ବଦ୍ରିଙ୍କ ଖୋଲା ଚ୍ୟାଲେଞ୍ଜ: ‘ତାକତ ଅଛି ଯଦି ବିଜେଡି ଖାଲି କରି ଦେଖାଅ’
ଭୁବନେଶ୍ବର: ବିଜେପି ସଭାପତିଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ବିଜେଡି ବିଧାୟକ ବଦ୍ରି ପାତ୍ର । କହିଲେ ତାକତ ଅଛି ଯଦି ବିଜେଡି ଖାଲି କରିକି ଦେଖାଅ । ଖାଲି ବୟାନବାଜିରେ କିଛି ଲାଭ ନାହିଁ । ଏଥିପାଇଁ କାହା ମୁହଁରେ ହାତ ଦେଇ ହେବନି । ବିଜେଡି ଏକ ବଡ଼ ଆଞ୍ଚଳିକ ଦଳ, ଏ ଭାଡ଼ି ଖାଲି କରିବାର…