Latest Odisha News

BREAKING NEWS

Yearly Archives

2024

ଜମ୍ମୁରେ ଏଲଜିଙ୍କ ନିଷ୍ପତି; ବିରୋଧୀଙ୍କ ସରକାର ଗଠନ ସ୍ୱପ୍ନ କରିବ ଚୁରମାର !

ଶ୍ରୀନଗର: ହରିଆଣା ଓ ଜମ୍ମୁକଶ୍ମୀରରେ କିଏ କରିବ ସରକାର। ୮ ତାରିଖରେ ଦୁଇ ରାଜ୍ୟ ବିଧାନସଭା ଭୋଟ୍ ଗଣତି ପୂର୍ବରୁ ଆସିଲା ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ ଆକଳନ। ଜମ୍ମୁ-କାଶ୍ମୀରରେ ଅଧିକାଂଶ ଏକଜିଟ୍ ପୋଲ୍ ଝୁଲା ବିଧାନସଭା ସମ୍ଭାବନାକୁ ସୂଚାଉଛି। ଏଭଳି ପରିସ୍ଥିତିରେ ଜମ୍ମୁ କାଶ୍ମୀରର…

ଏଠାରେ ହୁଏ ମୁକ ରାମଲୀଳା, ଦେଖିବାକୁ ଆସନ୍ତି ଲକ୍ଷ ଲକ୍ଷ ଲୋକ

ଜୟପୁର: ସାରା ଦେଶରେ ଏବେ ଚାଲିଛି ନବରାତ୍ରୀ l ଶକ୍ତିପୀଠରୁ ଆରମ୍ଭ କରି ପୂଜା ପେଣ୍ଡାଲ ପର୍ଯ୍ୟନ୍ତ ସବୁଠି ଚାଲିଛି ନବରାତ୍ରି ପୂଜା l ଚଳଚଂଚଳ ସବୁ ସ୍ଥାନ l କେଉଁଠି ଦାଣ୍ଡିଆ ଓ ଗରବା ନୃତ୍ୟରେ କମ୍ପୁଛି ତ କେଉଁଠି ଚାଲିଛି ରାମଲୀଳା l ନବରାତ୍ରି ଅବସରରେ ଅନେକ ସ୍ଥାନରେ ରାମଲୀଳା ଆୟୋଜନ…

ଅପରାଧୀଙ୍କ ପାଇଁ ସ୍ୱର୍ଗଠାରୁ କମ୍ ନୁହେଁ ଏହି ଦେଶ, ସମସ୍ତ ପଳାତକ ଏଠାରେ ନିଅନ୍ତି ଆଶ୍ରୟ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଅପରାଧୀମାନେ ଅପରାଧ କରିବା ପରେ ଏପରି ଏକ ସ୍ଥାନରେ ଲୁଚାଇବାକୁ ଚାହାଁନ୍ତି ଯେଉଁଠାରେ ପୋଲିସ ସେମାନଙ୍କୁ ଖୋଜି ପାଇପାରିବ ନାହିଁ। ଯଦିଓ ସେମାନଙ୍କ ସନ୍ଧାନ ପାଇବେ କିନ୍ତୁ ଅପରାଧୀଙ୍କ ନିକଟକୁ ଯାଇ ଧରିପାରିବ ନାହିଁ। ଅନେକ ଅପରାଧୀ ସେମାନଙ୍କର ଉଦ୍ଦେଶ୍ୟରେ ସଫଳ…

କ୍ୟାଟ୍ରିନାଙ୍କୁ ଡାଏବେଟିସ୍ ! ହାତରେ କଳା ପ୍ୟାଚ୍ ଦେଖି ଚିନ୍ତାରେ ଫ୍ୟାନ୍ସ

ମୁମ୍ଵାଇ: ବଲିଉଡ୍‌ର ବାର୍ବିଡଲ୍‌ କ୍ୟାଟ୍ରିନା କୈଫଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚିନ୍ତିତ ଅଛନ୍ତି ପ୍ରଶଂସକ। କାରଣ ତାଙ୍କ ହାତରେ ଏକ କଳା ପ୍ୟାଚ୍ ଦେଖିବାକୁ ମିଳିଛି। ଏହି କଳା ଦାଗ ମଧୁମେହ ରୋଗ ଥିଲେ ଦେଖିବାକୁ ମିଳେ। ଯାହାକୁ ଦେଖି ପ୍ରଶଂସକମାନେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ…

ପୂରିଲା ବର୍ଷେ ହେଲେ ପଡୁନି ପୂର୍ଣ୍ଣଚ୍ଛେଦ: ଭାରି ପଡୁଛି ଇସ୍ରାଏଲ, ହାରୁନାହିଁ ହମାସ

ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ପାଲେଷ୍ଟିନୀୟ ଉଗ୍ରବାଦୀ ସଂଗଠନ ହମାସର ଆକ୍ରମଣକୁ ବର୍ଷେ ପୂରିଛି । ବର୍ଷକ ତଳେ ଇସ୍ରାଏଲ ଭିତରେ ପଶି ହମାସ ଅତର୍କିତ ଭାବେ ଭୟାବହ ଆକ୍ରମଣ କରିଥିଲା । ଆକ୍ରମଣରେ ୧୨ଶହରୁ ଅଧିକ ଇସ୍ରାଏଲୀ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଶହ ଶହ ଆହତ ହୋଇଥିଲେ ।  ମହିଳା ଓ…

ନକ୍ସଲ ନିପାତ ପାଇଁ ବ୍ଲୁ ପ୍ରିଣ୍ଟ: ଶାହା କହିଲେ, ଏବେ ଅନ୍ତିମ ପ୍ରହାର…

ନୂଆଦିଲ୍ଲୀ: ଦେଶରୁ ୨୦୨୬ ମାର୍ଚ୍ଚ ସୁଦ୍ଧା ନିପାତ ହେବେ ନକ୍ସଲ । ବାମପନ୍ଥୀ ଉଗ୍ରବାଦ ଏବେ ଅନ୍ତିମ ଚରଣରେ ପହଞ୍ଚିଛି । ଏବେ ଅନ୍ତିମ ପ୍ରହାରର ସମୟ….ଆଜି ଦିଲ୍ଲୀରେ ନକ୍ସଲ ମୁକାବିଲା ବୈଠକରେ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ରଣହୁଙ୍କାର ଭରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ…

କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୭ ମୃତ

କୋଲକାତା: କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ। ପ୍ରାଣ ହରାଇଲେ ୭ ଶ୍ରମିକ। ସେହିପରି ଅନେକ ଆହତ ହୋଇଛନ୍ତି। ପଶ୍ଚିମବଙ୍ଗର ବୀରଭୂମରେ ଘଟିଛି ଏହି ବିସ୍ଫୋରଣ। ବୀରଭୂମ ଜିଲ୍ଲା ଲୋକପୁର ପୁଲିସ ଷ୍ଟେସନ ଅଞ୍ଚଳରେ ଏହି ଅଘଟଣ ଘଟିଛି। ତେବେ  ଏହାର  କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ।…

ପୁଣି ରାଜଭବନ ଆଗରେ ଗର୍ଜିଲା ଛାତ୍ର କଂଗ୍ରେସ

ଭୁବନେଶ୍ବର: ପୁଣି ରାଜଭବନ ଆଗରେ ଗର୍ଜିଲା ଛାତ୍ର କଂଗ୍ରେସ । ପୁରୀ ରାଜଭବନରେ ସେ କଳା ରାତିର ଘଟଣାକୁ ନେଇ ରାଜ୍ୟପାଳ ରଘୁବର ଦାସଙ୍କ ପୁଅର ଗିରଫ ଦାବିରେ ଆଜି ରାଜଭବନ ଆଗରେ ପୁଣି ଯୁବ ଏବଂ ଛାତ୍ର କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେବେ ରାଜ୍ୟ ପୁଅଙ୍କୁ ଗିରଫ କରାଯାଉଛି ସେନେଇ…

ରାସ୍ତା କଡରେ ବଡା ପାଓ ବିକି ରୋଜଗାର କରୁଛନ୍ତି ବାର୍ଷିକ ୨୪ ଲକ୍ଷ ଟଙ୍କା, ଭାଇରଲ ହେଉଛି ଭିଡିଓ

ମୁମ୍ବାଇ: ଅଧିକରୁ ଅଧିକ ଟଙ୍କା ରୋଜଗାର କରିବା ପାଇଁ ଆଜି କଲି ଅନେକ ଲୋକ ବିଭିନ୍ନ ଉପାୟ ଆପଣାଉଛନ୍ତି l ଚାକିରିରୁ ମୁଂହ ଫେରାଇ ଏବେ ବ୍ୟବସାୟ ପ୍ରତି ମନ ବଳାଉଛନ୍ତି ଆଜିକାଲିର ଯୁବପିଢ଼ି l କିଛି କ୍ଷେତ୍ରରେ ବେରୋଜଗାରୀ ବି ଏହାର କାରଣ ପାଲଟିଛି l ଯୁବପିଢ଼ି ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ…

ଅସୁସ୍ଥତା ନେଇ ପ୍ରତିକ୍ରିୟା ରଖିଲେ ରତନ ଟାଟା

ମୁମ୍ବାଇ: ୮୬ ବର୍ଷିୟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ୍ ରତନ ନାଭାଲ ଟାଟାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଏବଂ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରିବାକୁ ପଡିବ ବୋଲି ଚର୍ଚ୍ଚା ହେଉଛି। ତେବେ ଯାହାକୁ ଖଣ୍ଡନ କରିଛନ୍ତି ରତନ ଟାଟା। "ମୋର ଅସୁସ୍ଥତା ସମ୍ବନ୍ଧରେ…