Latest Odisha News

BREAKING NEWS

Yearly Archives

2024

‘ଧୁମ୍ ୪’ରେ ନଜର ଆସିବେ ରଣବୀର କପୁର

ମୁମ୍ବାଇ: ଆଦିତ୍ୟ ଚୋପ୍ରାଙ୍କ ସବୁଠୁ ବଡ ଫ୍ରାଞ୍ଚାଇଜ୍ 'ଧୁମ୍ ୪'ରେ ରଣବୀର କପୁର ଏଣ୍ଟ୍ରି କରିବେ ବୋଲି ଚର୍ଚ୍ଚା ହେଉଛି। ୨୦୦୪ରେ ମୁକ୍ତିଲାଭ କରିଥିବା 'ଧୁମ୍'ର ଏହା ଚତୁର୍ଥ ସିକ୍ୱେଲ୍। ତେବେ ଚର୍ଚ୍ଚା ହେଉଛି 'ଧୁମ୍ ୪'ରେ ଅଭିଷେକ ବଚ୍ଚନ ଏବଂ ଉଦୟ ଚୋପ୍ରା ଦେଖିବାକୁ ମିଳିବେନି।…

ରବୀନ୍ଦ୍ର ଜାଡେଜାଙ୍କ ନାମରେ ରହିଛି ଏହି ବିଶ୍ୱରେକର୍ଡ

କାନପୁର: ଭାରତର ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ନାମରେ ଏ ଭଳି ଏକ ବିଶ୍ୱରେକର୍ଡ ଅଛି ଯାହାକି ପ୍ରାୟତଃ ଜାଣି ନ ଥିବେ । ୧୮୭୭ ପରଠାରୁ ବିଶ୍ୱ କ୍ରିକେଟରେ ବିଭିନ୍ନ ଦେଶରୁ ୩୧୮୭ଜଣ ଖେଳାଳି ଖେଳିଛନ୍ତି । ତେବେ ଜାଡେଜା ଯେଉଁ ରେକର୍ଡ କରିଛନ୍ତି ତାହା ଅନ୍ୟ କୌଣସି ଖେଳାଳି କରିପାରି…

ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ସାମୀଙ୍କ ସ୍ଥାନ ନେଇ ପାରନ୍ତି ଆକାଶଦୀପ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ସିରିଜରେ ଭାରତର ଯୁବ ପେସ ବୋଲର ଆକାଶଦୀପଙ୍କ ପ୍ରଦର୍ଶନକୁ ସମସ୍ତେ ପ୍ରଶଂସା କରୁଛନ୍ତି । ଘରୋଇ କ୍ରିିକେଟ ପରେ ଏବେ ସେ ଆନ୍ତର୍ଜାତୀୟସ୍ତରରେ ମଧ୍ୟ ପ୍ରଭାବିତ କରୁଛନ୍ତି । ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ଆକାଶଦୀପ ଟିମ ଇଣ୍ଡିଆରେ…

ଆସନ୍ତା ସୋମବାରରେ ବନ୍ଦ ରହିବ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ସେପ୍ଟେମ୍ବର ୩୦ ତାରିଖ ଅର୍ଥାତ୍ ସୋମବାର ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜନ ଅଭିଯୋଗ ଶୁଣାଣି । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଜରୁରୀ ଗୁରୁତ୍ୱପୂର୍ଣ୍ଣ ସରକାରୀ…

ସେହି ଦଇବ ଭରସା: ଜୀବନ ଟିକକ ପାଇଁ ଜୀବନକୁ ପାଣି ଛଡାଇ ଯିବାକୁ ପଡୁଛି…

ଅମରାବତୀ: କୁହନ୍ତିନି ପେଟ ପାଇଁ ସବୁ ନାଟ । ସେମିତି ଜୀବନ ଥିବା ଯାଏଁ ଏହି ମଣିଷ ସଂଘର୍ଷ କରିଥାଏ । କିପରି ବଞ୍ଚିବ ? ଯାହାର ଏକ ବିକଳ ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିପରି ଜୀବନ ପାଇଁ ଜୀବନକୁ ବାଜିରେ ଲଗାଇ ମୃତ୍ୟୁ ଯନ୍ତାରେ ପାଦ ଥୋଇ ଯାଉଛନ୍ତି ଗାଁ ଲୋକେ…

ବିରାଟଙ୍କୁ ଦେଖିବାକୁ ୭ ଘଣ୍ଟାରେ ୫୮ କିମି. ସାଇକେଲ ଚଳାଇ ଆସିଲେ ୧୫ ବର୍ଷର ବାଳକ

କାନପୁର: କ୍ରିକେଟର ବିରାଟ କୋହଲିଙ୍କ ବହୁ ପ୍ରଶଂସକ ରହିଛନ୍ତି। ହେଲେ ଇଏ ହେଉଛନ୍ତି ଏଭଳି ଜଣେ ଫ୍ୟାନ ଯିଏ କୋହଲିଙ୍କ ବ୍ୟାଟିଂ ଦେଖିବା ପାଇଁ ୫୮ କିଲୋମିଟର ସାଇକେଲ ଚଳାଇ ଆସିଛନ୍ତି। କାନପୁରର ଗ୍ରୀନପାର୍କ ଷ୍ଟାଡିୟମରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍…

ସ୍ବାମୀ ମାନଙ୍କୁ ଅଳସୁଆ ଓ ବୋକା କହି କ୍ଷମା ମାଗିଲା ଫ୍ଲିପକାର୍ଟ

ନୂଆଦିଲ୍ଲୀ: ଲୋକପ୍ରିୟ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟରେ ଏବେ 'ବିଗ୍-ବିଲିୟନ ଡେ ସେଲ୍' ଅଫର ଚାଲିଛି। କମ୍ପାନୀ ଏହି ବିକ୍ରୟକୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ଅନଲାଇନରେ ଅନେକ ବିଜ୍ଞାପନ ଭିଡିଓ ମଧ୍ୟ ସେୟାର କରିଥିଲା। ଏହାରି ମଧ୍ୟରେ ଗୋଟିଏ ବିଜ୍ଞାପନ ପାଇଁ କିନ୍ତୁ କମ୍ପାନୀକୁ କ୍ଷମା…

କୁଲଗାମରେ ଏନକାଉଣ୍ଟର:୨ ଆତଙ୍କବାଦୀ ମୃତ, ୪ ଜବାନ ଆହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ଗୁଳିବିନିମୟରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ ୪ ଜଣ ଯବାନଙ୍କ ସମେତ ଜଣେ ପୁଲିସ କର୍ମୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।…

ରାତି ୨ଟାରେ ମହିଳା ଥାନାକୁ ଗଲେ…

ଭୁବନେଶ୍ବର: ଚୋର ଡାଳେ ଡାଳେ ଗଲେ ପୋଲିସ ପତ୍ରେ ପତ୍ରେ ଯାଉ । ରାତି ୨ଟାରେ ବି ମହିଳା ଥାନାକୁ ଗଲେ ଧୈର୍ଯ୍ୟର ସହ ଶୁଣ । ଅପରାଧୀ ଯେଉଁ ପଦରେ ରହିଲେ ବି ହେଉ ଆକ୍ସନ୍ । ଜିଲ୍ଲାପାଳ ଓ ଏସପିଙ୍କ ସମ୍ମିଳନୀର ଦ୍ବିତୀୟ ଦିନରେ ଅଧିକାରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।…

କଂଗ୍ରେସର ନିର୍ବାଚନୀ ଇସ୍ତାହାର; ମହିଳାଙ୍କୁ ମିଳିବ ମାସିକ ଦୁଇ ହଜାର ଟଙ୍କା, ବଢିବ ଭତ୍ତା

ଚଣ୍ଡିଗଡ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଶନିବାର ଦିନ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। କଂଗ୍ରେସର ୪୦ ପୃଷ୍ଠାର ଇସ୍ତାହାରରେ ବିଭିନ୍ନ ଘୋଷଣା କରାଯାଇଛି। ଏଥିରେ ଲୋକଙ୍କୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ଯୋଗାଇଦେବା ଏବଂ ମହିଳାମାନଙ୍କୁ ପ୍ରତି…