Latest Odisha News

BREAKING NEWS

Yearly Archives

2024

ଜାଣନ୍ତୁ ଏହି ଛୋଟିଆ ଫୋନର ପତନ ପଛର କାହାଣୀ …

ଭୁବନେଶ୍ୱର: ଛୋଟ ବେଳେ ଆମେ ପ୍ରାୟତଃ ଏହି ଛୋଟ ଫୋନଟିକୁ ଦେଖିଥିବା ନିଶ୍ଚୟ l ଆଂଜ୍ଞା ହଁ ଆମେ କହୁଛୁ ଏହି ଛୋଟ ସୁନ୍ଦର ନୋକିଆ ଫୋନ ବିଷୟରେ l ଗୋଟେ ସମୟ ଥିଲା ଯେତେବେଳେ ଏହି ନୋକିଆ ଫୋନଟି ସମସ୍ତଙ୍କ ହାତରେ ଦେଖିବାକୁ ମିଳୁଥିଲା l କିନ୍ତୁ ଆଜି ଏହି ଫୋନ୍ କେଉଁଠାରେ ଦେଖିବାକୁ…

ଆତଙ୍କବାଦୀ ବ୍ୟବହାର କରନ୍ତି ଜଙ୍ଗି ଆପ୍, ଜାଣନ୍ତୁ ଏହାର ନେଟୱାର୍କ କିପରି କାମ କରେ

ପ୍ରଥମେ ଲରେନ୍ସ ବିଷ୍ଣୋଇଙ୍କ ସୁଟର ଏବଂ ବର୍ତ୍ତମାନ ଏହି ତିନୋଟି ଆତଙ୍କବାଦୀ। ଆର୍ମେନିଆ ଜାଙ୍ଗି ଆପ୍ ଏସବୁକୁ ପ୍ରକାଶ କରିଛି। ଆତଙ୍କବାଦୀମାନେ ମୋବାଇଲରେ କଥାବାର୍ତ୍ତା ହେବା ଏବଂ ମେସେଜ ପଠାଇବା ପାଇଁ ଜଙ୍ଗି ଆପ୍ ବ୍ୟବହାର କରୁଥିଲେ ବୋଲି ଦାବି କରାଯାଇଛି। ଏହି ଆପ୍ ମାଧ୍ୟମରେ…

କାହିଁକି ୬ମାସ ପରେ ଇସିରେ ଫେରାଦ ହେଲା ବିଜେଡି? ରଖିଲା ଉତ୍ତର…

ଭୁବନେଶ୍ବର: ବିଜେଡି ଆଣିଲା ଭୋଟିଂରେ ଜାଲିଆତି ଅଭିଯୋଗ । ୨୪ରେ କ୍ଷମତାଚ୍ୟୁତ ହେବା ପରେ ନିର୍ବାଚନ ଫଳାଫଳ ବାହାରିବାର ୬ ମାସ ପରେ ନିର୍ବାଚନରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛି ବିଜେଡି । ଏନେଇ ଭାରତୀୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ଦଳ । ଏହାକୁ ନେଇ ବିଜେପି…

ୱାଣ୍ଟେଡ଼ ଡ୍ରଗ୍ସ ସ୍ମଗଲରକୁ ଫସାଇଲା ‘ପୁଷ୍ପା-୨’, ଜାଣନ୍ତୁ… 

ନାଗପୁର: ଫସାଇଲା 'ପୁଷ୍ପା-୨'। ନାଗପୁରର ଏକ ସିନେମା ହଲରେ ବିଳମ୍ବିତ ରାତିରେ ପୁଷ୍ପା-୨ ଫିଲ୍ମ ଦେଖିବାକୁ ଯାଇ ପୋଲିସ୍ ଟିମ୍ ହାତରେ ଧରାପଡିଲା ଜଣେ ଡ୍ରଗ୍ସ ସ୍ମଗଲର। ହତ୍ୟା ଏବଂ ଡ୍ରଗ୍ସ କାରବାର ମାମଲାରେ ଫେରାର୍ ଥିବା ଏହି ଅପରାଧୀ ପୁଷ୍ପା-୨ ଚଳଚ୍ଚିତ୍ର ଦେଖିବାରେ ମଜିଯାଇଥିଲା।…

ରାତି ପାହିଲେ ବଡ଼ଦିନ, ଉତ୍ସବ ପାଳନ ପାଇଁ ସୁରକ୍ଷା କଡ଼ାକଡ଼ି

ଭୁବନେଶ୍ୱର: ରାତି ପାହିଲେ ବଡ ଦିନ। ଏହାକୁ ଧୁମଧାମରେ ପାଳନ କରିବା ପାଇଁ ଚାଲିଛି ବିଭିନ୍ନ ସ୍ଥାନରେ ପ୍ରସ୍ତୁତି। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଧରାବତରଣ ପୂର୍ବରୁ ଖ୍ରୀଷ୍ଟ ଧର୍ମୀଙ୍କ ଦ୍ୱାରା ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଭୁବନେଶ୍ବରର ସବୁ ଚର୍ଚ୍ଚ ଆଗରେ ପୁଲିସ…

ଦାଉଦ ଇବ୍ରାହିମଙ୍କ ଭାଇଙ୍କ ଫ୍ଲାଟ ଜବତ କଲା ଇଡି

ମୁମ୍ବାଇ: ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମଙ୍କ ଭାଇ ଇକବାଲ କାସ୍କର ଏବଂ ତାଙ୍କ ସହଯୋଗୀଙ୍କ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ରେଡ କରିଛି। ଏହି ମାମଲାରେ ଥାନେରେ ଥିବା ଏକ ଫ୍ଲାଟକୁ ଜବତ କରିଛି। କାଭେସରର ନିଓପଲିସ ଟାୱାରରେ ଥିବା ଏହି ଫ୍ଲାଟ ୨୦୨୨ ମାର୍ଚ୍ଚ ମାସରୁ ଅସ୍ଥାୟୀ ଭାବେ…

ରାଜଧାନୀ ରାସ୍ତାରୁ ହଟିବ ଉଠା ଦୋକାନ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ହଟିବେ ସମସ୍ତ ଉଠା ଦୋକାନୀ । ୫୫ଟି ରାସ୍ତାରୁ ସ୍ଥାୟୀ ଭାବେ ଉଠା ଦୋକାନୀକୁ ହଟାଯିବ । ସମୂହ ସଫେଇ କାର୍ଯ୍ୟକ୍ରମ ବେଳେ ଏମିତି କିଛି ସୂଚନା ଦେଇଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ । ଉଠା ଦୋକାନୀଙ୍କୁ ହଟାଯାଇ ସ୍ଥାୟୀ ଭେଣ୍ଡିଂ ଜୋନ ଦିଆଯିବ ।…

ସିଟି ରବିଙ୍କ ବଢିପାରେ ସମସ୍ୟା: ମହିଳା ମନ୍ତ୍ରୀଙ୍କ ସହ ହୋଇଥିବା ଅଶ୍ଳୀଳ ମାମଲାର ଯାଞ୍ଚ କରିବ ସିଆଇଡି

ବେଙ୍ଗାଲୁରୁ: କର୍ଣ୍ଣାଟକ ଗୃହ ମନ୍ତ୍ରଣାଳୟ ବିଜେପି ଏମଏଲସି ସିଟି ରବି ଏବଂ କର୍ଣ୍ଣାଟକ ମହିଳା ଓ ଶିଶୁ କଲ୍ୟାଣ ବିକାଶ ମନ୍ତ୍ରୀ ଲକ୍ଷ୍ମୀ ହେବବଲକରଙ୍କୁ କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) କୁ ହସ୍ତାନ୍ତର କରିଛି। ବିଧାନ ପରିଷଦରେ କଂଗ୍ରେସ ମନ୍ତ୍ରୀ ଲକ୍ଷ୍ମୀ ହେବବଲକରଙ୍କ ବିରୋଧରେ…

ପୁଣି ବୋରୱେଲ ଟ୍ରାଜେଡି, ୧୫୦ ଫୁଟ୍ ବୋରୱେଲ୍‌କୁ ଭିତରେ ୩ ବର୍ଷର କୁନି ଝିଅ

ଜୟପୁର: ପୁଣି ବୋରୱେଲ ଟ୍ରାଜେଡି l ରାଜସ୍ଥାନରେ ପୁଣି ଅଘଟଣ l ୧୫୦ ଫୁଟ୍ ବୋରୱେଲ୍‌କୁ ଖସି ପଡ଼ିଲା ୩ ବର୍ଷର କୁନି ଝିଅ l ରାଜସ୍ଥାନ କୋଟପୁତଳୀ କିତରପୁରାରେ ଘଟିଛି ଏହି ଅଘଟଣ l ପାଇପ୍ ମାଧ୍ୟମରେ ନାବାଳିକାକୁ ଅକ୍ସିଜେନ୍ ଯୋଗାଇ ଦିଆଯାଉଥିବା ବେଳେ ଉଭୟ ଏନଡିଆରଏଫ ଓ ଏସଡ଼ିଆରଏଫ କର୍ମୀ…

ମିଳୁନି ଓମଫେଡ୍ କ୍ଷୀର, ଧାରଣାରେ ନରାଜ ଓମଫେଡ୍ ଠିକା ଡ୍ରାଇଭର

ବାଙ୍କୀ: ମିଳୁନି ଓମଫେଡ୍ କ୍ଷୀର l ନରାଜ ଓମଫେଡ୍ ଠିକା ଡ୍ରାଇଭରଙ୍କ ଧାରଣା। ଏହା ଯୋଗୁଁ ଭୁବନେଶ୍ୱର, କଟକରେ କ୍ଷୀର ଯୋଗାଣ ବାଧାପ୍ରାପ୍ତ । ଓମ୍‌ଫେଡ୍‌ର ଜଣେ ଠିକା ଡ୍ରାଇଭରଙ୍କୁ ଅଟକ ପ୍ରତିବାଦରେ ଧାରଣା l ନରାଜ ଓମଫେଡ୍‌ ଫ୍ୟାକ୍ଟ୍ରି ଆଗରେ ଗାଡ଼ି ରଖି ଧାରଣାରେ ବସିଛନ୍ତି ଡ୍ରାଇଭର l…