Latest Odisha News

BREAKING NEWS

Yearly Archives

2024

ଟିକେଟ୍ ବ୍ଲାକମାର୍କେଟିଂ ନେଇ ବୁକମାଇ ଶୋ’କୁ ସମନ

ମୁମ୍ବାଇ: ବୁକ୍ ମାଇ ଶୋ’ର ବୈଷୟିକ ହେଡ ଏବଂ ସିଇଓ ଆଶିଷ ହେମରାଜାନୀଙ୍କୁ କୋଲ୍ଡପ୍ଲେ କନ୍ସର୍ଟ ଟିକେଟ୍ ବ୍ଲାକମାର୍କେଟିଂ ମାମଲାରେ ମୁମ୍ବାଇ ପୋଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ ସମନ କରିଛି। ଉଭୟଙ୍କୁ ଶନିବାର ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ହେବାକୁ କୁହାଯାଇଛି। ଆଇନଜୀବୀ ଅମିତ…

ସିରିଞ୍ଜ ଛାଡିଲେ ନର୍ସିଂ କର୍ମଚାରୀ, ରୋଗୀ ସେବା ପ୍ରଭାବିତ

ଭୁବନେଶ୍ବର: ଗତ ୪ ଦିନ ଧରି ଆନ୍ଦୋଳନରେ ବସିଥିବା ନର୍ସିଂ କର୍ମଚାରୀ ଆଜି ସିରିଞ୍ଜ ଛାଡ କରିଛନ୍ତି । ସଂପୂର୍ଣ୍ଣ ସେବା ବନ୍ଦ କରି ୧୦ ଦଫା ଦାବିରେ ଅହୋରାତ୍ର ଆନ୍ଦୋଳନର ଡାକରା ଦେଇଛନ୍ତି ନର୍ସିଂ ଷ୍ଟାଫ୍ । ଫଳରେ ବହୁ ସ୍ଥାନରେ ରୋଗୀ ସେବା ବ୍ୟାହତ ହୋଇଛି  । ତେବେ ୪ ଦିନ…

ମାଓବାଦୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ଚେତାବନୀ: ଫେରିଆସ, ନହେଲେ….

ଭୁବନେଶ୍ବର: ଆଜି ଲୋକସେବା ଭବନରେ ସବୁ ଜିଲ୍ଲାର ଏସପିଙ୍କୁ ପୋଲିସ୍ ଓ ପ୍ରଶାସନ ଗୁରୁଦାୟିତ୍ବ ନେଇ ଗୁରୁମନ୍ତ୍ର ଦେବା ସହ ମାଓବାଦୀଙ୍କୁ କଡା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, କିଛି ମାଓ ପୀଡିତଙ୍କୁ ଭେଟି ପୂର୍ବରୁ କେନ୍ଦ୍ର…

ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ନେଇ ହାଇ ଆଲର୍ଟ

ମୁମ୍ବାଇ: ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ନେଇ ଆଲର୍ଟ ଜାରି। ଆତଙ୍କବାଦୀ ଆକ୍ରମଣ ନେଇ ଆଇବି ଏବଂ ଅନ୍ୟ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ସଚେତନ କରିବା ପରେ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ମୁମ୍ବାଇ ପୋଲିସ ସୁରକ୍ଷା ବଢାଇ ଦେଇଛି। ମୁମ୍ବାଇର ଅନେକ ଧାର୍ମିକ ସ୍ଥାନ ତଥା ଅନ୍ୟାନ୍ୟ ଜନଗହଳି…

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ପୋଲିସଙ୍କୁ ମିଳିବ ବାଇକ୍

ଭୁବନେଶ୍ବର: ଆଜି ଲୋକସେବା ଭବନରେ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ସମ୍ମିଳନୀର ଦ୍ବିତୀୟ ଦିନରେ ପୋଲିସ ବିଭାଗ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପ୍ରତି ପୋଲିସ ପାଖରେ ରହିବ ବାଇକ୍। ଏହାସହିତ ପୋଲିସ୍ ଷ୍ଟେସନ ପାଇଁ ଅଧିକ ଚାରି ଚକିଆ ଯାନର ବ୍ୟବସ୍ଥା କରାଯିବ।…

ରାଉଲକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ: ୫ ଶ୍ରମିକ ଗୁରୁତର

ରାଉଲକେଲା: ରାଉଲକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ ଧରଣର ବିସ୍ଫୋରଣ ଘଟିଛି । ଆଜି ସକାଳେ ଏହି ଅଘଟଣ ଘଟିଥିବା ବେଳେ ଏଥିରେ ୫ ଜଣ ଶ୍ରମିକ ଗୁରୁତର ଆହତ ହୋଇଛିନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପନ୍ନା ଥିବା ସୂଚନା ମିଳିଛି । ତେବେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର…

ଆଉନାହାଁନ୍ତି ହଲିଉଡ ଲୋକପ୍ରିୟ ଅଭିନେତ୍ରୀ ମ୍ୟାଗି ସ୍ମିଥ

ନୂଆଦିଲ୍ଲୀ: ଆଉନାହାଁନ୍ତି ହଲିଉଡ ଲୋକପ୍ରିୟ ଅଭିନେତ୍ରୀ ମ୍ୟାଗି ସ୍ମିଥ l ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ଥିଲେ ଏବଂ ଶୁକ୍ରବାର ଦିନ ସେ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡିଛି । ସ୍ମିଥଙ୍କ…

ତାଗିଦ୍ କଲେ ମୁଖ୍ୟମନ୍ତ୍ରୀ; ‘ଅପରାଧିଙ୍କ ପ୍ରତି ଶୂନ୍ୟ ସହନଶୀଳତା ନୀତି’

ଭୁବନେଶ୍ବର: ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସମ୍ମିଳନୀର ଦ୍ବିତୀୟ ଦିନ । ଗତକାଲି ଲୋକସେବା ଭବନରେ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେଇଥିବା ବେଳେ ଆଜି ସବୁ ଜିଲ୍ଲାର ଏସ୍‌ପିଙ୍କ ମିଳିତ ସମ୍ମିଳନୀରେ ଏସ୍ପିଙ୍କୁ କଡା ତାଗିଦ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । କିଭଳି…

ସୋସିଆଲ୍ ମିଡିଆ ଉତ୍ତେଜନା: ଭଦ୍ରକ ଜିଲ୍ଲାରେ ୪୮ ଘଣ୍ଟିଆ ଇଣ୍ଟରନେଟ୍ ସେବା ବନ୍ଦ

ଭଦ୍ରକ: ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ଦେଖାଦେଇଥିବା ଉତ୍ତେଜନା ପରେ ଭଦ୍ରକ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରିଛି ଜିଲ୍ଲା ପ୍ରଶାସନ । ଭଦ୍ରକ ଜିଲ୍ଲାରେ ଶାନ୍ତିଶୃଙ୍ଖଳା ଫେରାଇବା ଲକ୍ଷ୍ୟରେ ସୋସିଆଲ୍‌ ମିଡିଆ ମନା l ସେପ୍ଟେମ୍ବର ୩୦ ରାତି ୨ଟା ପର୍ଯ୍ୟନ୍ତ ଲାଗୁ ହେଲା କଟକଣା l…

୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ, ଚକଅଖ ବନ୍ଦ

ବଲାଙ୍ଗୀର: ୨ ଦଫା ଦାବିନେଇ ୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ । ପାଟଣାଗଡ଼କୁ ନୂଆ ରେଳ ଲାଇନ୍ ଓ ବାଇପାସ୍‌ ଦାବିରେ ସିଟିଜେନ୍ ଫୋରମ୍ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ । ଫଳରେ ଦୋକାନ ବଜାର, ରାସ୍ତାଘାଟ ଆଦି ବନ୍ଦ ରହିଥିବା ବେଳେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।…