କଡ଼ା ସୁରକ୍ଷାରେ ଜମ୍ମୁ-କାଶ୍ମୀରରେ ଚାଲିଛି ଶେଷ ପର୍ଯ୍ୟାୟ ଭୋଟିଂ
ଶ୍ରୀନଗର:ଆଜି ଜାମ୍ମୁ ଓ କାଶ୍ମୀରରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟଗ୍ରହଣ। କଡା଼ ସୁରକ୍ଷାରେ ଚାଲିଛି ଭୋଟିଂ। ଶହ ଶହ ଭୋଟର ମତଦାନ କେନ୍ଦ୍ରରେ କରୁଛନ୍ତି ମତଦାନ। ଶେଷ ପର୍ଯ୍ୟାୟ ଭୋଟିଂ ଆରମ୍ଭ ହୋଇଯାଇଛି। ୭ ଜିଲ୍ଲାର ୪୦ ସିଟ୍ରେ ଚାଲିଛି ମତଦାନ। ୪୧୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ…