Latest Odisha News

BREAKING NEWS

Yearly Archives

2024

କେବେଠୁ ଅଛି ଚୁଇଂଗମ୍‌: ଏହାକୁ କେବେ ଓ କିଏ ତିଆରି କରିଥିଲେ ଜାଣନ୍ତି କି?

ଏହି ପ୍ରଶ୍ନ ବୋଧହୁଏ ଅନେକ ଲୋକଙ୍କ ମନକୁ ଆସେ କିଏ ବବୁଲ୍ ଗମ୍ ବା ଚୁଇଂଗମ୍‌ ଉଦ୍ଭାବନ କରିଥିଲେ ଏବଂ କିପରି? ଏହି ମିଠା ଏବଂ ଚୁଇଂଗମ୍‌କୁ ପିଲାଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ଚୋବାଇବାକୁ ପସନ୍ଦ କରନ୍ତି। କିନ୍ତୁ ଆପଣ ଜାଣନ୍ତି କି ଏହି ବବୁଲ୍ ଗାମର ଇତିହାସ କେତେ…

ପ୍ରସନ୍ନଙ୍କୁ କଡା ଉତ୍ତର ଦେଲେ ସମୀର, କହିଲେ କୋଣ ଠେସା ଭୁଲି ଗଲଣି…….

ଭୁବନେଶ୍ବର: ବିଜେଡି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି ପୂର୍ବତନ ବିଜେପି ସଭାପତି ସମୀର ମହାନ୍ତି । ନିକ ଏକ୍ସ ଆକାଉଣ୍ଟରେ ପ୍ରସନ୍ନଙ୍କ ଉପରେ ବର୍ଷିଛନ୍ତି । ଏନେଇ ସମୀର କହିଛନ୍ତି, ଦଳର ପରାଜୟ ପରେ ହତୋତ୍ସାହିତ ହୋଇପଡ଼ିଛନ୍ତି । ଓଡ଼ିଆ ଲୋକଙ୍କ…

ସାବରିମାଲା ମନ୍ଦିରରେ ପ୍ରବେଶ ପାଇଁ ନୂଆ ନିୟମ

ଥିରୁଅନନ୍ତପୁରମ: ଦେଶର ପ୍ରସିଦ୍ଧ ସାବରିମାଲା ମନ୍ଦିର ଦର୍ଶନ କରିବାକୁ ଦେଶର ବିଭିନ୍ନ ସ୍ଥାନରୁ ଭକ୍ତମାନେ ଆସିଥାନ୍ତି। କିନ୍ତୁ ଏଥର ଦର୍ଶନ କରିବାର ନିୟମରେ ସାମାନ୍ଯ ପରିବର୍ତ୍ତନ ହେବାକୁ ଯାଉଛି। ଏନେଇ କେରଳ ସରକାର କହିଛନ୍ତି ଯେ ଚଳିତ ବର୍ଷ ତୀର୍ଥଯାତ୍ରୀଙ୍କୁ କେବଳ ଅନଲାଇନ୍ ବୁକିଂ…

ଏତେ ପ୍ରଶଂସା ସାଉଟିବା ପରେ ମଧ୍ୟ କାହିଁକି ବନ୍ଦ ହେଲା ‘ସିଆଇଡି’, କାରଣ କହିଲେ ଏସିପି

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ସବୁଠାରୁ ଲୋକପ୍ରିୟ ସୋ' ମଧ୍ୟରୁ ସିଆଇଡି ଥିଲା ଗୋଟେ l 1998ରେ ଆରମ୍ଭ ହୋଇଥିବା ଏହି ସୋ' ଦୀର୍ଘ 20 ବର୍ଷ ମଧ୍ୟରେ ବେଶ ପ୍ରଶଂସା ସାଉଁଟିବା ସହ ଭଲ ଟିଆରପି ମଧ୍ୟ ପାଇଥିଲା l ତେବେ 2018 ମସିହାରେ ଏହି ସୋ'କୁ ବନ୍ଦ କରାଯାଇଥିଲା l ଏହି ସୋ'ର…

ମେଡିସିନ ପାଇଁ ଦୁଇ ଜଣଙ୍କୁ ମିଳିବ ନୋବେଲ

ନୂଆଦିଲ୍ଲୀ: ଚଳିତ ବର୍ଷ ପାଇଁ ବିଶ୍ୱର ସର୍ବୋଚ୍ଚ ସମ୍ମାନ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଆଜି ଚିକିତ୍ସା କ୍ଷେତ୍ର ପାଇଁ ନୋବେଲ ବିଜେତାଙ୍କ ନାମ ଘୋଷଣା ହୋଇଛି। ଏଥର ଦୁଇ ଜଣ ମିଳିତ ଭାବେ ନୋବେଲ ପାଇବେ। ଏ ସମ୍ପର୍କରେ ଦ ନୋବେଲ ପ୍ରାଇଜ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରାଯାଇ ସୂଚନା…

ନବରାତ୍ରୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ କଲମରୁ ମା’ଙ୍କ ପାଇଁ ପଦେ……

ନୂଆଦିଲ୍ଲୀ: ପୁଣି ଜଗଦମ୍ବା ମା’ଙ୍କ ଆଗମନରେ ମାଙ୍କୁ ସମର୍ପିତ କରି ଗୀତ ଲେଖିଲେ ପ୍ରଧାନମନ୍ତ୍ରୀ ମୋଦି । ନିଜ ଏକ୍ସ ହ୍ୟାଣ୍ଡେଲରେ ସେୟାର କଲେ ମା’ ଦୁର୍ଗାଙ୍କୁ ସମର୍ପିତ ଗୀତ ‘ଆଭତିକଲାୟ’ । ତେବେ ମହାରାଷ୍ଟ୍ର ଗସ୍ତରେ ଯାଇଥିବା ବେଳେ ମୋଦି ମା ଜଗଦମ୍ବା ମନ୍ଦିରରେ ପୂଜାଅର୍ଚ୍ଚନା…

ଆର.ଜି କର ହସ୍ପିଟାଲ ଘଟଣା, ଚାର୍ଜସିଟ ଦାଖଲ କଲା ସିବିଆଇ

କୋଲକାତା: ବହୁଚର୍ଚ୍ଚିତ କୋଲକାତା ଆର.ଜି କର ହସ୍ପିଟାଲରେ ଜଣେ ଜୁନିଅର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଇଛି l ଏନେଇ ଆଜି ଚାର୍ଜସିଟ ଦାଖଲ କରିଛି ସିବିଆଇ l ସିବିଆଇର କହିବା ଅନୁସାରେ ପ୍ରାୟ 200…

ମହାକାଶରୁ ଭୋଟ୍ ଦେବେ ସୁନୀତା ୱିଲିୟମ୍ସ

ନୂଆଦିଲ୍ଲୀ: ମହାକାଶଚାରୀ ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ ମହାକାଶରୁ ଦେବେ ଭୋଟ୍। ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରୁ ସେ ତାଙ୍କ ଅଧିକାର ସାବ୍ୟସ୍ତ କରିବେ। ନଭେମ୍ବରରେ ୫ରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ସେ ତାଙ୍କର ମତ ସାବ୍ୟସ୍ତ କରିବେ ବୋଲି ନାସା ସୂଚନା ଦେଇଛି।…

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ

ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ । ସୁବର୍ଣ୍ଣପୁର ଜିଲ୍ଲା ତେଲ ଜଳସେଚନ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀ ଆଜି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଜଣେ ଠିକାଦାରଙ୍କ ଠାରୁ ବକେୟା ବିଲ କରିବା ପାଇଁ ସେ ୪୬ ହଜାର ଟଙ୍କା ନେବାବେଳେ ଭିଜିଲାନ୍ସ ହାତରେ…

ବିମାନରେ ହଠାତ୍ ଚାଲିଲା ଅଶ୍ଲୀଳ ଭିଡିଓ, ଯାତ୍ରୀ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ବିମାନରେ ହଠାତ୍ ଚାଲିଲା ଅଶ୍ଲୀଳ ଭିଡିଓ। ବିମାନଟି ପ୍ରାୟ ୩୩ହଜାର ଫୁଟ ଉଚ୍ଚରେ ଥିଲାବେଳେ ଯାତ୍ରୀଙ୍କ ସମ୍ମୁଖରେ ଥିବା ମିନି ଟିଭି ପରଦାରେ ଏକ ଅଶ୍ଲୀଳ ଫିଲ୍ମ ପ୍ଲେ ହେବାକୁ ଲାଗିଥିଲା। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କେହି ନିଜ ଆଖି ବନ୍ଦ କରି ଦେଇଥିଲେ ତ…