Latest Odisha News

BREAKING NEWS

Yearly Archives

2024

‘ରଙ୍ଗ କି ନାଁ ବଦଳାଇଲେ, ବଦଳି ଯିବନି ୨୪ ବର୍ଷର ବିକାଶର ଇତିହାସ’

ଭୁବନେଶ୍ବର: କେବଳ ନାଁ ଓ ରଙ୍ଗ ବଦଳାଇବାକୁ ସରକାରକୁ ଆସିଛି ବିଜେପି । ରଙ୍ଗ କି ନାଁ ବଦଳାଇଲେ ୨୪ ବର୍ଷର ବିକାଶର ଇତିହାସ ବଦଳିଯିବନି ବୋଲି ବିଜେପିକୁ କଡା ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର । ପ୍ରକୃତରେ ବିଜେପି ସରକାରକୁ ଆସିବା ପରେ ବିଜେଡିର ବିଭିନ୍ନ ଲୋକ…

ସଫାରି ବସ୍ ଉପରେ ଚଢିଗଲା କଲରାପତରିଆ, ଭୟଭୀତ ପର୍ଯ୍ୟଟକ

ବେଙ୍ଗାଲୁରୁ: ଜଙ୍ଗଲ ସଫାରି ସମୟରେ ପର୍ଯ୍ୟଟକ ମାନେ ଅନେକ ରୋମାଞ୍ଚକର ଘଟଣା ଦେଖିଥାନ୍ତି। ସେଭଳି ଏକ ଘଟଣା ବେଙ୍ଗାଲୁରୁର ବନେରଘାଟ ଜାତୀୟ ଉଦ୍ୟାନରେ ଦେଖିବାକୁ ମିଳିଛି। ଏଠାରେ ଏକ ସଫାରି ବସ୍ ପର୍ଯ୍ୟଟକମାନଙ୍କୁ ଜଙ୍ଗଲ ସଫାରିରେ ନେଇଥିବା ବେଳେ ଅଚାନକ କଲରାପତରିଆ ବାଘର ହାବୁଡରେ…

କେଜ୍ରିଓ୍ବାଲଙ୍କ ପୁରୁଣା ଠିକଣାକୁ ସିଫ୍ଟ ହେଲେ ନୂଆ ମୁଖ୍ୟମନ୍ତ୍ରୀ ଆତିଶୀ, ତେଜିଲା ବିବାଦ

ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଆତିଶୀ ସେମାବାର ଠାରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ରହିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଫ୍ଲାଗଷ୍ଟାଫ୍ ରୋଡ୍  ସ୍ଥିତ ପୁରୁଣା ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳାକୁ ଆତିଶୀଙ୍କ ସମସ୍ତ ଆସବାବପତ୍ର ସ୍ଥାନାନ୍ତର ଆରମ୍ଭ ହୋଇସାରିଛି। ସେପଟେ…

ଜାତୀୟ ୱେଟଲିଫ୍ଟିଂ ଚାମ୍ପିୟନଶିପରେ ଓଡିଶା ପ୍ରତିଯୋଗୀଙ୍କ ପ୍ରଭାବୀ ପ୍ରଦର୍ଶନ

ଭୁବନେଶ୍ୱର: ଭାରତୀୟ ୱେଟଲିଫ୍ଟିଂ ଫେଡେରେଶନ ଦ୍ୱାରା ଆୟୋଜିତ ଜାତୀୟ ଚାମ୍ପିୟନଶିପରେ ଓଡିଶା ପ୍ରତିଯୋଗୀଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ମଙ୍ଗଳବାର ଓଡିଶାର ମୁକେଶ ଗମାଙ୍ଗୋ ୟୁଥର ବାଳକ ୫୫ କିଗ୍ରା ବିଭାଗରେ ରୌପ୍ୟ ପଦକ ହାସଲ କରିଛନ୍ତି । ସେ ଓଭରାଲ ୨୦୪ କିଗ୍ରାର ଭାର ଉଠାଇ ଏହି…

ଓପିଏସସି ଅଧ୍ୟକ୍ଷ ଭାର ଗ୍ରହଣ କଲେ ଅରୁଣ ଷଡଙ୍ଗୀ

କଟକ: ଦାୟିତ୍ୱ ଭାର ଗ୍ରହଣ କଲେ ଅରୁଣ ଷଡ଼ଙ୍ଗୀ । ଓପିଏସ୍ସି ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ବରିଷ୍ଠ ଆଇପିଏସ୍ ତଥା ପୂର୍ବତନ ଡିଜିପି ଅରୁଣ ଷଡଙ୍ଗୀ । ତେବେ ଗତ ମାସରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ନୂଆ ଅଧ୍ୟକ୍ଷ ଭାବେ ଅରୁଣ କୁମାର ଷଡ଼ଙ୍ଗୀଙ୍କୁ…

ବୁଧବାରଠୁ ଅନଶନରେ ବସିବେ ଅଲ୍ ଇଣ୍ଡିଆ ଡାକ୍ତର ସଂଘ

କୋଲକାତା: ପଶ୍ଚିମବଙ୍ଗର ଆର.ଜି କର କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ବିରୋଧ ଜାରି ରହିଛି। ବର୍ତ୍ତମାନ ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ୍ ଆସୋସିଏସନ୍ (AFIMA) ଦେଶବ୍ୟାପୀ ଅନଶନ ଘୋଷଣା କରିଛନ୍ତି। ଡାକ୍ତର ସଂଘ ଏକ ବୈଠକ କରି ବୁଧବାର…

କମ୍ପୁଛି ଶକ୍ତିପୀଠ, ଚାଲିଛି ମା’ ଭଟ୍ଟାରିକାଙ୍କ ଷୋଡଶ ଉପଚାର

କଟକ: କମ୍ପୁଛି ଶକ୍ତିପୀଠ l ଚାଲିଛି ମା' ଜଗତଜନନୀଙ୍କ ଷୋଡ଼ଶ ଉପଚାର ପୂଜା l ସେଥିପାଇଁ ଚଳଚଞ୍ଚଳ ସମସ୍ତ ଶକ୍ତିପୀଠ l ସେପଟେ କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକା ପୀଠରେ ଚାଲିଛି ସ୍ୱତନ୍ତ୍ର ରୀତିନୀତି l ବିଧି ମୁତାବକ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା ।…

‘ବିଗ୍‌ବସ୍‌ ୧୮’ରେ ନିୟାଙ୍କୁ ମିଳିଲା ନାହିଁ ଏଣ୍ଟ୍ରି, କ୍ଷମା ମାଗିଲେ ଅଭିନେତ୍ରୀ

ମୁମ୍ବାଇ: ଆରମ୍ଭ ହେଲା ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ବସ୍‌ ୧୮’। ରବିବାରଠାରୁ ଏହି ଶୋ’ ଆରମ୍ଭ ହୋଇଯାଇଛି। ଏହି ଶୋ’ରେ ଅଭିନେତ୍ରୀ ନିୟା ଶର୍ମା ଅଂଶଗ୍ରହଣ କରୁଥିବା ନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଥିଲା। ନିୟା ମଧ୍ୟ ପୂର୍ବରୁ ଉକ୍ତ ରିପୋର୍ଟକୁ ସ୍ଵୀକାର କରିଥିଲେ। ତେବେ ସେ ରବିବାର…

ବଦଳିଲା ଏକଜିଟ୍ ପୋଲ୍ ରିପୋର୍ଟ: ହରିୟାଣାରେ ମ୍ୟାଜିକ୍ ନମ୍ବର ଡେଇଁଲା ବିଜେପି

ନୂଆଦିଲ୍ଲୀ: ଧିରେ ଧିରେ ହୃଦସ୍ପନ୍ଦନ ବଢାଇବାରେ ଲାଗିଛି ଜମ୍ମୁ-କାଶ୍ମୀର ଏବଂ ହରିୟାଣା ନିର୍ବାଚନ ଫଳାଫଳ । ଏକଜିଟ୍ ପୋଲ୍ ପୂର୍ବାନୁମାନ ଅନୁଯାୟୀ ଜମ୍ମୁରେ ଆଗରେ ରହିଛି କଂଗ୍ରେସ । ହେଲେ ହରିୟାଣାରେ ଏକଜିଟ୍ ପୋଲ୍ ଆକଳନ ସଂପୂର୍ଣ୍ଣ ଓଲଟିଯାଇଥିବା ନଜର ଆସୁଛି । ବିଜେପି ପ୍ରାଥମିକ…

ଭାରତୀୟ ବାୟୁ ସେନା ଦିବସ: ବ୍ରିଟିଶ ସମୟରେ ଭାରତରେ କେତେ ଥିଲେ ସୈନିକ

ନୂଆଦିଲ୍ଲୀ: ଆଜି ଭାରତୀୟ ବାୟୁ ସେନା ଦିବସ l ପ୍ରତିବର୍ଷ ଅକ୍ଟୋବର 8 ରେ ପାଳନ ହୁଏ ଏହି ଦିବସ । ଭାରତୀୟ ବାୟୁ ମାର୍ଗର ସୁରକ୍ଷା କରିବା ହେଉଛି ବାୟୁ ସେନାର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ । ଚଳିତ ବର୍ଷ ଭାରତ ଏହାର 92 ତମ ଭାରତୀୟ ବାୟୁସେନା ଦିବସ ପାଳନ କରୁଛି । ଏୟାର ମାର୍ଶଲ ସୁବ୍ରୋତୋ…