Latest Odisha News

BREAKING NEWS

Yearly Archives

2024

ଭଲ ନିଦ ପାଇଁ ହାତେଇଲେ ୯ ଲକ୍ଷ ଟଙ୍କାର ପୁରସ୍କାର ରାଶି

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଜଣେ ବ୍ୟାଙ୍କର ଶୋଇବା ପାଇଁ ୯ଲକ୍ଷ ଟଙ୍କା ପୁରସ୍କାର ପାଇଛନ୍ତି। ଆପଣଙ୍କୁ ଏହା ଅବିଶ୍ବାସ ଲାଗୁଥାଇପାରେ କିନ୍ତୁ ଏହି ଘଟଣା ସତ। ବେଙ୍ଗାଲୁରୁ ଭିତ୍ତିକ ଷ୍ଟାର୍ଟଅପ୍ ୱାକଫିଟ୍ ର ସ୍ଲିପିଂ ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମର ତୃତୀୟ ସିଜନରେ ଜଣେ ଯୁବତୀ ଭାଗ ନେଇ…

ଟ୍ରେନ୍ ରେ ଥାଇ ଜୋମାଟୋରୁ ଅର୍ଡର କରିପାରିବେ ଖାଦ୍ୟ…

ନୂଆଦିଲ୍ଲୀ: ଏବେ ଟ୍ରେନ୍ ରେ ବି ଖାଇ ପାରିବେ ନିଜ ମନ ପସନ୍ଦର ଖାଦ୍ୟ । ଯେପରି ଘରେ ବସି ଆପଣ ମାନେ ନିଜ ନିଜ ରୁଚି ମୁତାବକ ଖାଦ୍ୟ ଅର୍ଡର କରି ଖାଉଛନ୍ତି ସେହିପରି ଟ୍ରେନ୍ ରେ ମଧ୍ୟ ଠିକ୍ ସେହିପରି ଖାଇବା ଉପଲବ୍ଧ ହେବାରୁ ଯାଉଛି । ଇଣ୍ଡିଆନ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜିମ…

ବାଇକକୁ ଧକ୍କା ଦେଲା ବାଇକ, ଚାଳକ ଜୀବନ୍ତ ଦଗ୍ଧ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଡପାନି ରାସ୍ତାରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଯାହା ପରେ ଦୁଇ ବାଇକ୍‌ ବିଚ୍‌ ରାସ୍ତାରେ ହୁତୁହୁତ ହୋଇ ଜଳିବାକୁ ଲାଗିଲା। ଏହି ଅଘଟଣରେ ଜଣେ ବାଇକ୍‌ ଚାଳକ ଜୀଅନ୍ତା ଜଳି ଯାଇଥିବା ବେଳେ ଦୁଇ ଜଣ…

ଆପଣ ଅଧିକ ରାଗୁଛନ୍ତି କି ? ସାବଧାନ, ହୋଇପାରେ ଏହି ସବୁ କ୍ଷତି

ଭୁବନେଶ୍ୱର: ଜଣେ ସାଧାରଣ ବ୍ୟକ୍ତିଙ୍କର ହସିବା, କାନ୍ଦିବା, ରାଗିବା, ଲାଜ କରିବା ଏସବୁ ଏକ ପ୍ରକୃତି। ମନୁଷ୍ୟଙ୍କର ଏହି ସବୁ କ୍ରିୟା ସାଧାରଣ ଅଟେ। କିନ୍ତୁ ବେଳେ ବେଳେ କିଛି ଲୋକଙ୍କୁ ସର୍ବଦା ଅତ୍ୟଧିକ କ୍ରୋଧ ଲାଗେ। ଆଉ ସେ କ୍ରୋଧକୁ ନିୟନ୍ତ୍ରଣ କରିପାରେ ନାହିଁ। କ୍ରୋଧକୁ ଆୟତ୍ତ କରିବା…

ନୋଟରେ ଗାନ୍ଧୀଙ୍କ ବଦଳରେ ଅନୁପମଙ୍କ ଫଟୋ, ଜବତ ହେଲା କୋଟିଏରୁ ଅଧିକ ନକଲି ନୋଟ

ଅହମ୍ମଦାବାଦ୍: ଜବତ କଲା ପୋଲିସ୍ ବିଡା ବିଡା ନୋଟ୍ । ହଜାର ନୁହେଁ କି ଲକ୍ଷେ ନୁହେଁ ପୋଲିସ୍ ହାତରେ ଲାଗିଛି ଏକ କୋଟିରୁ ଉର୍ଦ୍ଧ୍ବ ନକଲି ନୋଟ୍ । ହେଲେ ଏ ନକଲି ନୋଟ ଜବତରେ ସବୁଠୁ ରୋଚକ କଥା ହେଉଛି ଏହି ନୋଟରେ ଗାନ୍ଧିଙ୍କ ବଦଳରେ ରହିଛି ବଲିଉଡ ଅଭିନେତା ଅନୁପମ ଖେରଙ୍କ ଫଟୋ ।…

ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ଦାଦା ସାହେବ ଫାଲକେ ଆୱାର୍ଡ

ମୁମ୍ବାଇ: ବଲିଉଡ୍ କିମ୍ଵଦନ୍ତୀ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ଆୱାର୍ଡରେ ସମ୍ମାନିତ କରାଯିବ। ଏନେଇ କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଟ୍ଵିଟ୍‌ କରି ଏହି ସୂଚନା ଦେଇଛନ୍ତି। ଭାରତୀୟ ସିନେମାରେ ବିଶିଷ୍ଟ ଅବଦାନ ପାଇଁ ତାଙ୍କୁ ଏହି ଫାଲକେ ସମ୍ମାନରେ ସମ୍ମାନିତ…

ଚନ୍ଦ୍ର ଉପରେ ମଧ୍ଯ ପଡିଛି ଲକଡାଉନର ପ୍ରଭାବ, କମିଥିଲା ତାପମାତ୍ରା…

ନୂଆଦିଲ୍ଲୀ: କରୋନା ମହାମାରୀ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିଲା। କୋଭିଡ ଲକଡାଉନ ଯୋଗୁ ବିଶ୍ୱରେ ଲକଡାଉନ୍ ମଧ୍ଯ କରାଯାଇଥିଲା। ଏବେ ଏକ ଗବେଷଣାରୁ ଜଣାପଡିଛି ଯେ ପୃଥିବୀରେ ଜାରି ଲକଡାଉନ୍ ଚନ୍ଦ୍ର ଉପରେ ମଧ୍ୟ ପ୍ରଭାବ ପକାଇଥିଲା। ଗବେଷଣାରୁ ମିଳିଥିବା ତଥ୍ଯ ଅନୁଯାୟୀ, ଏପ୍ରିଲ-ମେ…

ବିଜେଡି ବିବାଦରେ ଆକ୍ସନ: ୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ବର: ବିଜେଡି ଭିତର ବିବାଦ ଦିନକୁ ଦିନ ବଢୁଥିବା ବେଳେ ଏବେ ଆରମ୍ଭ ହୋଇଛି ଆକ୍ସନ ପ୍ରକ୍ରିୟା । ୪ଜଣ ବିଜେଡି ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଜିଲ୍ଲା ସଭାପତି । କର୍ପୋରେଟର ଅମରେଶ ଜେନା, ବିରଞ୍ଚି ମହାସୂପକାରଙ୍କୁ ନୋଟିସ ଯାଇଥିବା ବେଳେ ବିଜୁ ଛାତ୍ର ଜନତା ଦଳର…

ଟ୍ବିନ୍ ସିଟି ଦାୟିତ୍ବଭାର ଗ୍ରହଣ କଲେ ଦେବଦତ୍ତ ସିଂହ

ଭୁବନେଶ୍ବର: ନୂଆ ପୋଲିସ୍ କମିଶନର ବା ସିପି ଭାବେ ଦାୟିତ୍ବ ନେଲେ ଆଇପିଏସ୍ ସୁରେଶ ଦେବଦତ୍ତ ସିଂହ । ପୂର୍ବତନ ପୋଲିସ୍ କମିଶନର ସଞ୍ଜୀବ ପଣ୍ଡାଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି ଦେବଦତ୍ତ ସିଂହ । ତେବେ ଗତକାଲି ଆଇପିଏସ୍ ସ୍ତରରେ ବଡ ଅଦଳିବଦଳି କରିଥିଲେ ରାଜ୍ୟ ସରକାର ।…

ଜିଲ୍ଲାପାଳଙ୍କ ଅଫିସରେ ଲାଗିଲା ନିଆଁ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳାୟରେ ଲାଗିଲା ନିଆଁ । ହୁତୁହୁତୁ ହୋଇ ଜଲିଲା ଇନଭର୍ଟର । ତେବେ ଏଥିରେ କେହି ଆହତ ହୋଇନଥିବା ସୂଚନା ମିଳିଛି । ତେବେ ମିଳିଥିବା ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସରେ ଇନଭର୍ଟର ଫାଟି ଅଗ୍ନିକାଣ୍ଡ ଘଟିଛି । ଯେଉଁ…