ନୂଆବର୍ଷରୁ ମିଳିବନି ରାସନ, ଶୀଘ୍ର କରନ୍ତୁ କରନ୍ତୁ ଏହି କାମ…
ଭୁବନେଶ୍ଵର: ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (NFSA) ଅନୁଯାୟୀ ଭାରତ ସରକାର ଦେଶର କୋଟି କୋଟି ଲୋକଙ୍କୁ ମାଗଣା ଏବଂ ଶସ୍ତା ରାସନର ସୁବିଧା ପ୍ରଦାନ କରୁଛନ୍ତି। ଏହି ଯୋଜନାର ଲାଭ ପାଇବା ପାଇଁ ରେସନ କାର୍ଡ ବାଧ୍ୟତାମୂଳକ ଅଟେ । କିନ୍ତୁ ଜାନୁଆରୀ ୧, ୨୦୨୫ରୁ ରେସନ କାର୍ଡରେ କିଛି…