ବାୟୁସେନାର ଏୟାର ଶୋ’ ଦେଖିବା ବେଳେ ଅଘଟଣ, ୪ ମୃତ
ଚେନ୍ନାଇ: ଆଜି ଚେନ୍ନାଇର ମରୀନା ଏୟାରଫିଲ୍ଡରେ ୯୨ତମ ଭାରତୀୟ ବାୟୁସେନା ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ବାୟୁସେନା ପକ୍ଷରୁ ଏୟାର ଆଡଭେନଚର ଶୋ ଆୟୋଜିତ ହୋଇଥିଲା।
ଖବର ଅନୁଯାୟୀ, ଏହି ଶୋ ଦେଖିବା ପାଇଁ ଟ୍ରେନ୍, ମେଟ୍ରୋ, ବସ୍ ଏବଂ କାର୍ ଯୋଗେ ପ୍ରାୟ ୧୩ ଲକ୍ଷ ଲୋକ ଏଠାରେ…