Latest Odisha News

BREAKING NEWS

Yearly Archives

2024

ବଦଳିଲେ ବହୁ ଜିଲ୍ଲାର ଏସ୍‌ପି, ପିନାକ ମିଶ୍ର ହେଲେ ଭୁବନେଶ୍ୱରର ନୂଆ ଡିସିପି

ଭୁବନେଶ୍ୱର: ଆଜି ଏସ୍‌ପି ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ୨୦ଟି ଜିଲ୍ଲାର ଏସ୍‌ପିଙ୍କ ବଦଳି ହୋଇଛି। ବ୍ରହ୍ମପୁର ଓ ରାଉରକେଲାକୁ ମଧ୍ୟ ମିଳିଛନ୍ତି ନୂଆ ଏସ୍‌ପି। ଆଉ ଏହି କ୍ରମରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କୁ ମଧ୍ୟ ତାଙ୍କ ପଦରୁ ହଟାଇ ଦିଆଯାଇଛି। କଟକ ଡିସିପିଙ୍କର ମଧ୍ୟ…

ଟ୍ରାମ୍‌ ସେବା କ’ଣ ? କାହିଁକି ବନ୍ଦ ହେବ ୧୫୦ ବର୍ଷର ଐତିହାସିକ ଟ୍ରାମ୍‌ ସର୍ଭିସ୍

କୋଲକାତା: ପଶ୍ଚିମବଙ୍ଗ ସରକାର ୧୮୭୩ ମସିହାରେ ଆରମ୍ଭ ହୋଇଥିବା କୋଲକାତାର ଐତିହାସିକ ଟ୍ରାମ୍ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।  ଯାହା କୋଲକାତା ସହରର ଐତିହ୍ୟ ଏବଂ ଆକର୍ଷଣର ପ୍ରତୀକ ଭାବରେ ବିବେଚନା କରାଯାଏ। ୧୫୦ ବର୍ଷ ପୁରୁଣା ଟ୍ରାମ୍ ସେବାକୁ କୋଲକାତା ଲୋକଙ୍କ ପାଇଁ ଲାଇଫ୍…

କୋଣାର୍କରେ କାଉ ମଡ଼କ, ଆତଙ୍କିତ ସ୍ଥାନୀୟ ବାସିନ୍ଦା

ପୁରୀ: କୋଣାର୍କର ବିଭିନ୍ନ ସ୍ଥାନରେ କାଉ ମଡ଼କ ପରେ ପୁଣିଥରେ ବାର୍ଡ ଫ୍ଲୁ ବ୍ୟାପିବାର ଆଶଙ୍କା ଦେଖାଦେଇଛି। ସୂଚନାନୁସାରେ, ସ୍ଥାନୀୟ ଲୋକମାନେ କୋଣାର୍କର ଏକ କିଲୋମିଟର ଦୂରତ୍ୱ ମଧ୍ଯରେ ମୃତ କାଉ ଗୁଡିକୁ ପଡିଥିବାର ଦେଖିଥିଲେ। ଯଦିଓ କାଉମାନେ କାହିଁକି ମୃତ୍ୟୁବରଣ କରୁଛନ୍ତି ତାହାର…

ଅଚ୍ୟୁତ ସାମନ୍ତଙ୍କୁ ଆଇକନିକ ହେଲଥକେୟାର ଲିଡର୍‍ ସମ୍ମାନ

ଭୁବନେଶ୍ୱର: କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଆସୋସିଏସନ୍‍ ଅଫ୍‍ ହେଲ୍‍ଥକେୟାର ପ୍ରୋଭାଇଡର୍ସ (ଏଏଚ୍‍ପିଆଇ) ଇଣ୍ଡିଆ ପକ୍ଷରୁ ସମ୍ମାନଜନକ ଆଇକନିକ ହେଲଥକେୟାର ଲିଡର୍‍ ସମ୍ମାନ ପ୍ରଦାନ କରାଯାଇଛି। ରବିବାର ଚେନ୍ନାଇଠାରେ ଅନୁଷ୍ଠିତ ଦ୍ୱିତୀୟ ଏଏଚ୍‍ପିଆଇ…

ଆଇପିଏସ ସ୍ତରରେ ଅଦଳ ବଦଳ, ବଦଳିଲେ କଟକ-ଭୁବନେଶ୍ୱର ପୁଲିସ କମିଶନର

ଭୁବନେଶ୍ୱର: ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଛି। ବଦଳିଲେ କଟକ-ଭୁବନେଶ୍ୱର ପୁଲିସ କମିଶନର। ଗୁଇନ୍ଦା ନିର୍ଦ୍ଦେଶକ, କ୍ରାଇମବ୍ରାଞ୍ଚ ଏଡିଜିଙ୍କଠାରୁ ଆରମ୍ଭ କରି କଟକ-ଭୁବନେଶ୍ୱର ପୁଲିସ କମିଶନର ପର୍ଯ୍ୟନ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ଓ ବଡ଼ ବଡ଼ ପଦବୀରେ ଥିବା ଆଇପିଏସ ଅଫିସରଙ୍କୁ ବଦଳି…

ଟୁରିଷ୍ଟ ହୋଇ ରାତିରେ ବୁଲିଲେ ଏସପି ସୁକନ୍ୟା, ଆଉ ତା’ ପରେ… 

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆଗ୍ରାଠାରେ ମହିଳାଙ୍କ ସୁରକ୍ଷାକୁ ତଦାରଖ କରିବାକୁ ଯାଇ ଏସପି ସୁକନ୍ୟା ଶର୍ମା ଶୁକ୍ରବାର ରାତିରେ ପର୍ଯ୍ୟଟକ ଭାବେ ଏକ ଅଟୋରେ ବାହାରିଥିଲେ। ମହିଳାଙ୍କ ସୁରକ୍ଷା ପାଇଁ ଉପଲବ୍ଧ ଥିବା ୧୧୨ ନମ୍ବର ରାତି ବେଳା ସେବା ଯୋଗାଉଛି କି ନାହିଁ, ସେକଥା ମଧ୍ୟ ପରଖିଛନ୍ତି।…

ରାଜ୍ୟ ଲନ୍ ବଲ୍ ପ୍ରତିଯୋଗିତା ଉଦ୍‌ଘାଟିତ

ଭୁବନେଶ୍ବର : ଓଡ଼ିଶା ରାଜ୍ୟ ବୋଲିଂ ସଂଘ ପକ୍ଷରୁ ରାଜ୍ୟ କନିଷ୍ଠ ଓ ବରିଷ୍ଠ ଲନ୍ ବଲ୍ ପ୍ରତିଯୋଗିତା ରବିବାରଠାରୁ କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଛି । ଟେନିସ୍ ଷ୍ଟାଡିୟମ୍ ସେଣ୍ଟର୍ କୋର୍ଟରେ ଅସ୍ଥାୟୀ ଭାବେ ପ୍ରସ୍ତୁତ ଲନ୍ ବଲ୍ ଗାଲିଚା ଉପରେ ଖେଳାଯାଉଥିବା ଏହି ୩ ଦିନିଆ…

ବାଂଲାଦେଶ ବିପକ୍ଷ ଟି୨୦ ସିରିଜ:ଅଭିଷେକଙ୍କ ସହ କିଏ କରିବେ ଓପନିଂ

ନୂଆଦିଲ୍ଲୀ:ବାଂଲାଦେଶ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ଘୋଷିତ ୧୫ ଜଣିଆ ଦଳର ନେତୃତ୍ୱ ସୂର୍ଯ୍ୟକୁମାର ଯାଦବ ନେବେ । ଅକ୍ଟୋବର ୬ରେ ପ୍ରଥମ ଟି୨୦ ଗ୍ୱାଲିୟରରେ ଖେଳାଯିବ । ଏହା ପରେ ବାକି ୨ଟି ମ୍ୟାଚ ୯ ଏବଂ ୧୨ରେ ଦିଲ୍ଲୀ, ହାଇଦ୍ରାବାଦରେ…

ଆନ୍ଧ୍ରରୁ ଆଣି ଓଡ଼ିଶା ନମ୍ବର ଲଗାଇ ବିକୁଥିଲେ ବାଇକ; ୧୯ଟି ବାଇକ ସହ ଧରାପଡିଲା ଚୋର

ପାରଳାଖେମୁଣ୍ଡି: ଆନ୍ଧ୍ରରୁ ଚୋରି ଆଣି ଓଡ଼ିଶା ନମ୍ବର ଲଗାଇ ବାଇକ ବିକୁଥିଲା। ୧୯ଟି ବାଇକ ସହ ଧରାପଡିଲା ଚୋର। ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାରୁ ଚୋରି ହୋଇଥିବା ୧୯ଟି ବାଇକ୍ ଜବତ କରିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ। ଏହି ମାମଲାରେ ଅନ୍ୟଜଣ ଅଭିଯୁକ୍ତ ଫେରାର ଅଛି।…

ଆଜି ରାତିରେ ପ୍ରବଳ ବର୍ଷା: ବଜ୍ରପାତ ଓ ଝଡତୋଫାନ ନେଇ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତା ଦୁଇ ଘଣ୍ଟା ମଧ୍ୟରେ ଓଡିଶାର ୮ଟି ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏଥି ସହିତ କିଛି ଜିଲ୍ଲାରେ ଘଡ଼ଘଡି ମାରିବ। ପ୍ରବଳ ବେଗରେ ପବନ ମଧ୍ୟ ବୋହିବ।ଏନେଇ ସତର୍କ ସୂଚନା ଜାରି କରିଛି ଆଇଏମଡି। ରବିବାର ସନ୍ଧ୍ୟାରେ କିଛି…