ମୋଦିଙ୍କୁ କେଜ୍ରିୱାଲଙ୍କ ଚ୍ୟାଲେଞ୍ଜ; ବିଜୁଳି ମାଗଣା କଲେ ବିଜେପି ପାଇଁ ପ୍ରଚାର କରିବି
ନୂଆଦିଲ୍ଲୀ: ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଆପ ନେତା ଅରବିନ୍ଦ କେଜ୍ରିୱାଲ ବିଜେପିକୁ କରିଛନ୍ତି ଚ୍ୟାଲେଞ୍ଜ। ମୋଦିଜୀ ବିଜେପି ଶାସିତ ୨୨ ରାଜ୍ୟରେ ବିଜୁଳି ବିଲ୍ ମାଗଣା କଲେ , ସେ ବିଜେପି ସମର୍ଥନରେ ପ୍ରଚାର କରିବେ ବୋଲି କହିଛନ୍ତି। ସାହସ ଅଛି ତ ଦିଲ୍ଲୀରେ ବିଧାନସଭା ନିର୍ବାଚନ…