ଇରାନ ଓ ଇସ୍ରାଏଲ ଉପରେ ଭାରତ କେତେ ନିର୍ଭରଶୀଳ? ଯଦି ଯୁଦ୍ଧ ନଅଟକିଲା…
ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ଯୁଦ୍ଧ ପୁଣି ଥରେ ଚରମ ସୀମାରେ ପହଞ୍ଚିଛି । ସପ୍ତାହ ଆରମ୍ଭରେ ଇସ୍ରାଏଲ ଉପରେ ଇରାନର ଆକ୍ରମଣ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢ଼ାଇ ଦେଇଛି। ଉଭୟଙ୍କ ସହ ଭାରତର ଭଲ ବ୍ୟବସାୟିକ ସମ୍ପର୍କ ରହିଛି। ବଢୁଥିବା ଉତ୍ତେଜନାକୁ ନେଇ ଭାରତ ଚିନ୍ତା ପ୍ରକଟ କରିଛି । ଏପରି…