ଫେଲ୍ ମାରିବ କି ବିଜେପିର ରଣନୀତି!: ଜମ୍ମୁରେ ଆଗରେ ମେଣ୍ଟ, ପଛରେ ପଡିଲା ବିଜେପି
ନୂଆଦିଲ୍ଲୀ: ଚାଲିଛି ହରିୟାଣା ସମେତ ଜମ୍ମୁ କାଶ୍ମୀରର ଭୋଟ ଗଣତି ପ୍ରକ୍ରିୟା । ଗୋଟେ ପଟେ ବିଜେପିର ପଲଡା ଭାରି ହୋଇଥିବା ବେଳେ ଆଉ ଗୋଟେ ପଟେ ଅପ୍ରତ୍ୟାଶିତ ଭାବେ ଆଗୁଆ ରହିଛି ଏନସି ମେଣ୍ଟ ।
୯୦ ଆସନ ବିଶିଷ୍ଟ ଜାମ୍ମୁ-କଶ୍ମୀର ବିଧାନସଭାରେ ନିର୍ବାଚନ ଫଳାଫଳ ପ୍ରାଥମିକ ଗଣତି ଏବେ…