Latest Odisha News

BREAKING NEWS

Yearly Archives

2024

ଏପରି ଗାଁ, ଯେଉଁଠି ପ୍ରେମୀଯୁଗଳଙ୍କୁ ମିଳେ ଆଶ୍ରୟ, ପୋଲିସ ବି ଯାଇପାରେନି ଏହି ଗାଁ କୁ

ନୂଆଦିଲ୍ଲୀ: ଦୁନିଆରେ ପ୍ରେମକୁ ନେଇ ଅନେକ କିଛି ଘଟଣା ଶୁଣିବାକୁ ବା ପଢିବାକୁ ମିଳେ । ରୋମିଓ-ଜୁଲେଟ, ଲୈଲା-ମଜନୁ ପରି ଏପରି ଅନେକ ନାମ ରହିଛି ଯେଉଁମାନଙ୍କ ପ୍ରେମ ଆଜିବି ଅମର । କିନ୍ତୁ ଆପଣମାନେ ଜାଣିଛନ୍ତି କି ଆମ ଦେଶରେ ଏପରି ଏକ ଗାଁ ରହିଛି ଯେଉଁଠାକୁ ଦେଶ ବିଦେଶରୁ ଅନେକ ପ୍ରେମୀଯୁଗଳ…

ବୁଲଡୋଜର ଆକ୍ସନ: ଅପରାଧୀଙ୍କ ଘର ଭାଙ୍ଗିବା ଉପରେ ଏପରି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ବୁଲଡୋଜରଙ୍କ ଆକ୍ସନ ଉପରେ ଆଜି ସୁପ୍ରିମକୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି । ଯେଉଁଥିରେ କୋର୍ଟ କହିଛନ୍ତି ଯେ, ଭାରତ ଏକ ଧର୍ମନିରପେକ୍ଷ ଦେଶ, ସେ ଯେତେବଡ ଅଭିଯୁକ୍ତ ହେଉ ପଛେ ତାର ଘର ଭଙ୍ଗାଯିବା ଉଚିତ୍ ନୁହେଁ । ଏହି ପ୍ରସଙ୍ଗରେ…

ବିଜୟ ଥାଲାପତିଙ୍କ ଫିଲ୍ମରେ ବବି ଦେଓଲଙ୍କ ଏଣ୍ଟ୍ରି

ହାଇଦ୍ରାବାଦ: 'ଥାଲାପାଥି ୬୯' ସାଉଥ ସୁପରଷ୍ଟାର ବିଜୟଙ୍କ ଶେଷ ଚଳଚ୍ଚିତ୍ର ହୋଇପାରେ। ଯାହାକୁ ନେଇ ଖୁବ୍ ଉତ୍ସାହିତ ଫ୍ୟାନ୍। ନିର୍ମାତା ଫିଲ୍ମର କାଷ୍ଟକୁ ଆନାଉନ୍ସ କରିଛନ୍ତି, ଯେଉଁଥିରେ ବବି ଦେଓଲ ଏହି ଫିଲ୍ମରେ ନଜର ଆସିବେ ବୋଲି ଜଣାପଡିଛି। ନିକଟରେ ବଲିଉଡ ଅଭିନେତା ବବି ଦେଓଲ…

ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

କଟକ: ରାଉରକେଲା ବିଜେଡି ବିଧାୟକ ସାରଦା ନାୟକଙ୍କ ନାଁରେ ଇଭିଏମ ଟାମ୍ପରିଂ ଅଭିଯୋଗ ମାମଲା । ଏନେଇ ଆଜି ଓଡ଼ିଶା ହାଇକୋର୍ଟ ଶୁଣାଣି କରିଛନ୍ତି । ଏହି ମାମଲାରେ ଉତ୍ତର ରଖିବାକୁ ସାରଦା ନାୟକଙ୍କୁ ନୋଟିସ୍‌ ଜାରି କରିଛନ୍ତି ହାଇକୋର୍ଟ । ଆସନ୍ତା ନଭେମ୍ବର ୧୯ ତାରିଖରେ ମାମଲାର…

ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: ଅଭିଯୁକ୍ତକୁ ଫାଶି ଦଣ୍ଡାଦେଶ

ସମ୍ବଲପୁର: ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଫାଶି ଦଣ୍ଡାଦେଶ । ଦୋଷୀ ପ୍ରଶାନ୍ତ ବଘାରକୁ ଫାଶି ଦଣ୍ଡାଦେଶ ଦେଲେ ସ୍ୱତନ୍ତ୍ର ପକ୍ସୋ କୋର୍ଟ । ୨୦୨୨ ଜମନକିରା ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ, ହତ୍ୟା ପାଇଁ ଘଟଣାରେ ଗିରଫ ହୋଇଥିଲେ ପ୍ରଶାନ୍ତ । ନାବାଳିକାକୁ ହତ୍ୟା…

ଜାତୀୟ ଜୁନିୟର ମହିଳା ହକି ଚାମ୍ପିୟନଶିପ ପାଇଁ ଘୋଷଣା ହେଲା ଓଡିଶା ଦଳ

ଭୁବନେଶ୍ୱର: ଜାତୀୟ ଜୁନିୟର ମହିଳା ଚାମ୍ପିୟନଶିପ ପାଇଁ ମଙ୍ଗଳବାର ଓଡିଶା ହକି ଦଳର ଘୋଷଣା କରାଯାଇଛି । ହକି ଆସୋସିଏଶନ ଅଫ ଓଡିଶା ଦ୍ୱାରା ଘୋଷିତ ୧୮ ଜଣିଆ ଦଳର ନେତୃତ୍ୱ ସୁମି ମୁନ୍ଦରି ନେବେ । ତନୁଜା ଟପ୍ପୋ ଉପ ଅଧିନାୟିକା ଦାୟିତ୍ୱ ତୁଲାଇବେ । ରାଂଚିର ମାରାଙ୍ଗ ଗୋମକେ ଜୈପାଲ ସିଂ…

ଏଥର ୱେଡିଙ୍ଗ ସିଜିନରେ ହେବ ଭଲ ବ୍ୟବସାୟ, ଜାଣନ୍ତୁ କଣ କହୁଛି ରିପୋର୍ଟ

ନୂଆଦିଲ୍ଲୀ: ଅକ୍ଟୋବର ମାସ ଆରମ୍ଭ ହେବା ସହ ଆରମ୍ଭ ହୋଇଛି ପାର୍ବଣ ଋତୁ । ପାର୍ବଣ ଋତୁ ଶେଷ ହେବା ସହିତ ଆରମ୍ଭ ହୋଇଯିବ ୱେଡିଙ୍ଗ୍ ସିଜିନ । ଚଳିତ ବର୍ଷ ନଭେମ୍ବର-ଡିସେମ୍ବର, ୨୦୨୪ ମଧ୍ୟରେ ପ୍ରାୟ ୪୮ ଲକ୍ଷ ବିବାହ ହେବାକୁ ଯାଉଛି। ଏଥିପାଇଁ ପ୍ରାୟ ୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। ଚଳିତ…

ବଢି ବଢି ଚାଲିଛି ଏଭରେଷ୍ଟର ଉଚ୍ଚତା

ନୂଆଦିଲ୍ଲୀ: ମାଉଣ୍ଟ ଏଭରେଷ୍ଟ ଦୁନିଆର ସର୍ବୋଚ୍ଚ ଶିଖରର ମାନ୍ୟତା ପାଇଛି। କିନ୍ତୁ ଆପଣ ଜାଣନ୍ତି କି ଏଭରେଷ୍ଟ ପର୍ବତର ଉଚ୍ଚତା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ମାଉଣ୍ଟ ଏଭରେଷ୍ଟର ଲମ୍ବ ୮.୮୪ରୁ ୮.୮୫ କିଲୋମିଟରକୁ ବୃଦ୍ଧି ପାଇଛି। ନେଚର ଜିଓସାଇନ୍ସ ପତ୍ରିକାରେ ଏହି ରିପୋର୍ଟ…

କୋଣାର୍କ ସୂର୍ଯ୍ୟାସ ଓଡିଶା-ସଦର୍ଣ୍ଣ ସୁପରଷ୍ଟାର୍ସ ମଧ୍ୟରେ ହେବ କଡ଼ା ଟକ୍କର

ସୁରଟ: ଅକ୍ଟୋବର ୨ରେ ସୁରଟର ଲାଲାବାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ମୁହାଁମୁହିଁ ହେବେ କୋଣାର୍କ ସୂର୍ଯ୍ୟାସ ଓଡିଶା ଓ ସଦର୍ଣ୍ଣ ସୁପରଷ୍ଟାର୍ସ।  କୋଣାର୍କ ସୂର୍ଯ୍ୟାସ ଓଡିଶା ଓଡ଼ିଶା ଦଳର ଶେଷ ଦୁଇଟି ମ୍ୟାଚ୍ ବର୍ଷା ହେତୁ ବାତିଲ ହୋଇଥିଲା । ଦଳ ବର୍ତ୍ତମାନ ସୁଦ୍ଧା, ୩ଟି ମ୍ୟାଚରୁ ୪ ପଏଣ୍ଟ…

‘ରାହୁଲ ଗାନ୍ଧୀଙ୍କ ପରିବାର ୫୦ ବର୍ଷ ଧରି ଦେଶକୁ ଲୁଟିଛନ୍ତି’

ନୂଆଦିଲ୍ଲୀ: କେନ୍ଦ୍ର ବୟନ ମନ୍ତ୍ରୀ ଗିରିରାଜ ସିଂ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି । ରାହୁଲ ଗାନ୍ଧୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହକୁ ଏକ ନୃତ୍ୟ-ଗୀତ କାର୍ଯ୍ୟକ୍ରମ ବୋଲି ବର୍ଣ୍ଣନା କରିଥିଲେ ଯାହାକୁ ନେଇ ଗାନ୍ଧୀ ପରିବାରକୁ କଡା ସମାଲୋଚନା କରିଛନ୍ତି ।…