Latest Odisha News

BREAKING NEWS

Yearly Archives

2024

ବଢୁଛି ଅଲୁଙ୍କ ଅଡୁଆ, ସମନ ଜାରି କଲା ପୋଲିସ

ହାଇଦ୍ରାବାଦ: ସୁପରଷ୍ଟାର ଅଲୁ ଅର୍ଜନଙ୍କୁ ସମନ। ନୋଟିସ୍ କରିଛି ହାଇଦ୍ରାବାଦ ପୋଲିସ। ପୁଷ୍ପା-୨ ପ୍ରିମିୟର ବେଳେ ଦଳାଚକଟାରେ ଜଣଙ୍କର ମୃତ୍ୟୁ ମାମଲାରେ ତାଙ୍କୁ ପଚରାଉଚରା କରିବା ପୋଲିସ । ଏଥିପାଇଁ ହାଇଦ୍ରାବାଦ ପୋଲିସ ଅଲୁ ଅର୍ଜୁନଙ୍କୁ ସମନ କରିଥିବା ସୂଚନା ମିଳିଛି । ସୂଚନା…

ଆପଣଙ୍କୁ ବି ଆସିପାରେ ହାର୍ଟଆଟାକ୍: ଆପଣାନ୍ତୁ ଏହି ଉପାୟ..

ଭୁବନେଶ୍ୱର: ବର୍ତ୍ତମାନ ଦିନକୁ ଦିନ ହୃଦ୍‌ଘାତ ଜନିତ ରୋଗ ବଢିବାରେ ଲାଗିଛି । ପ୍ରତି ୩୩ ସେକେଣ୍ଡରେ ଜଣଙ୍କର ମୃତ୍ୟୁ ହାର୍ଟ ଅଟାକ୍ ରେ ଯାଉଛି। ଏମିତିକି ଏହା କେବଳ ବୟସ୍କ ନୁହେଁ ଯୁବ ଗୋଷ୍ଠିର ବ୍ୟକ୍ତିଙ୍କୁ ଅଧିକ ଆକ୍ରାନ୍ତ କରୁଛି । ହୃଦଘାତ ଜନିତ ରୋଗ ଏବେ ସବୁଠାରୁ ବଡ ସମସ୍ୟା ସାଜିଛି…

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଫଶିଲେ ଏମଆଇ

କୋରାପୁଟ: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫଶିଲେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ଯୋଗାଣ ସାହାୟିକା (ଏମଆଇ) । କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକରେ କାର୍ଯ୍ୟ କରୁଥିବା ଜଣେ ଚୁକ୍ତି ଭିତ୍ତିକ କର୍ମଚାରୀଙ୍କ ଦରମା କରିବା ପାଇଁ ଲାଞ୍ଚ ନେଉଥିଲେ ଏମଆଇମମତା ବେହେରା । ଖବର ମୁତାବକ,…

କଟକ ସହର ସମେତ ଜଗତସିଂହପୁର ଜିଲ୍ଲାବାସୀଙ୍କ ଦୂରହେବ ଟ୍ରାଫିକ୍‌ ସମସ୍ୟା

କଟକ: କଟକ ଓ ଜଗତସିଂହପୁର ଜିଲ୍ଲାର ଯୋଗାଯୋଗକୁ ଅଧିକ ସୁଦୃଢ଼ ସହ ଉପୁଜୁଥିବା ଟ୍ରାଫିକ୍‌ ସମସ୍ୟାର ହେବ ସମାଧାନ । ଏନେଇ ନୂଆ ରେଲୱେ ଓଭର ବ୍ରିଜକୁ ଆଜି ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉଦଘାଟନ କରିଛନ୍ତି । ୬୦ କୋଟି ୯୩ ଲକ୍ଷ ୬୫ ହଜାର ବ୍ୟୟରେ ନିର୍ମିତ ହୋଇଛି…

୨୦୨୪ ନିର୍ବାଚନରେ ଅନିୟମିତତା ଅଭିଯୋଗ; ନିର୍ବାଚନ କମିଶନଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ବଡ଼ ଅନିୟମିତତା ଅଭିଯୋଗ ଆଣିଛି ବିଜୁ ଜନତା ଦଳ । ଭୋଟ ଦାନ ସଂଖ୍ୟା ନେଇ ଦୁଇ ପ୍ରକାରର ତଥ୍ୟ ସାମ୍ନାକୁ ଆସିଛି । ଯାହାକୁ ନେଇ ସୋମବାର ବିଜେଡି ସଂସଦୀୟ ଟିମ୍‌ ନିର୍ବାଚନ କମିଶନରଙ୍କୁ ଭେଟି ଅଭିଯୋଗ କରିଛନ୍ତି । ବିଜେଡି ଅଭିଯୋଗ ଆଣିଛି ଯେ,…

ଅବିକା ୨୦୨୫ କ୍ୟାଲେଣ୍ଡର ଗ୍ରାଣ୍ଡଫିନାଲେ; ଇପ୍ସିତା ନନ୍ଦ ‘ଫେସ୍ ଅଫ୍ ଦ ଇୟର’

ଭୁବନେଶ୍ବର: 'ଅବିକା ତରଫରୁ ଆୟୋଜିତ କ୍ୟାଲେଣ୍ଡର ମଡେଲ୍ ପ୍ରତିଯୋଗିତା-୫ରେ ‘ଫେସ୍ ଅଫ୍ ଦ ଇୟର-୨୦୨୫’ ଭାବେ ମନୋନୀତ ହୋଇଛନ୍ତି ବାଲେଶ୍ବର ଝିଅ ଇପ୍ସିତା ନନ୍ଦ । ଓଡିଶାର ପାରମ୍ପରିକ ହସ୍ତତନ୍ତ ଏବଂ ବୁଣାକାରମାନଙ୍କୁ ଉତ୍ସାହିତ କରିଥିବାରୁ ତାଙ୍କୁ ପୁରସ୍କାର ପାଇଁ ମନୋନୀତ କରାଯାଇଛି ।…

ବିନା ଜିମ୍‌ରେ ଫିଟ୍ ରହିବା ମନ୍ତ୍ର

ଭୁବନେଶ୍ବର:  ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଜଣେ ମହିଳା ନିଜ ପାଇଁ ଟିକେ ସମୟ ବାହାର କରିବା ବହୁତ କଷ୍ଟକର ହୋଇପଡିଥାଏ । ଘର, ପରିବାର ଓ ଅଫିସ୍ କାମରେ ଏତେ ବ୍ୟସ୍ତ ହୋଇଯାଏ ଯେ ନିଜକୁ ଭୁଲି ଯାଇଥାଏ । ନିଜର ସ୍ୱାସ୍ଥ୍ୟ ପ୍ରତି ବି ଯତ୍ନ ନେଇନଥାଏ । ସେଥି ମଧ୍ୟରେ ନିଜକୁ ଫିଟ୍ ରଖିବାକୁ…

୧୫୦ ଫୁଟ ଗଭୀର ବୋରୱେଲରେ ଫସିଲା ୩ ବର୍ଷର ଝିଅ

ଜୟପୁର: ରାଜସ୍ଥାନର କୋଟପୁଟଲିରେ ସୋମବାର ଏକ ବୋରୱେଲରେ ଫସିଲା ୩ ବର୍ଷର ଝିଅ। ଏଠାରେ ଏକ ତିନି ଚାରି ବର୍ଷର ଛୋଟ ଝିଅ ଖେଳିବା ସମୟରେ ୭୦୦ ଫୁଟ ଗଭୀର ବୋରୱେଲରେ ଖସିପଡିଥିଲା। ସୂଚନା ପାଇବା ମାତ୍ରେ ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲେ। ନାବାଳିକାକୁ ବଞ୍ଚାଇବା ପାଇଁ…

ଘରେ ଝାଡୁ ଏହି ଦିଗରେ ରଖନ୍ତୁ , ଶୁଭଫଳ ମିଳିବ

ଭୁବନେଶ୍ବର: ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଘରେ ଝାଡ଼ୁକୁ କିପରି ବ୍ୟବହାର କରିବେ ତାହାର ମଧ୍ୟ ନିୟମ ରହିଛି । ଝାଡୁ କେବଳ ଘରେ ସଫା କରାଯାଏ ନାହିଁ , ଏହା ସୁଖସମୃଦ୍ଧି ମଧ୍ୟ ଆଣିଥାଏ । ଆସନ୍ତୁ ଜାଣିବା ସେହି ବିଷୟରେ.. - ଘରେ ଏକାଧିକ ଝାଡୁ ଥିଲେ; ସବୁକୁ ଏକାଠି ଗୋଟେ ସ୍ଥାନରେ ରଖନ୍ତୁ…

ପ୍ରେମିକା ଲରେନଙ୍କୁ ବାହାହେବେ ଆମାଜନର ମାଲିକ, ଖର୍ଚ୍ଚ ହେବ ୫ହଜାର କୋଟି

ନୂଆଦିଲ୍ଲୀ: ବିଶ୍ୱର ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ତଥା ଆମାଜନର ପ୍ରତିଷ୍ଠାତା କୋଟିପତି 60 ବର୍ଷୀୟ ଜେଫ୍ ବେଜୋସ୍ ଖୁବ୍ ଶୀଘ୍ର ତାଙ୍କ ପ୍ରେମିକା 55 ବର୍ଷୀୟ ଲରେନ୍ ସାଞ୍ଚେଜଙ୍କ ସହ ବିବାହ କରିବାକୁ ଯାଉଛନ୍ତି । ଏହି ବିବାହ କଲୋରାଡୋର ଆସ୍ପେନରେ ଅନୁଷ୍ଠିତ ହେବ । ସୂତ୍ରରୁ ଜଣାପଡିଛି…