ୍ତରମାନେ ଡାକ୍ତରଖାନାର ବିଭିନ୍ନ ବିଭାଗର…

ରାତି ପାହିଲେ ପୂଜା: ଟ୍ବିନ୍ ସିଟି ଜଗିବେ ୧୦୨ ପ୍ଲାଟୁନ ପୋଲିସ୍

ଭୁବନେଶ୍ବର: ରାତି ପାହିଲେ ପୂଜା । ମଣ୍ଡପେ ବିରାଜିବେ ମା ଦଶଭୂଜା । ଏଥିପାଇଁ ଚଳଚଞ୍ଚଳ ପୂଜା ମଣ୍ଡପ । ପୂଜା ପାଇଁ କମିଶନରେଟ୍ ପୋଲିସ ମଧ୍ୟ ଅଣ୍ଟା ଭିଡି ସାରିଲେଣି । କିପରି ସୁରୁଖୁରୁରେ, ବିନା ବିଶୃଙ୍ଖଳାରେ ପୂଜା ମଉଜ ହେବ ସେନେଇ ପୋଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏନେଇ…

ବିନା ଦେୟରେ କିପରି ପଢିପାରିବେ ପେଡ଼୍ ଆର୍ଟିକିଲ୍‌ ? ଜାଣନ୍ତୁ ଟିପ୍ସ ଆଣ୍ଡ୍ ଟ୍ରିକ୍ସ

ଆଜିକାଲି, ଅନେକ ୱେବସାଇଟରେ ବିଷୟବସ୍ତୁ ପଢିବାକୁ ହେଲେ ଆପଣଙ୍କୁ ଏକ ସଦସ୍ୟତା ଯୋଜନା କିଣିବାକୁ ପଡେ। ଏହି ୱେବସାଇଟ୍ ଗୁଡିକରେ ପେୱାଲ୍ ରହିଛି, ଯାହା ପ୍ରତି ଟଙ୍କା ଖର୍ଚ୍ଚ ନକଲେ ବିଷୟବସ୍ତୁ ପଢିବାକୁ ଅନୁମତି ଦିଏ ନାହିଁ। ଅଧିକାଂଶ ସମ୍ବାଦ ୱେବସାଇଟ୍ ଏବଂ ପତ୍ରିକା କିମ୍ବା ରିସର୍ଚ୍ଚ…

ବିଜେଡିକୁ ଟାର୍ଗେଟ୍, ସରକାରୀ କୋଠାର ରଙ୍ଗ କାହିଁକି ବଦଳାଇ ସବୁଜ କରିଥିଲ

ଭୁବନେଶ୍ୱର: ସରକାରୀ କୋଠାକୁ କମଳା ଏବଂ ନାଲି ରଙ୍ଗ କରିବା ନେଇ ବିଜେପିକୁ ସମାଲୋଚନା କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ "ଅନ୍ୟକୁ କହିବା ପୂର୍ବରୁ ଜଣେ ନିଜ କାର୍ଯ୍ୟକୁ ଦେଖିବା ଉଚିତ୍। ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଏବଂ…

ଜମ୍ମୁ କାଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ହେବେ ଓମାର ଅବଦୁଲ୍ଲା

ଶ୍ରୀନଗର: ଜମ୍ମୁ କାଶ୍ମୀରରେ କଂଗ୍ରେସ ଏବଂ ନ୍ୟାସନାଲ ମେଣ୍ଟ ସରକାର ଗଠନ କରିବାକୁ ଯାଉଛି। ନ୍ୟାସନାଲ କନଫରେନ୍ସ ର ନେତା ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ ଓମାର ଅବଦୁଲ୍ଲା ଜାମ୍ମୁ କାଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ସେ ଆହୁରି ମଧ୍ଯ କହିଛନ୍ତି ଯେ ଜନସାଧାରଣ ଧାରା ୩୭୦…