Latest Odisha News

BREAKING NEWS

Yearly Archives

2024

ନର୍ସିଂ ଆନ୍ଦୋଳନ ସମ୍ପର୍କରେ ବଡ ଖବର ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ଆନ୍ଦୋଳନ ପ୍ରତ୍ୟାହୃତ ପାଇଁ ନର୍ସିଂ ସଂଘ ରାଜି ହୋଇଥିବା ନେଇ ସୂଚନା ଦେଲେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆଜି ସନ୍ଧ୍ୟାରେ ଆଲୋଚନା ପରେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି…

ଭାରତ ଆଶିର୍ବାଦ, ଇରାକ ଓ ଇରାନ ଅଭିଶାପ; ଜାଣନ୍ତୁ କାହିଁକି ଏଭଳି କହିଲେ ନେତାନ୍ୟାହୁ

ନୂଆଦିଲ୍ଲୀ: ମିଳିତ ଜାତିସଂଘର ସାଧାରଣ ସଭାର ୭୯ତମ ଅଧିବେଶନରେ ଶୁକ୍ରବାର ଦିନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ବିଶ୍ୱକୁ ଦୁଇଟି ମାନଚିତ୍ର ଦେଖାଇଛନ୍ତି। ସେଥିମଧ୍ୟରେ ସେ ସାଉଦି ଆରବ ଭଳି କେତେକ ଦେଶକୁ ଅଭିଶାପ ବୋଲି ବର୍ଣ୍ଣନା କରିଥିବାବେଳେ ମାନଚିତ୍ରରୁ ପାଲେଷ୍ଟାଇନ…

ଭଦ୍ରକ ବିବାଦୀୟ ପୋଷ୍ଟ ମାମଲାରେ ୯ ଅଭିଯୁକ୍ତ ଗିରଫ

ଭଦ୍ରକ: ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକ ସନ୍ଥିଆ ଠାରେ ଉପୁଜିଥିବା ତୁମୁଳକାଣ୍ଡ ଘଟଣାରେ ପୋଲିସ ଆଜି ୯ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହା ସହିତ ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ନେଇ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ତେବେ ବର୍ତ୍ତମାନ ସହରରେ…

ଟିପିଏସଓଡିଏଲର ଏଚଓଟିଟି କେନ୍ଦ୍ର ଓ ଟ୍ୟାମ୍ପର ଟେଷ୍ଟିଂ ଲ୍ୟାବ ଉଦଘାଟିତ

ବ୍ରହ୍ମପୁର: ବ୍ରହ୍ମପୁରର ଆମ୍ବଗଡ଼ ଠାରେ ଏକ ଅତ୍ୟାଧୁନିକ ହ୍ୟାଣ୍ଡସ୍ ଅନ୍ ଟେକ୍ନିକାଲ ଟ୍ରେନିଂ ସେଣ୍ଟର (ଏଚ୍ଓଟିଟି) ଓ ଟ୍ୟାମ୍ପର ଟେଷ୍ଟିଂ ଲ୍ୟାବ୍ ଉଦଘାଟିତ ହୋଇଛି । କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ଓ ମିଟରର ସଠିକ୍ ଉପଯୋଗିତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା…

ଭୁବନେଶ୍ୱରରେ ଆରମ୍ଭ ହେଲା ପ୍ରୋଡିଜି କ୍ଲାସିକାଲ୍ ଚେସ୍ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ପ୍ରଫେସନାଲ୍ ଚେସ୍ ଟ୍ରେନିଙ୍ଗ ଏକାଡେମୀ (ପ୍ରୋ-ଚେସ୍‌-ଟା) ଠାରେ ପ୍ରୋଡିଜି କ୍ଲାସିକାଲ୍ ଚେସ୍ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ସଂସ୍କରଣ ଆରମ୍ଭ ହୋଇଯାଇଛି । ଓଡ଼ିଶା କ୍ରୀଡା ଓ ଯୁବସେବା ବିଭାଗ ଦ୍ୱାରା ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାରେ ୧୦୦ରୁ ଉର୍ଦ୍ଧ୍ୱ…

୧୯ ବର୍ଷରୁ କମ ମହିଳା ଟି୨୦ ଟ୍ରଫି: ମଣିପୁର ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଓଡିଶା

ଭୁବନେଶ୍ୱର: ବିସିସିଆଇ ଦ୍ୱାରା ଆୟୋଜିତ ୧୯ ବର୍ଷରୁ କମ ମହିଳା ଟି୨୦ ଟ୍ରଫିରେ ମଣିପୁର ବିପକ୍ଷରେ ଓଡିଶା ତାର ଅଭିଯାନ ଆରମ୍ଭ କରିବ । ନାଗପୁରରେ ଏହା ଆୟୋଜିତ ହେବ । ପୂଜା ଯାଦବଙ୍କ ନେତୃତ୍ୱାଧୀନ ଓଡିଶା ଟିମ ଏଥିପାଇଁ ନାଗପୁର ଅଭିମୁଖେ ଯାତ୍ରା କରିଛନ୍ତି । ଓଡିଶା ଅକ୍ଟୋବର ୧ରେ ମଣିପୁରକୁ…

ସ୍କ୍ରବ୍ ଟାଇଫସରେ ଜଣେ ମହିମା ସାଧୁ ମୃତ

କଟକ: ଆଉ ଗୋଟିଏ ଜୀବନ ନେଲା ସ୍କ୍ରବ୍ ଟାଇଫସ୍। କଟକସ୍ଥିତ ମହିମା ଆଶ୍ରମର ଜଣେ ସାଧୁଙ୍କ ଚିକିତ୍ସାଧୀନ ଅବସ୍ଥାରେ ଜୀବନ ଯାଇଛି। ସୂଚନାନୁସାରେ, ମହିମା ସମ୍ପ୍ରଦାୟର ଜଣେ ଅନୁଗାମୀ ପ୍ରଭାକର ଦାସ ନିଆଳି ବ୍ଲକ ଅନ୍ତର୍ଗତ ଅନଲୋ ଗ୍ରାମରେ ରହୁଥିଲେ। କିଛି ସମୟ ପୂର୍ବରୁ ସେ ଔଷଧୀୟ ଗଛ…

କୋହଲିଙ୍କୁ ପଛରେ ପକାଇଲେ ୱିଲିୟମସନ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ଅବସରରେ ନ୍ୟୁଜିଲାଣ୍ଡର ସିନିୟର ବ୍ୟାଟ୍ସମ୍ୟାନ କେନ ୱିଲିୟମସନ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି । କୋହଲି ୧୧୪ ମ୍ୟାଚରେ ୮୮୭୧ ରନ କରିଥିବା ବେଳେ ୱିଲିୟମସନ ୧୦୨ ମ୍ୟାଚରେ ୮୮୮୧ ରନ ସଂଗ୍ରହ କରି…

କୋରାପୁଟରେ ପୁଷ୍ଟିହୀନତାର ମୁକାବିଲା ପାଇଁ ୟୁନିସେଫ୍ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ

କୋରାପୁଟ: ନ୍ୟାସନାଲ ହେଲଥ ମିଶନ (ଏନଏଚଏମ୍) ଏବଂ ଓଡିଶା ସରକାରଙ୍କ ମିଳିତ ସହଯୋଗରେ ୟୁନିସେଫ, କୋରାପୁଟ ଜିଲ୍ଲାରେ ଅପପୃଷ୍ଟି ରୋକିବା ପାଇଁ ଏକ ମିଡିଆ ରାଉଣ୍ଡ ଟେବୁଲ ବୈଠକ ଆୟୋଜନ କରିଛି । ବୈଠକରେ ଜିଲ୍ଲାରେ ଦେଖାଦେଉଥିବା ଗୁରୁତର କୁପୋଷଣ ସମସ୍ୟାର ସମାଧାନ କରିବା ଉପରେ ଆଲୋଚନା…

ଆରମ୍ଭ ହେଲେ ରାଜ୍ୟସ୍ତରୀୟ ସବଜୁନିୟର ମହିଳା ହକି

ରାଉରକେଲା: ହକି ଆସୋସିଏଶନ ଅଫ ଓଡିଶା ପକ୍ଷରୁ ତୃତୀୟ ସବ ଜୁନିୟର ମହିଳା ହକି ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି । ଏହି ଚାମ୍ପିୟନଶିପରେ ୨୦ଟି ବଛା ବଛା ଦଳ ଅଂଶଗ୍ରହଣ କରୁଛନ୍ତି । ରାୟଗଡା, ଝାରସୁଗୁଡା, ସ୍ପୋର୍ଟ୍ସ ହଷ୍ଟେଲ ରାଉରକେଲା, ରାଉରକେଲା ଷ୍ଟିଲ ପ୍ଲାଂଟ, କିଟ ଏବଂ…