Latest Odisha News

BREAKING NEWS

Yearly Archives

2024

ପୂର୍ବ ସରକାରର ଗୋହି ଖୋଲିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୂର୍ବ ସରକାରର ମିଡିଆ ବିରୋଧୀ ମନୋଭାବର ଗୋହି ଖୋଳିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ଦୈନିକ ସମ୍ବାଦପତ୍ର ‘ନିର୍ଭୟ’ର ବାର୍ଷିକୋତ୍ସବରେ ଯୋଗ ଦେଇ ପୂର୍ବ ସରକାରଙ୍କ ବଡ଼ ଗୁମର ଖୋଲିଲେ ମୁଖ୍ୟମନ୍ତ୍ରୀ l ପୂର୍ବ ସରକାରରେ କିଛି ମିଡିଆକୁ ବିଜ୍ଞାପନ ନଦେବାକୁ ହୁଇପ୍‌ ହୋଇଥିଲା…

‘ତନୁ ୱେଡ୍ସ ମନୁ- ୩’ରେ ତ୍ରିପଲ୍ ରୋଲରେ ନଜର ଆସିବେ କଙ୍ଗନା

ମୁମ୍ବାଇ: ପୁଣିଥରେ ଆସିବାକୁ ଯାଉଛି 'ତନୁ ୱେଡ୍ସ ମନୁ- ୩'। ୨୦୧୧ ମସିହାରେ ନିର୍ଦ୍ଦେଶକ ଆନନ୍ଦ ଏଲ ରୟଙ୍କ ତନୁ ୱେଡ୍ସ ମନୁ ଫିଲ୍ମ ରିଲିଜ ହୋଇଥିଲା। ଯେଉଁଥିରେ କଙ୍ଗନା ରାନାୱତ ଏବଂ ଆର ମାଧବନଙ୍କୁ ଦେଖିବାକୁ ମିଳିଥିଲା। ଏହି ଯୋଡି ବକ୍ସ ଅଫିସରେ ଏକ ଧମାକା କରିଥିଲେ। ​ ଏହାର ଚାରି…

ମିଳିଲା ମହାନଦୀରେ ବୁଡ଼ି ଯାଇଥିବା ଛାତ୍ରଙ୍କ ମୃତଦେହ

ଜଗତପୁର: ଗତକାଲି ମହାନଦୀରେ ବୁଡ଼ି ଯାଇଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। କଟକର ଜଗତପୁର ବାଲିସାହି ନିକଟରେ ଗତକାଲି ଗାଧୋଇବାକୁ ଯାଇ ଦୁଇ ଛାତ୍ର ନିଖୋଜ ହୋଇ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଗତକାଲି ଆର୍ଯ୍ୟନ ନାୟକଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ମନୋରଞ୍ଜନ…

ବଦଳିଲା ଶାରଳା ମନ୍ଦିର ଘିଅ, ଗତକାଲି ହୋଇଥିଲା ଚଢ଼ାଉ

ଜଗତସିଂହପୁର: ଜଗତସିଂହପୁର ଅଧିଷ୍ଠାତ୍ରୀ ଦେବୀ ମାଆ ଶାରଳା ମନ୍ଦିରରେ ବଦଳିଲା ଘିଅ l ଭଣ୍ଡାରରେ ଗଚ୍ଛିତ ଥିବା ୨୫ ଟିଣ ଫେରସ୍ତ କରାଯିବ ପରେ ଆସିଲା ନୂଆ ଘିଅ l ବ୍ୟବହାର ପାଇଁ ଓମ୍‌ଫେଡ୍‌ ପକ୍ଷରୁ ୧୫ ଟିଣ ନୂଆ ଘିଅ ଆସିଥିବା ନେଇ ସୂଚନା ମିଳିଛି l ମନ୍ଦିରରେ ନିମ୍ନମାନର ଘିଅ ବ୍ୟବହାର ନେଇ…

ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷାଧିକ ସମ୍ପତ୍ତି ନଷ୍ଟ

ମୁମ୍ବାଇ: ମୁମ୍ବାଇର ଭିୱାନ୍ଦି ତାଲୁକ ନିକଟରେ ଥିବା ଏକ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁଲାଗି ପୋଡିଜଳି ପାଉଁଶ ହୋଇଯାଇଛି ବହୁ ମୂଲ୍ୟବାନ ସାମଗ୍ରୀ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମବାହିନୀ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଅଛି । ସୂଚନା ଅନୁସାରେ, ଆଜି ହଠାତ୍ କେଉଁ…

୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ବର: ଆସନ୍ତା ଦୁଇ ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ । ଅକ୍ଟୋବର ୭ ତାରିଖ ଓ ୧୪ ତାରିଖରେ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବୋଲି କୁହାଯାଇଛି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆସନ୍ତା ୭ ତାରିଖ ସୋମବାର ଦିନ…

‘୪ ଜଣଙ୍କ କଥାରେ ଚାଲୁଛି ଓଡିଶା ଶାସନ’

ସମ୍ବଲପୁର: ଓଡିଶା ଶାସନ ୪ ଜଣଙ୍କ ହାତରେ ଚାଲୁଛି । ଦିଲ୍ଲୀରେ ଜଣେ, ଆଉ ମୁଖ୍ୟମନ୍ତ୍ରୀଙ୍କ ସହିତ ଅନ୍ୟ ଦୁଇ ଜଣ ନେତା ଓଡିଶାରେ ସରକାର ଚଳାଉଛନ୍ତି । ଏମିତି କିଛି ବିବାଦୀୟ ବୟାନ ଦେଇଛନ୍ତି ବିଜେଡିର ବରିଷ୍ଠ ବିଧାୟକ ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସମ୍ବଲପୁର…

ଭରତପୁର ଥାନା ଘଟଣା: ସତ୍ୟପାଠ ଦାଖଲ ନେଇ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ବର: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା । ତଦନ୍ତ କମିଶନଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ପାଇଁ ଗଣମାଧ୍ୟମରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଜଷ୍ଟିସ୍‌‌ ଚିତ୍ତରଞ୍ଜନ ଦାସଙ୍କ ଦ୍ୱାରା ଗଠିତ କମିଟି ତଦନ୍ତ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଜଡିତ ଥିବା ସମସ୍ତଙ୍କ ପକ୍ଷରୁ…

ଜୀବନ ନଉଛି କଳା ଯାଦୁ: ଜାଣନ୍ତୁ କଣ କହୁଛି ରିପୋର୍ଟ

ନୂଆଦିଲ୍ଲୀ: କେବଳ ଆଜି ନୁହେଁ କାହିଁ କେତେ ଦିନରୁ ଦୁନିଆରେ ଗୁଣି ଗାରେଡି ବା କଳା ଯାଦୁ ପରି କାର୍ଯ୍ୟ ଦେଖିବାକୁ ମିଳୁଛି l ଆମ ଇତିହାସରେ ମଧ୍ୟ, ଏପରି ଅନେକ ଘଟଣା ରହିଛି ଯେଉଁଥିରେ ଏହି କଳା ଯାଦୁ ବିଷୟରେ ଉଲ୍ଲେଖ ରହିଛି l ତେବେ ବିଜ୍ଞାନ ଆଉ ଜ୍ଞାନର ଅଗ୍ରଗତି ପରେ ଅଧିକାଂଶ ସ୍ଥାନରେ…

କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ବିଜେଡ଼ିର ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ବିଜେପି ଦ୍ବାରା ଆୟୋଜିତ ହେଉଥିବା ଯୋଜନା ଭିତ୍ତିକ କନିଷ୍ଠ ଶିକ୍ଷକ ନିଯୁକ୍ତି କାର୍ଯ୍ୟକ୍ରମକୁ ବିଜେଡ଼ି ବିରୋଧ କରିଛି। ଏହାକୁ ନେଇ ବିଜେଡ଼ି ପକ୍ଷରୁ ଶଙ୍ଖ ଭବନରେ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ବିଜେଡ଼ିର ମୁଖପାତ୍ର ଲେନିନ୍  ମହାନ୍ତି ଓ…