ଗୁଜରାଟ ଗ୍ରେଟ୍ସକୁ ହରାଇଲା ମଣିପାଲ
ଜମ୍ମୁ: ଚଳିତ ଲିଜେଣ୍ଡସ ଲିଗ କ୍ରିକେଟରେ ଶନିବାର ଅନୁଷ୍ଠିତ ମ୍ୟାଚରେ ମଣିପାଲ ଟାଇଗର୍ସ ୫ ୱିକେଟରେ ଗୁଜରାଟ ଗ୍ରେଟ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୧୯.୪ ଓଭରରେ ୧୩୧ ରନ କରି ଅଲଆଉଟ ହୋଇ ଯାଇଥିଲା । ମହମ୍ମଦ କୈଫ ଦଳ ପକ୍ଷରୁ ସର୍ବାଧିକ ୩୪ ରନ କରିଥିଲେ । ଅନ୍ୟମାନଙ୍କ…