Latest Odisha News

BREAKING NEWS

Yearly Archives

2024

ସରପଞ୍ଚଙ୍କ ଗୁଳିରେ ଯୁବକ ଗୁରୁତର, ଥାନାରେ ଏତଲା

ସୁବର୍ଣ୍ଣପୁର: ସରପଞ୍ଚଙ୍କ ଗୁଳିରେ ଯୁବକ ଗୁରୁତର । ମନମୁଣ୍ଡା ଥାନା କସୁରବନ୍ଧ ସରପଞ୍ଚଙ୍କ ବିରୋଧରେ ଫାୟାରିଂ ଅଭିଯୋଗ । ସରପଞ୍ଚଙ୍କ ଗୁଳିମାଡରେ କସୁରବନ୍ଧର ଜଣେ ଯୁବକ ଆହତ । ଆହତ ଯୁବକ ଜଣଙ୍କ ହେଉଛନ୍ତି ଉକ୍ତ ଅଞ୍ଚଳର ରାଜେନ୍ଦ୍ର କର୍ଣ୍ଣ। ରାଜେନ୍ଦ୍ରଙ୍କର ଦୁଇ ଗୋଡ଼ରେ ଗୁଳି ବାଜିଛି ।…

ଜାଣନ୍ତି କି ? କେତେ ଓଜନ ସମ୍ଭାଳିପାରେ ମଣିଷ ମୁଣ୍ଡର ଗୋଟିଏ କେଶ !

ଯେକୌଣସି ବ୍ୟକ୍ତିର ସୁନ୍ଦର କେଶ ତାଙ୍କ ବ୍ୟକ୍ତିତ୍ୱକୁ ଆକର୍ଷଣୀୟ କରିଥାଏ। ଆଜିକାଲି ପ୍ରତ୍ୟେକ ବ୍ୟକ୍ତି ନିଜ କେଶକୁ ଲମ୍ବା ଏବଂ ମୋଟା ରଖିବାକୁ ଚେଷ୍ଟା କରନ୍ତି। କିନ୍ତୁ ଆପଣ ଜାଣନ୍ତି କି କେଶ କେତେ ମଜଭୁତ ଏବଂ ଶକ୍ତିଶାଳୀ? ଯେକୌଣସି ବ୍ୟକ୍ତିର ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ…

ମନେ ପଡନ୍ତି ଶହୀଦ ଭଗତ ସିଂ, ଜନ୍ମ ବାର୍ଷିକୀରେ ଦେଶ ମନେ ପକାଉଛି ଭଗତ ସିଂଙ୍କ ବିରତ୍ୱର ଗାଥା

ଭୁବନେଶ୍ଵର: ମନେ ପଡନ୍ତି ଶହୀଦ ଭଗତ ସିଂ । ଯେତେବେଳେ ଭାରତର କ୍ରାନ୍ତିକାରୀ ନେତାଙ୍କ ନାମ ଆସେ ସେଥିରେ ପ୍ରଥମେ ଭଗତ ସିଂ ନାମ ରହିଥାଏ। ଗାନ୍ଧିଜୀ ଅହିଂସା ଉପାୟରେ ଦେଶ ସ୍ଵାଧିନତା କରିବାକୁ ଚାହୁଁଥିଲା ବେଳେ ଭଗତ ସିଂ ଏହାର ବିପରୀତ ଥିଲେ। ପିଲାବେଳୁ ଚାରିଆଡ଼େ ସ୍ଵାଧିନତାର ସ୍ଵର ଶୁଣି…

୨୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍, ୪ ମୃତ

ଜଳେଶ୍ୱର: ୨୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍ । ୪ ମୃତ, ୧୬ ଜଣଙ୍କ ଅବସ୍ଥା ସଂକଟାପନ୍ନ, ୨୩ରୁ ଅଧିକ ଯାତ୍ରୀ ଆହତ । କ୍ରିଷ୍ଣା ନାମକ ଘରୋଇ ବସ୍ ୫୭ ଜଣ ଯାତ୍ରୀଙ୍କୁ ନେଇ ଉତ୍ତର ପ୍ରଦେଶରୁ ପୁରୀ ଆସୁଥିବା ବେଳେ ଏନ୍ଏଚ୍-୧୬ ଚାଲନ୍ତି ବାଇପାସ୍ ଛକ ନିକଟରେ ଦୁର୍ଘଟଣା । ସୂଚନା…

ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା, ପୋଲିସକୁ ମାଡ଼, ୯ ଅଟକ

ଭଦ୍ରକ: ସିଟି ଡିଏସ୍‌ପି ଓ ଟାଉନ୍ ଥାନା ଏସ୍‌ଆଇଙ୍କୁ ଆକ୍ରମଣ l ଭଦ୍ରକ ପୁରୁଣାବଜାର ଥାନା ସନ୍ଥିଆରେ ଉତ୍ତେଜନା । ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା । ତହସିଲଦାରଙ୍କ ଗାଡ଼ି ଭଙ୍ଗାରୁଜା କରିବା ସହ ପୋଲିସକୁ ପଥର ମାଡ଼ କରିଥିଲେ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକ । ପଥରମାଡ଼ରେ ୨…

ଇୟରବଡ୍ କାନକୁ ବିପଦ ! ଜାଣନ୍ତୁ ସୁରକ୍ଷିତ ବ୍ୟବହାରର କୌଶଳ

ଆଜିକାଲି ସମସ୍ତେ ଇୟରବଡ ବ୍ୟବହାର କରୁଥିବା ଏକ ସାଧାରଣ କଥା ପାଲଟିଛି। କେବଳ ଯୁବକ ନୁହଁନ୍ତି ବୟସ୍କମାନେ ମଧ୍ୟ ଇୟର ଫୋନ୍ ବହୁଳ ଭାବରେ ବ୍ୟବହାର କରୁଛନ୍ତି। ଓୟାରଲେସ୍ ବା ବେତାର ଇୟରବଡ ଯାହା ଲମ୍ବା ତାରରୁ ମୁକ୍ତି ପାଇବା ପାଇଁ ଲୋକ ବ୍ୟବହାର କରୁଛନ୍ତି, ତାହା ବହୁତ ଷ୍ଟାଇଲିସ୍ ଏବଂ…

‘ଓଡ଼ିଶାରେ ଶିକ୍ଷକଙ୍କ ନିଯୁକ୍ତି କେବଳ ଶିକ୍ଷାବିତ୍‌ ହିଁ କରିବେ’

ଭୁବନେଶ୍ୱର: ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅବାହକତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଯାଇଛି । ବୈଠକରେ ମନ୍ତ୍ରୀ ଶ୍ରୀ ସୂରଜ ଓଡ଼ିଶାରେ ବିଶ୍ୱବିଦ୍ୟାଳୟ ମାନଙ୍କରେ ଖାଲି ପଡିରହିଥିବା ଅଧ୍ୟାପକ ପଦବୀ ଗୁଡିକ ଯେପରି ଅତି ଶୀଘ୍ରରୁ ଶୀଘ୍ର ପୂରଣ ହୋଇପାରିବ ସେହି ଦିଗରେ ପଦକ୍ଷେପ…

ଉଜୈନର ପ୍ରସିଦ୍ଧ ମହାକାଳ ମନ୍ଦିରରେ ଅଘଟଣ..

ଉଜୈନ: ମଧ୍ୟପ୍ରଦେଶର ଉଜୈନରେ ଥିବା ପ୍ରସିଦ୍ଧ ମହାକାଳ ମନ୍ଦିରରେ ଅଘଟଣ । ପ୍ରବଳ ବର୍ଷା କାରଣରୁ ମହାକାଳ ମନ୍ଦିରର ପାଚେରୀ ଭୁଷୁଡି ପଡିଛି । ଏହା ତଳେ ଚାପି ହୋଇ ୨ ଜଣଙ୍କ ର ମୃତ୍ୟୁ ଘଟିଥିବା ବେଳେ, ୪ ଜଣ ଆହତ ହୋଇଛନ୍ତି । ଏଥିରେ ଆହତ ୪ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି…

ଓଡିଶାରେ ଅପରାଧ ରୋକିବା ଦିଗରେ ସରକାରଙ୍କ ବଡ ପଦକ୍ଷେପ

ଭୁବନେଶ୍ୱର: ଓଡିଶାର ପିଲାମାନଙ୍କୁ ସାଇବର ସୁରକ୍ଷା ଉପରେ ଶିକ୍ଷା ପ୍ରଦାନ ନିମନ୍ତେ ଓଡିଶାରେ ‘ନ୍ୟାସନାଲ ଫରେନ୍ସିକ ସାଇନ୍ସ ୟୁନିଭରସିଟି’ର ଏକ କ୍ୟାମ୍ପସ ପ୍ରତିଷ୍ଠା କରାଯିବ । ଏନେଇ ଆଜି ଏହି ଜାତୀୟ ବିଶ୍ବବିଦ୍ୟାଳୟର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ…

ବ୍ରାଡମ୍ୟାନଙ୍କ ରେକର୍ଡ ସହ ସମକକ୍ଷ ହେଲେ ଶ୍ରୀଲଙ୍କାର ଏହି ବ୍ୟାଟ୍ସମ୍ୟାନ

ଗେଲ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଅବସରରେ ଶ୍ରୀଲଙ୍କାର ଯୁବ ବ୍ୟାଟ୍ସମ୍ୟାନ କାମିନ୍ଦୁ ମେଣ୍ଡିସ ପ୍ରଭାବୀ ପ୍ରଦର୍ଶନ ବଳରେ ଡନ ବ୍ରାଡମ୍ୟାନଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ସେ ଟେଷ୍ଟ କ୍ରିକେଟରେ ଦ୍ରୁତ ୧୦୦୦ ରନ ପୂର୍ଣ୍ଣ କରିବାରେ ଏହି ମହାନ ଖେଳାଳିଙ୍କ ସହ…