Latest Odisha News

BREAKING NEWS

Yearly Archives

2024

‘ଅତ୍ୟଧିକ ଆତ୍ମବିଶ୍ବାସ ଠିକ୍ ନୁହଁ; ହରିୟାଣାରେ କଂଗ୍ରେସର ପରାଜୟକୁ ନେଇ କହିଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଏବେ ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ପୂରା ସ୍ପଷ୍ଟ । ପୁଣି ତୃତୀୟ ଥର ପାଇଁ ଗାଦି ବଜାୟ ରଖିବାକୁ ଯାଉଛି ବିଜେପି । ଏଥିର ହରିୟାଣାରେ କଂଗ୍ରେସ ବିଜୟର ଆଶା ରଖିଥିବା ବେଳେ ତାର ସ୍ବପ୍ନକୁ ପାଣି ଫୋଟକା ଭଳି ମିଲାଇ ଦେଇଛି ବିଜେପି । ୩୫ ଆସନ ସହ ବହୁ ପଛରେ ପଡିଛି…

ପୃଥିବୀ ଠାରୁ ୭୦୦ କିଲୋମିଟର ତଳେ ରହିଛି ​ସବୁଠୁ ବଡ ସମୁଦ୍ର: ରିପୋର୍ଟ

ନୂଆଦିଲ୍ଲୀ: ଆମେ ସମସ୍ତେ ଜାଣିଛେ ପୃଥିବୀରେ ମୋଟ ୫ ଟି ମହାସାଗର ଅଛି । ଯେପରିକି ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ୍ ମହାସାଗର, ଭାରତ ମହାସାଗର, ଆର୍କଟିକ୍ ଏବଂ ଆଣ୍ଟାର୍କଟିକା । ହେଲେ ବୈଜ୍ଞାନିକମାନେ ଅନ୍ୟ ଏକ ସମୁଦ୍ର ଆବିଷ୍କାର କରିଛନ୍ତି । ଆଶ୍ଚର୍ଯ୍ୟର କଥା, ଏହି ମହାସାଗର ଏକାଠି…

ଭାରତୀୟ ପ୍ରାସାଦ ମାନଙ୍କରେ ଦେଖିବାକୁ ମିଳେ ବ୍ରିଟିଶ କଳାକାରଙ୍କ କଳାକୃତି, ଜାଣନ୍ତୁ…

ନୂଆଦିଲ୍ଲୀ: ପୁରାତନ ମହଲ ହେଉ ଅବା ରାଜପ୍ରାସାଦ l ସେଠାରେ ଏପରି କିଛି ଜିନିଷ ଦେଖିବାକୁ ମିଳିଥାଏ ଯାହା ଆମକୁ ସେବିଷୟରେ ଅଧିବ ଜାଣିବାକୁ ବା ଭାବିବାକୁ ବାଧ୍ୟ କରିଦେଇଥାଏ l ଭାରତର ଅନେକ ପୁରାତନ ମହଲ ବା ରାଜପ୍ରାସାଦରେ ଆମେ ମାନେ ଅନେକ ଚିତ୍ର ଦେଖିଥିବା ନିଶ୍ଚୟ l ଆଜି ବି ଅନେକ…

ହରିୟାଣାରେ ଖାତା ଖୋଲିନି ଆପ୍ ; କାମ କଲାନି ଝାଡୁ ମ୍ୟାଜିକ

ଚଣ୍ଡିଗଡ: ହରିୟାଣା ରାଜନୀତିରେ ପଛରେ ପଡିଛି ଆମ ଆଦମୀ ପାର୍ଟି। କାମ କଲାନି  କେଜ୍ରିୱାଲଙ୍କ ଝାଡୁର ମ୍ୟାଜିକ। କଂଗ୍ରେସ ସହିତ ମେଣ୍ଟ ନହେବା  ପରେ ଆପ୍ ହରିୟାଣାର ମୋଟ ୯୦ ସିଟରୁ ୮୯ ସିଟରେ ଲଢିଥିଲା ନିର୍ବାଚନ।  ହେଲେ ଆପକୁ ମାତ୍ର ୧.୬୫ ପ୍ରତିଶତ ଭୋଟ ମିଳିଥିବା କହିଛି ନିର୍ବାଚନ ଆୟୋଗ।…

ପାନ୍‌ କାର୍ଡରେ ତଥ୍ୟ ଭୁଲ ଅଛି କି? ଜାଣନ୍ତୁ ଘରେ ବସି କିପରି କରିବେ ସଂଶୋଧନ

ଅନେକ ଅଫିସିଆଲ୍ ଉଦ୍ଦେଶ୍ୟ ପାଇଁ ପାନ୍ କାର୍ଡ ଆବଶ୍ୟକ ପଡିଥାଏ। ଏହି ଡକ୍ୟୁମେଣ୍ଟ୍ ID-ପ୍ରୁଫ୍ ଭାବରେ ବ୍ୟବହୃତ ହୁଏ। ଏପରି ପରିସ୍ଥିତିରେ ଯଦି ପାନ୍ କାର୍ଡରେ କୌଣସି ସବିଶେଷ ଭୁଲ ଥାଏ ତେବେ ଆପଣଙ୍କର ଅନେକ କାର୍ଯ୍ୟ ବନ୍ଦ ହେବାର ଆଶଙ୍କା ଥାଏ। ଯଦି ଆପଣଙ୍କର ପାନ୍ କାର୍ଡରେ କୌଣସି…

ପାରାଦୀପ ବନ୍ଦରରେ ଅଘଟଣ..

ପାରାଦୀପ: ପାରାଦୀପ ବନ୍ଦରର ଏମପିବି ବର୍ଥରେ ଅଘଟଣ । ବର୍ଥ ଉପରେ ଥାଇ ଲୋଡିଂ କରୁଥିବା ଏକ ସୋର୍ କ୍ରେନ୍ ଅଧାରୁ ଛିଡି ପଡିଛି । ଫଳରେ ଅପରେଟର ଆହତ ହୋଇଛନ୍ତି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଜି ସକାଳେ କ୍ରେନଟି ଏକ ବିଦେଶୀ ଜାହାଜ ‘ଏମଭି ଆମସୀ ମ୍ୟାକ୍ସିମସ’ରୁ…

ଦେଶର ସବୁଠାରୁ ଧନୀ ମହିଳା, ରାଜନୀତିରେ ମଧ୍ୟ ସବୁଠୁ ଆଗରେ

ନୂଆଦିଲ୍ଲୀ: ଚାଲିଛି ହରିୟାଣା ଏବଂ ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ଭୋଟ ଗଣତି l ପ୍ରାରମ୍ଭିକ ପର୍ଯ୍ୟାୟରେ ହରିୟାଣାରେ ବିଜେପି ଆଗରେ ଥିବା ବେଳେ ଜମ୍ମୁକାଶ୍ମୀରରେ କଂଗ୍ରେସ ଆଗରେ ରହିଛି l ତେବେ ଆମେ ଆପଣଙ୍କୁ ଜଣେ ଏପରି ମହିଳାଙ୍କ ବିଷୟରେ ଜଣେଇବୁ ଯେ କି କେବଳ ରାଜନୀତିରେ ନୁହେଁ…

ହରିୟାଣାରେ ଆଗରେ ରହିଛି ବିଜେପି: କାମ କଲା କି ଏହି ୩ଟି ଫ୍ୟାକ୍ଟ

ଚଣ୍ଡିଗଡ: ହରିୟାଣା ବିଧାନସଭା ନିର୍ବାଚନର ଚାଲିଛି ଭୋଟ ଗଣନା । ଏକଜିଟ ପୋଲ ବିପକ୍ଷରେ ବା କଂଗ୍ରେସଠୁ ଆଗୁଆ ଅଛି ବିଜେପି। ବିଜେପି ୪୮ ଆସନରେ ଆଗୁଆ ଥିବାବେଳେ ୩୬ ଆସନରେ ଆଗୁଆ ରହିଛି କଂଗ୍ରେସ। ବିଜେପିକୁ ରାଜ୍ୟରେ ୩ ଟି ଫ୍ୟାକ୍ଟ ଆଗୁଆ କରିବା ସହ ସରକାର ଗଢିବାରେ ସାହାଯ୍ୟ କରିବା ବୋଲି…

ବିଜୟର ସ୍ବାଦ ଚଖାଇଲେ ଭିନେଶ: ପ୍ରଥମ ଥର କଂଗ୍ରେସ ହାତକୁ ଗଲା ଜୁଲାନା

ନୂଆଦିଲ୍ଲୀ: କଂଗ୍ରେସ ହାତକୁ ଗଲା ଜୁଲାନା ଗଡ । ବିଧାୟିକା ହେଲେ ଅଲମ୍ପିଆନ କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ । ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନର ଆଜି ଫଳାଫଳ ବାହାରୁଥିବା ବେଳେ କଂଗ୍ରେସ ବିଧାୟିକା ପ୍ରାର୍ଥୀ ଭାବେ ହରିୟାଣା ଜିନ୍ଦ ଜିଲ୍ଲା ଜୁଲାନା ନିର୍ବାଚନ ମଣ୍ଡଳୀର…

ସିଙ୍ଘମ୍ ଏଗେନ ଟ୍ରେଲର ଆଉଟ୍: ପ୍ରଶଂସକଙ୍କୁ ପ୍ରଭାବିତ କରିବାରେ ବିଫଳ ହେଲେ କି ଦୀପିକା ?

ମୁମ୍ବାଇ: ଅଜୟ ଦେବଗନଙ୍କ ‘ସିଂଘମ୍‌ ଏଗେନ୍‌’ ଫିଲ୍ମକୁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଫିଲ୍ମ ରିଲିଜ୍‌ ତାରିଖ ପାଖେଇ ଆସୁଥିବା ସହ ଲୋକଙ୍କ ଉତ୍ସାହ ବୃଦ୍ଧି ପାଇବାରେ ଲାଗିଛି। ଆସନ୍ତା ନଭେମ୍ବର ୧ରେ ଦୀପାବଳି ଉପଲକ୍ଷେ ରିଲିଜ୍‌ ହେବାକୁ ଯାଉଥିବା ଏହି ଫିଲ୍ମର ଟ୍ରେଲରକୁ…