Latest Odisha News

BREAKING NEWS

Yearly Archives

2024

ମହାରାଷ୍ଟ୍ରରେ ଗାଈକୁ ମିଳିଲା ‘ରାଜ୍ୟମାତା’ ମାନ୍ୟତା

ମୁମ୍ବାଇ: ବିଧାନସଭା ନିର୍ବାଚନ ପୂର୍ବରୁ ଦେଶୀ ଗାଈକୁ ନେଇ ମହାରାଷ୍ଟ୍ରର ସିନ୍ଦେ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ପକ୍ଷରୁ ଦେଶୀ ଗାଈଙ୍କୁ 'ରାଜ୍ୟମାତା-ଗୋମାତା' ମାନ୍ୟତା ଦିଆଯିବା ନେଇ ଘୋଷଣା କରାଯାଇଛି। ମହାରାଷ୍ଟ୍ର କ୍ୟାବିନେଟ ବୈଠକରେ ଦେଶୀ ଗାଈମାନଙ୍କର ଲାଳନପାଳନ…

ଆଗୁଆ ଜାମିନ ଆବେଦନ କଲେ ୫ ନିଲମ୍ବିତ ପୁଲିସ କର୍ମୀ

ଭୁବନେଶ୍ବର: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା । କୋର୍ଟରେ ଆଜି ଆଗୁଆ ଜାମିନ ଆବେଦନ କରିଛନ୍ତି ନିଲମ୍ବିତ ହୋଇଥିବା ୫ ପୁଲିସ କର୍ମୀ । ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ନିଲମ୍ବିତ ୪ ଜଣ ପୋଲିସକର୍ମୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ।…

ସ୍କୁଲରେ ପାଠ ପଢ଼ିଲେ ଲଡୁ ଗୋପାଳ, ଭଲ ମାର୍କ ବି ରଖିଲେ

ଆଗ୍ରା: ବିଶ୍ୱାସ ନ ହେଲେ ବି ସତ । ଲଡୁ ଗୋପାଳ ସ୍କୁଲରେ ପାଠ ପଢ଼ୁଛନ୍ତି ଏବଂ ଭଲ ନମ୍ବର ମଧ୍ୟ ରଖୁଛନ୍ତି । ଘଟଣାଟି ଉତରପ୍ରଦେଶର ଆଗ୍ରାର । ଏଠାରେ ଭଗବାନ ଶ୍ରୀକୃଷ୍ଣ ପ୍ରତି ଅତ୍ୟଧିକ ମୋହ ରଖିଥିବା ଗୋଟିଏ ପରିବାରର ୩ଜଣ ମହିଳା ଲଡୁ ଗୋପାଳଙ୍କୁ ଅନ୍ୟ ଛୋଟପିଲାଙ୍କ ପରି ସ୍କୁଲରେ ଦାଖଲ…

ଅର୍ଥ ହେରଫେର ମାମଲାରେ ସିଦ୍ଧରମେୟାଙ୍କ ବିରୋଧରେ ମାମଲା

ବେଙ୍ଗାଲୁରୁ: ମୁଦା ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ଅଡୁଆ ବଢିପାରେ। ଇଡି ପିଏମଏଲଏ ଅଧୀନରେ ଏକ ମାମଲା ରୁଜୁ କରିଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସ୍ୱତନ୍ତ୍ର କୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ନିୟମକୁ ବେଖାତିର କରି…

ଡିସ୍କୋ ଡ୍ୟାନସରଙ୍କୁ ଦାଦାସାହେବ ଫାଲକେ

ମୁମ୍ବାଇ: ବଲିଉଡର ଡିସ୍କୋ ଡ୍ୟାନ୍ସର ଭାବେ ପରିଚିତ ଲୋକପ୍ରିୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ପାଇବେ ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାର । ଭାରତୀୟ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ହେଉଛି ଦାଦାସାହେବ ଫାଲକେ ପୁରସ୍କାର । ଭାରତୀୟ ଚଳଚ୍ଚିତ୍ର ଜଗତକୁ ଉଲ୍ଲେଖନୀୟ ଅବଦାନ ପାଇଁ…

୪୫ ଦିନ ଧରି ଶୋଇନାହିଁ; ସୁଇସାଇଡ ନୋଟରେ ଏଭଳି ଲେଖି ଜୀବନ ହାରିଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଝାନ୍ସିର ଏକ ପ୍ରାଇଭେଟ୍ ଫାଇନାନ୍ସରେ ଏରିଆ ମ୍ୟାନେଜର ଭାବେ କାର୍ଯ୍ୟରତ ଜଣେ ୪୨ ବର୍ଷୀୟ ବ୍ୟକ୍ତି ସୁଇସାଇଡ ନୋଟ୍ ଲେଖି ଜୀବନ ହାରି ଦେଇଛନ୍ତି। ତରୁଣ ସକ୍ସେନା ନାମକ ଏହି ବ୍ୟକ୍ତି ସୁଇସାଇଡ ନୋଟରେ ଲେଖିଛନ୍ତି ଯେ ଗତ ଦୁଇ ମାସ ଧରି ବରିଷ୍ଠ ଅଧିକାରୀମାନେ…

ଚୋରାଚାଲାଣ ବେଳେ ୧ ଟନ୍‌ କଇଁଛ ଜବତ, ୨ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ରୁ ବିପୁଳ ମାତ୍ରାରେ କଇଁଛ ଜବତ ହୋଇଛି । ଆଜି ଚିତ୍ରକୋଣ୍ଡା ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ୧ ଟନ୍ କଇଁଛ ଜବତ କରିବା ସହ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି । ବନବିଭାଗ ଅଧିକାରୀଙ୍କ ସୂଚନା ମୁତାବକ, ଏହି ଜବତ କଇଁଛ ଗୁଡିକ ଏକ ଭ୍ୟାନ୍‌ ଯୋଗେ…

ନାଇଡୁଙ୍କୁ ‘ସୁପ୍ରିମ’ ଭର୍ତ୍ସନା: ପ୍ରମାଣ ନଥାଇ କାହିଁକି କହିଲ?

ନୂଆଦିଲ୍ଲୀ: ତିରୁପତି ମନ୍ଦିର ଲଡୁ ବିବାଦରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା । ତିରୁପତି ଲଡୁ ନେଇ ନାଇଡୁଙ୍କ ଦାବିକୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ଲଡୁ ପ୍ରସାଦରେ ପଶୁ ଚର୍ବି ଯୁକ୍ତ ଘିଅ ମିଶୁଛି ବୋଲି ଦାବି କରି ତରବରିଆ ଭାବେ…

ଟେଷ୍ଟରେ ଭାରତର ଦ୍ରୁତ ୫୦, ୧୦୦, ୧୫୦, ୨୦୦, ୨୫୦ ରନରେ ବିଶ୍ୱରେକର୍ଡ

କାନପୁର: ଏଠାରେ ଚାଲିଥିବା ବାଂଲାଦେଶ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଐତିହାସିକ ଇନିଂସ ଖେଳିଛନ୍ତି । ଦ୍ରୁତ ୫୦, ୧୦୦, ୧୫୦, ୨୦୦ ଓ ୨୫୦ ରନରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ପ୍ରଥମ ୩ ଓଭରରେ ୫୧ ରନ କରି ଏହି ଧାରା…

କାନପୁର ଟେଷ୍ଟରେ ରୋମାଂଚ ଭରିଲା ଟିମ ଇଣ୍ଡିଆ

କାନପୁର: ବାଂଲାଦେଶ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଟିମ ଇଣ୍ଡିଆ ବିଜୟ ସୁଯୋଗ ସୃଷ୍ଟି କରି ରୋମାଂଚ ଭରିଛି । ପ୍ରଥମ ଦିନ ୩୫ ଓଭର ଖେଳାଯିବା ସମ୍ଭବପର ହେବା ପରେ ବାକି ୨ ଦିନ ବର୍ଷା ଯୋଗୁ ମ୍ୟାଚ ଖେଳା ଯାଇପାରି ନ ଥିଲା । ଚତୁର୍ଥ ଦିନ ବାଂଲାଦେଶ ପ୍ରଥମ ଇନିଂସରେ ୨୩୩ ରନ କରି ଅଲଆଉଟ…