Latest Odisha News

BREAKING NEWS

Yearly Archives

2024

ଗୋଟିଏ ମୋବାଇଲ୍ ନୋଟିଫିକେସନ୍ ଆପଣଙ୍କ ଭବିଷ୍ୟତକୁ କରିପାରେ ନଷ୍ଟ, ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ ବିଜ୍ଞାନ ବହୁତ ଅଗ୍ରଗତି କରିଛି। ଦୁନିଆ ସ୍ମାର୍ଟ ହୋଇଗଲାଣି ଏବଂ ବର୍ତ୍ତମାନ ଲ୍ୟାଣ୍ଡଲାଇନ ଫୋନରୁ ସ୍ମାର୍ଟଫୋନ୍ ଲୋକଙ୍କ ହାତକୁ ଆସିଛି। କିନ୍ତୁ ଯେଉଁଠାରେ ବିଶ୍ୱ ଅଗ୍ରଗତି କରିଛି ସେଠାରେ ଲୋକଙ୍କ ପାଇଁ କିଛି ଅଜ୍ଞାତ ସମସ୍ୟା ମଧ୍ୟ ସୃଷ୍ଟି କରିଛି।…

ଜୋମାଟୋ ସିଇଓ ନା ଡେଲିଭରି ଏଜେଣ୍ଟ… 

ଗୁରୁଗାଓଁ: ଖାଦ୍ୟ ବିତରଣ ଏଜେଣ୍ଟମାନେ ସମ୍ମୁଖୀନ ହେଉଥିବା ଦୈନନ୍ଦିନ ଆହ୍ବାନକୁ ଭଲ ଭାବରେ ବୁଝିବା ପାଇଁ ଜୋମାଟୋ ସହ-ପ୍ରତିଷ୍ଠାତା ତଥା ସିଇଓ ଦୀପିନ୍ଦର ଗୋୟଲ ନିକଟରେ ଏକ ନିଆରା ପ୍ରୟାସ କରିଥିଲେ। ସେ ତାଙ୍କ ପତ୍ନୀ ଗ୍ରେସିଆ ମୁନୋଜଙ୍କ ସହ ଗୁରୁଗାଓଁରେ ଜୋମାଟୋ ଡେଲିଭରି ଏଜେଣ୍ଟ…

ଏଏଫସି ମହିଳା ଚାମ୍ପିୟନ୍ସ ଲିଗ: ଓଡିଶା ଏଫସିର ଶୋଚନୀୟ ପରାଜୟ

ଭୁବନେଶ୍ୱର: ଏଏଫସି ମହିଳା ଚାମ୍ପିୟନ୍ସ ଲିଗ ଫୁଟବଲରେ ରବିବାର ଓଡିଶା ଏଫସି ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଗ୍ରୁପ ସିର ଏକ ମ୍ୟାଚରେ ଭିଏତନାମର ଥୋଙ୍ଗ ନାଟ ଷ୍ଟାଡିୟମରେ ଉରୱା ରେଡ ଡାଇମଣ୍ଡ ଲେଡିଜ ୧୭-୦ଗୋଲରେ ଶୋଚନୀୟ ଭାବେ ଓଡିଶା ଟିମକୁ ପରାସ୍ତ କରିଛି । ଜାପାନର ଏହି କ୍ଲବ…

ରାଜଧାନୀରେ ପ୍ରବଳ ବର୍ଷାରେ ଭାଙ୍ଗିଗଲା ପୂଜା ପେଣ୍ଡାଲ୍

ଭୁବନେଶ୍ୱର: ଦୁର୍ଗା ପୂଜା ପାଇଁ ସାରା ଓଡିଶାରେ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ରବିବାର ଦିନ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁଁ ରସୁଲଗଡରେ ଏକ ନିର୍ମାଣାଧୀନ ପେଣ୍ଡାଲ୍ ଭୁଶୁଡି ପଡିଛି। ପ୍ରବଳ ବର୍ଷା ହେତୁ ୩୦ ଫୁଟ ଉଚ୍ଚ ଏବଂ ୨୦ ଫୁଟ ଚଉଡା ଲାଇଟ୍ ଗେଟ୍…

ମହିଳା ଟି୨୦ ବିଶ୍ୱକପ: ପାକିସ୍ତାନକୁ ୬ ୱିକେଟରେ ହରାଇଲା ଭାରତ

ଦୁବାଇ:ଏଠାରେ ଅନୁଷ୍ଠିତ ଟି୨୦ ମହିଳା ବିଶ୍ୱକପ କ୍ରିକେଟରେ ଭାରତ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକ ୬ ୱିକେଟରେ ହରାଇ ବିଜୟଧାରାକୁ ଫେରିଛି । ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡଠାରୁ ପରାଜିତ ହୋଇଥିଲା । ରବିବାର ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮…

କେବେ ପ୍ରଥମେ ପୋଷାକ ପିନ୍ଧିଲା ମଣିଷ…ଆଉ କାହିଁକି?

ଭୁବନେଶ୍ବର: ଇତିହାସ କହୁଛି ଆମ ପୂର୍ବପୁରୁଷ ଆଦିମ ମାନବ । ସେମାନେ ପାଖରେ ନା ଘର ଥିଲା ନା ପିନ୍ଧିବାକୁ ବସ୍ତ୍ର । କିନ୍ତୁ ତାଙ୍କ ପାଖରେ ଜ୍ଞାନ କୌଶଳ ଥିଲା । ସମୟ ସହିତ ଖାପ ଖୁଆଇ ଚଳିବାର କୌଶଳ ତାଙ୍କୁ ମାଲୁମ ଥିଲା । ପରିବର୍ତ୍ତିତ ପ୍ରକୃତି ସହିତ ସେ ବିଭିନ୍ନ ଜିନିଷ ନିଜେ କରି…

ଭାରତ ପହଞ୍ଚିଲେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ । ମୁଇଜ୍ଜୁଙ୍କ ସହ ତାଙ୍କ ପତ୍ନୀ ସାଜିଦା ମହମ୍ମଦ ମଧ୍ୟ ଅଛନ୍ତି। ସେ ଭାରତରେ ୫ ଦିନ ରହିବେ । ଏହି ଗସ୍ତ ସମୟରେ ରାଷ୍ଟ୍ରପତି ମୁଇଜ୍ଜୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ…

ହିନ୍ଦୁମାନେ ଏକଜୁଟ ରହିବା ଦରକାର; ମୋହନ ଭଗବତ

ରାୟପୁର: ହିନ୍ଦୁମାନେ ଏକଜୁଟ ରହିବାକୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭଗବତ ଆହ୍ବାନ ଦେଇଛନ୍ତି। ଭାଷା, ଜାତି ଓ ଅଞ୍ଚଳ ମତଭେଦ ଭୁଲି ସମସ୍ତ ହିନ୍ଦୁ ଏକାଠି ହେବା ଦରକାର ବୋଲି ସେ କହିଛନ୍ତି। ସମାଜରେ ସଂଗଠନ,ସଦଭାବନା ଓ ଆତ୍ମୀୟତାର ଆବଶ୍ୟକତା ରହିଛି। ସେହିପରି ଆଚରଣର…

ପୃଥିବୀ ସହ ମାଡ଼ ହେବ ସୌର ଝଡ଼, ନାସାର ଚେତାବନୀ

ନୂଆଦିଲ୍ଲୀ: ପୃଥିବୀ ସହ ମାଡ଼ ହେବାକୁ ଯାଉଛି ସୌର ଝଡ଼। ଯାହା ଫଳରେ ବୈଦ୍ୟୁତିକ ଯୋଗାଯୋଗ ପ୍ରଭାବିତ ହୋଇପାରେ। ଆମେରିକୀୟ ବୈଜ୍ଞାନିକମାନେ ଏଭଳି ଚେତାବନୀ ଦେଇଛନ୍ତି। ବୈଜ୍ଞାନିକମାନେ ପୂର୍ବାନୁମାନ କରିଛନ୍ତି ଯେ ଆଗାମୀ ସୌର ଝଡ଼ ଦୂରସଞ୍ଚାର ଏବଂ ଉପଗ୍ରହ ଉପରେ ପ୍ରଭାବ ପକାଇପାରେ।…

୧୨ ବର୍ଷ ପରେ ଏକାଠି ସ୍କ୍ରିନ୍ ସେୟାର କରିବେ କରୀନା ଓ ସୈଫ୍, ଦର୍ଶକଙ୍କ ମନରେ ଉତ୍କଣ୍ଠା

ମୁମ୍ବାଇ: ପ୍ରଭାସ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ପାଇଁ ଚର୍ଚ୍ଚାରେ ଅଛନ୍ତି। ଚଳିତ ବର୍ଷ ତାଙ୍କର ଚଳଚ୍ଚିତ୍ର 'କଲ୍‌କି 2898 AD' ରିଲିଜ୍ ହୋଇଛି। ଫିଲ୍ମଟି ଦର୍ଶକଙ୍କ ଠାରୁ ଭଲ ପ୍ରତିକ୍ରିୟା ପାଇଥିଲା। ବର୍ତ୍ତମାନ ସେ ପରବର୍ତ୍ତୀ ଫିଲ୍ମ ପାଇଁ ପ୍ରସ୍ତୁତ ହେଉଛନ୍ତି। ଫିଲ୍ମ ‘ସ୍ପିରିଟ୍‌’…