କର୍ମଫଳ ଭୋଗୁଛି ପାକିସ୍ତାନ; ଜାତିସଂଘରେ ବର୍ଷିଲେ ଜୟଶଙ୍କର
ନୂଆଦିଲ୍ଲୀ: ଜାତିସଂଘରେ ଶେହବାଜ ସରିଫ ଭାରତ ବିରୁଦ୍ଧରେ ବିଷ ଉଗାରିବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ପାକିସ୍ତାନକୁ କଡା ନିନ୍ଦା କରିଛନ୍ତି।
ନ୍ୟୁୟର୍କରେ ୭୯ତମ ଜାତିସଂଘ ସାଧାରଣ ପରିଷଦ ବୈଠକକୁ ସମ୍ବୋଧିତ କରି ଜୟଶଙ୍କର କହିଛନ୍ତି ଯେ ଅନ୍ୟର ଜମି ଉପରେ ଅଧିକାର…