Latest Odisha News

BREAKING NEWS

Yearly Archives

2024

ନେପାଳରେ ବନ୍ୟା ଓ ଭୂସ୍ଖଳନ: ୧୧୨ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଲଗାତାର ବର୍ଷାରେ ବେହାଲ ହୋଇପଡିଛି ନେପାଳ । ଗତ ୨୪ ଘଣ୍ଟାରେ ଦେଶର ଅନେକ ସ୍ଥାନରେ ଲଗାତାର ବର୍ଷା କାରଣରୁ ବନ୍ୟା ଏବଂ ଭୁସ୍ଖଳନ ପରିସ୍ଥିତି ଉପୁଜିଛି । ଫଳରେ ଧନଜୀବନ ବ୍ୟାପକ ରୁପରେ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ ଏବଂ ବଜ୍ରାଘାତ ଯୋଗୁଁ ୧୧୨ ଜଣଙ୍କର…

ସୁନୀତା ଓ୍ବିଲିୟମ୍ସ ରିଟର୍ଣ୍ଣସ: କାଉଣ୍ଟ ଡାଉନ ଆରମ୍ଭ

ନୂଆଦିଲ୍ଲୀ: ଫେରିବେ ମହାକାଶଚାରୀ ସୁନୀତା ୱିଲିୟମ୍‌ସ । ଆରମ୍ଭ ହେଲା କାଉଣ୍ଟ ଡାଉନ । ସୁନୀତାଙ୍କୁ ମହାକାଶରୁ ଫେରାଇ ଗଲା କ୍ରୁ-୯ । ସୁନୀତା ଯାଇଥିବା ମହାକାଶଯାନ ବୋଇଂ ଷ୍ଟାରଲାଇନ୍‌ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିବାରୁ ଗତ ୬ ଜୁନ ୨୦୨୪ରୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ…

ଧରା ପଡିଲେ ଅମାନିଆ ଗାଡି ଚାଳକ, ଗାଡ଼ି ଚେକିଂ ବେଳେ ମିଳିଲା ପୁଳାପୁଳା ଟଙ୍କା

ଭୁବନେଶ୍ୱର: ଗାଡ଼ି ଚେକିଂ ବେଳେ ମିଳିଲା ପୁଳାପୁଳା ଟଙ୍କା । ଓମ୍‌ଫେଡ୍‌ ଛକ ନିକଟରେ କାର୍‌ରୁ ଟଙ୍କା ଜବତ କଲା ପୋଲିସ । ୪ ଲକ୍ଷ ୭୭ ହଜାର ଟଙ୍କା ଜବତ ସହ ଜଣେ ଯୁବକକୁ ଅଟକ ରଖିଛି ପୋଲିସ । ବ୍ୟକ୍ତି ଜଣଙ୍କ ହେଲେ ଦିବ୍ୟଜ୍ୟୋତି ନାୟକ। ପୋଲିସ ତାଙ୍କୁ ଅଟକ ରଖି ଟଙ୍କା ବାବଦରେ ପଚରାଉଚରା…

କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ବନାମ ଇଣ୍ଡିଆ କ୍ୟାପିଟଲ୍ସ

ସୁରଟ: ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ୨୦୨୪ ରେ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ଆଜିର ମ୍ୟାଚ ପାଇଁ ପ୍ରସ୍ତୁତି ଶେଷ କରିଛି । ସୁରଟର ଲାଲାଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ଆଜି ଦୀନେଶ କାର୍ତ୍ତିକଙ୍କ ଇଣ୍ଡିଆ କ୍ୟାପିଟଲ୍ସକୁ ଭେଟିବ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା । ସନ୍ଧ୍ୟା ୭ରେ ଖେଳ ଆରମ୍ଭ…

ବିଶ୍ୱ ହୃଦୟ ଦିବସ: ହାର୍ଟ ଫର ଆକ୍ସନ

ଭୁବନେଶ୍ଵର: ହୃଦ୍‌ରୋଗ (ସିଭିଡି-କାରଡିଓ ଭାସ୍କୁଲାର ଡିଜିଜ) ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ବିଶ୍ୱରେ ହୃତପିଣ୍ଡ ସ୍ୱାସ୍ଥ୍ୟ ସୁରକ୍ଷା କୁ ପ୍ରୋତ୍ସାହିତ କରିବା ପାଇଁ “ବିଶ୍ୱ ହୃତପିଣ୍ଡ ଦିବସ” ପ୍ରତିବର୍ଷ ସେପ୍ଟେମ୍ବର ୨୯ ରେ ପାଳନ କରାଯାଏ | ବ୍ୟକ୍ତିବିଶେଷ, ସରକାର ଏବଂ…

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ଯାତ୍ରୀ ମୃତ

ପ୍ରୟାଗରାଜ: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଚାଲିଗଲା ୬ ଯାତ୍ରୀଙ୍କ ଜୀବନ । ମଧ୍ୟପ୍ରଦେଶ ମୈହର ଜିଲ୍ଲାରେ ଏକ ବସ ଓ ଡମ୍ପର ପରସ୍ପର ସହ ଧକ୍କା ହେବାରୁ ୬ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ସେହିପରି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ…

ଆସିଲା ‘ରାଣ୍ଡିପୁଅ ଅନନ୍ତା’ର ଫାଷ୍ଟ୍‌ ଲୁକ୍‌..

ଭୁବନେଶ୍ୱର: ଫିଲ୍ମ ‘ରାଣ୍ଡିପୁଅ ଅନନ୍ତା’ ଫାଷ୍ଟ୍‌ ଲୁକ୍‌ ସାମ୍ନାକୁ ଆସିଛି । ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ଓଲିଉଡ୍‌ ର ହିରୋ ସବ୍ୟସାଚୀ ମିଶ୍ର । ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଏହି କାଳଜୟୀ ଗଳ୍ପ ‘ରାଣ୍ଡିପୁଅ ଅନନ୍ତା’କୁ ଚଳଚ୍ଚିତ୍ର ରୂପ ଦେଇଛନ୍ତି ଜାତୀୟ ପୁରସ୍କାର…

ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’କୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ମୋଟ ୬ଟି ବିଭାଗରେ ୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’କୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ…

ବିସିସିଆଇର ନୂଆ ଘୋଷଣା, ଏଣିକି ଆଇପିଏଲ୍ ଖେଳାଳିଙ୍କୁ ମିଳିବ ଏତେ ଟଙ୍କା

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ର ମେଗା ନିଲାମୀ ପୂର୍ବରୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଚିବ ଜୟ ଶାହା ଏକ ବଡ଼ ଘୋଷଣା କରିଛନ୍ତି। ସେ ଶନିବାର କହିଛନ୍ତି ଯେ ଦଳରେ ସାମିଲ ଖେଳାଳିଙ୍କୁ ମ୍ୟାଚ୍ ଫି ହିସାବରେ ପ୍ରତି ମ୍ୟାଚରେ ୭.୫ ଲକ୍ଷ ଟଙ୍କା ମିଳିବ। ଏଥି ସହିତ ଯଦି ଜଣେ…