Latest Odisha News

BREAKING NEWS

Yearly Archives

2024

ଆଇପିଏସ୍ ଅରୁଣ ଷଡ଼ଙ୍ଗୀଙ୍କୁ ମିଳିଲା ଭିଆରଏସ୍ ଅନୁମତି

ଭୁବନେଶ୍ୱର: ପୂର୍ବତନ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କୁ ମିଳିଛି ଭିଆରଏସ୍ ଅନୁମତି। ସେ ୧୯୯୦ ବ୍ୟାଚ ଆଇପିଏସ୍ ହୋଇଥିବା ବେଳେ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ରାଜ୍ୟ ସରକାର ତାଙ୍କୁ ଆଜି ଅନୁମତି ଦେଇଛନ୍ତି । ଫଳରେ ସେ ନିଜର ନୂଆ ଦାୟିତ୍ୱ ଆସନ୍ତା ସୋମବାର ଅପରାହ୍ନରୁ…

ସୁନ୍ଦରଗଡ଼ ଜଙ୍ଗଲରେ ବୁଲୁଛି ବ୍ଲାକ ପାନ୍ଥର

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ପୁଣି ଠାବ ହେଲା ବ୍ଲାକ ପାନ୍ଥର। ସୁନ୍ଦରଗଡ଼ ହେମଗିରି ଫରେଷ୍ଟ ରେଞ୍ଜ ଗର୍ଜନ ପାହାଡ଼ ଜଙ୍ଗଲରେ ବୁଲୁଥିବା ସନ୍ଧାନ ମିଳିଛି। ଏ ନେଇ ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ପ୍ରଦୀପ କୁମାର ମିରାସେ ସୂଚନା ଦେଇଛନ୍ତି । ଅଲ୍ ଓଡ଼ିଶା ଲିଓପର୍ଡ ସର୍ଭେରୁ ଏହି କଳା ବାଘର ସୂଚନା…

ବାଂଲାଦେଶ ବିପକ୍ଷ ଟି୨୦ ସିରିଜରୁ ଓହରିଲେ ଟିମ ଇଣ୍ଡିଆର ଉଦୀୟମାନ ଅଲରାଉଣ୍ଡର

ମୁମ୍ବାଇ: ବାଂଲାଦେଶ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ପୂର୍ବରୁ ଭାରତକୁ ଶକ୍ତ ଧକ୍କା ଲାଗିଛି । ଦଳର ଉଦୀୟମାନ ଅଲରାଉଣ୍ଡର ଶିବମ ଦୁବେ ଆଘାତ ସମସ୍ୟା ଯୋଗୁ ଏହି ନିଷ୍ପତି ନେଇଛନ୍ତି । ବିସିସିଆଇ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ସୂଚନା ପ୍ରଦାନ କରାଯାଇଛି । ଦୁବେଙ୍କ ସ୍ଥାନରେ ତିଳକ…

୧୬ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ୧୬ ହଜାର ୯ଜଣ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦେଲେ ମୋହନ ସରକାର । ନିବନିଯୁକ୍ତି ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ବାରା ଆୟୋଜିତ ସ୍ବତନ୍ତ୍ର…

ଭକ୍ତଙ୍କ ଗାଳିଗୁଲଜରେ ଶାନ୍ତ ହୁଅନ୍ତି ଦେବୀ ମା’

ଥିରୁଅନନ୍ତପୁରମ୍: ରାସ୍ତାରେ ଲାଲ ସମୁଦ୍ରର ସ୍ରୋତ । ଭକ୍ତମାନେ ଲାଲ୍ ପୋଷାକ ପରିଧାନ କରି ଦେବୀଙ୍କ ଉଦ୍ଦେଶ୍ୟରେ ଗୀତ ଗାଉଛନ୍ତି । ତେବେ ସେହି ଭକ୍ତିଗୀତରେ ଦେବୀଙ୍କ ନାଁ ଉଚ୍ଚାରଣ କରିବାର ଚଳଣି ନାହିଁ । ବାରଂ ଗୀତରେ ଭରି ରହିଛି ବହୁ କଟି କଥା ଗାଳିଗୁଲଜ । କେରଳର ଏକ ମନ୍ଦିରରେ ଦୀର୍ଘ…

ରଣଜୀ ଟ୍ରଫି: ଶାନ୍ତନୁଙ୍କ ସ୍ଥାନରେ ଗୋବିନ୍ଦ ପୋଦ୍ଦାର ହେବେ ଓଡିଶାର ଅଧିନାୟକ

ଭୁବନେଶ୍ୱର: ରଣଜୀ ଟ୍ରଫିର ଆଗାମୀ ସିଜନ ପାଇଁ ଗୋବିନ୍ଦ ପୋଦ୍ଦାରଙ୍କ ନେତୃତ୍ୱରେ ଶନିବାର ପ୍ରଥମ ୨ଟି ମ୍ୟାଚ ପାଇଁ ଓଡିଶା ଦଳର ଘୋଷଣା କରାଯାଇଛି । ଚୟନ କମିଟି ଚେୟାରମ୍ୟାନ ଅମୀୟ ରାୟ ଓ କୋଚ ସୁରେନ୍ଦ୍ର ଭାବେଙ୍କ ଉପସ୍ଥିତିରେ ୧୭ଜଣିଆ ଦଳ ଚୟନ କରାଯାଇଛି । ଅକ୍ଟୋବର ୧୧ରୁ ଅଗରତାଲାରେ…

ଗଣମାଧ୍ୟମର କଣ୍ଠରୋଧ ହେବ ନାହିଁ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଗଣମାଧ୍ୟମର କଣ୍ଠରୋଧ ହେବ ନାହିଁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଦିନ କହିଛନ୍ତି ଯେ ତାଙ୍କ ସରକାର ଚେଷ୍ଟା କରିବ ଯେ, ଗଣମାଧ୍ୟମ ପୂର୍ଣ୍ଣ ସ୍ୱାଧୀନତା ପାଇବ ଏବଂ ଗଣମାଧ୍ୟମର ସ୍ୱରକୁ କଣ୍ଠରୋଧ ନେଇ କୌଣସି ପ୍ରକରା ପ୍ରୟାସକୁ ବରଦାସ୍ତ କରାଯିବ ନାହିଁ। "ପୂର୍ବ…

କେମିକାଲ ଫ୍ୟାକ୍ଟ୍ରିରୁ ଲିକ୍ ହେଲା ସୋଡିୟମ ହାଇପୋକ୍ଲୋରାଇଟ୍ ଗ୍ୟାସ

ଭୁବନେଶ୍ୱର: କେମିକାଲ ଫ୍ୟାକ୍ଟ୍ରିରୁ ରାସାୟନିକ ଗ୍ୟାସ ଲିକ୍। ଶୁଭମ୍ କେମିକାଲ ନାମକ ଏକ କେମିକାଲ ଫ୍ୟାକ୍ଟ୍ରିରୁ ସୋଡିୟମ ହାଇପୋକ୍ଲୋରାଇଟ୍ ଗ୍ୟାସ ଲିକ୍ ହୋଇଥିବା ସୂଚନା ମିଳିଛି। ପ୍ରାୟ ଅଧଘଣ୍ଟା ଧରି ଗ୍ୟାସ ଲିକ୍ ଚାଲିଛି । ଏହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଏହାକୁ…

ଆଠ ବର୍ଷ ପରେ ଘରକୁ ଫେରିଲା ପୁଅ, ଘଞ୍ଚ ଜଙ୍ଗଲରେ କାଟୁଥିଲେ ‘ବଣ ମଣିଷ’ ଜୀବନ

କେନ୍ଦୁଝର: ଏଥର ପାର୍ବଣ ପରିବାର ପାଇଁ ଆଣିଲା ଖୁସି ଖବର । ଦୀର୍ଘ ଆଠ ବର୍ଷ ପରେ ଘରକୁ ଫେରିଲା ପୁଅ । ଖୁସିରେ ଆତ୍ମହରା ବାପା-ମା’ । ଡିଏମ୍ଏଫ୍ ଆଶ୍ରୟ ଟିମର ସହାୟତାରେ ଦୀର୍ଘ ଆଠ ବର୍ଷ ଧରି ପରିବାରଠୁ ଅଲଗା ହୋଇଯାଇଥିବା ଜଣେ ଯୁବକ ନିଜ ଘରକୁ ଫେରିଛନ୍ତି । ଯୁବକ ଜଣଙ୍କ ହେଉଛନ୍ତି…

ଉତ୍କଳ ବିଶ୍ଵବିଦ୍ୟାଳୟରେ ପିଜି ନାମଲେଖାରେ ଅନିୟମିତତା ଅଭିଯୋଗ

ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟରେ ପିଜି ନାମଲେଖାରେ ଅନିୟମିତତା । ଏ ନେଇ ବିଶ୍ବବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଦେଇଛି। ପିଜି କାଉନସିଲ୍ ଅଫିସରେ ଗେଟରେ ତାଲା ପକାଇ ଧାରଣା ଦେଇଛନ୍ତି ଛାତ୍ର। ମେରିଟ ଲିଷ୍ଟ ପ୍ରକାଶ ପାଇଥିଲା । କିନ୍ତୁ ଏକ ବିଭାଗରେ ଓ୍ବେଟିଂ ଲିଷ୍ଟରେ ମଧ୍ୟ ନାମ…