Latest Odisha News

BREAKING NEWS

Yearly Archives

2024

ଅନୁଗୁଳ ଟ୍ରିପଲ ମର୍ଡର ମାମଲା; ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ କୋର୍ଟ

ଅନୁଗୁଳ: ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଗମ୍ଭାରୀମଳିଆ ଗାଁରେ ବହୁ ଚର୍ଚ୍ଚିତ ଟ୍ରିପଲ ମର୍ଡର ମାମଲାରେ ଆଜି ରାୟ ପ୍ରକାଶ ପାଇଛି । ଦୁଇ ହତ୍ୟାକାରୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଆଠମଲ୍ଲିକ ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଉଭୟ ଅଭିଯୁକ୍ତ ହେଲେ ନନ୍ଦ କିଶୋର ସେଠୀ ଓ ପ୍ରକାଶ ବେହେରା ।…

କୋଡ଼ିଏ ବର୍ଷରେ ‘ବାହାରେ ବର୍ଷା’: ଏକ ପାଠକୀୟ ଆସର

ଭୁବନେଶ୍ୱର: ସରୋଜ ବଳଙ୍କ ପ୍ରଥମ ଉପନ୍ୟାସ ‘ବାହାରେ ବର୍ଷା’ କୁ କୋଡ଼ିଏ ବର୍ଷ ପୁରିଛି । ଏହି ଅବସରରେ ‘ଟାଇମ୍‍ପାସ୍‍’ ଦ୍ୱାରା ପ୍ରକାଶିତ ଏହାର ପଞ୍ଚମ ସଂସ୍କରଣ ଲୋକାର୍ପିତ ହେବା ସହିତ ଏକ ମନୋଜ୍ଞ ପାଠକୀୟ ଆସର ଆୟୋଜିତ ହୋଇଯାଇଛି । ୱିସଡମ୍‍ ଟ୍ରି ଗ୍ଲୋବାଲ ସ୍କୁଲ ପରିସରରେ ଏକ ବର୍ଷଣମୁଖର…

କାହିଁକି କମିଯାଉଛି ‘ଦ କପିଲ ଶର୍ମା’ ସୋ’ର ଭ୍ୟୁୟର୍ସ !

ମୁମ୍ବାଇ:‘ଦ କପିଲ ଶର୍ମା ସୋ’ର ଲୋକପ୍ରିୟତା ଦେଶ ତଥା ଦେଶ ବାହାରେ ବି ରହିଛି। ବିଦେଶରେ ବି ଲୋକେ ‘ଦ କପିଲ ଶର୍ମା’ ସୋ’କୁ ଦେଖିବାକୁ ଖୁବ ଭଲ ପାଆନ୍ତି। ବିଦେଶରେ ଏହି ସୋ’ର ଲୋକପ୍ରିୟତା ବି ରହିଛି। ହେଲେ କିଛି ଦିନ ପୂର୍ବେ ତାଙ୍କ ସୋ ବନ୍ଦ ଥିଲା। ବର୍ତ୍ତମାନ ପୁଣିଥରେ କମେଡି…

ହିଜବୋଲ୍ଲା ବିରୋଧରେ ଇସ୍ରାଏଲର ଶେଷ ଯୁଦ୍ଧ ?

ନୂଆଦିଲ୍ଲୀ: ଇସ୍ରାଏଲ ଓ ଲେବାନନର ସିହା ମିଲିସିଆ ହିଜବୋଲ୍ଲା ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ। ଇରାନ ସମର୍ଥିତ ହିଜବୋଲ୍ଲା ବିରୋଧରେ ପୂର୍ଣ୍ଣ ଲଢେଇ ପାଇଁ ଘୋଷଣା କରିଛି। ପଛକୁ ହଟିବାକୁ ଇସ୍ରାଏଲ ନାରାଜ । ଗାଜାରେ ପାଲେଷ୍ଟିନୀୟ ଚରମପନ୍ଥୀ ସଂଗଠନ ହମାସକୁ ନିରବ କରିବା ପରେ ଏବେ…

ତିରୁପତିରେ ଝଡ଼…ଓଡିଶାରେ କମ୍ପନ

ଭୁବନେଶ୍ବର: ତିରୁପତି ପ୍ରସାଦ ବିବାଦ ପରେ ଓଡିଶାରେ କମ୍ପନ । ଶ୍ରୀମନ୍ଦିର ମହାପ୍ରସାଦର ହେବ ମାନ ପରୀକ୍ଷଣ । ରୋଷଶାଳାକୁ ଜିନିଷ ଯିବା ପୂର୍ବରୁ ଓ ରୋଷଶାଳାରୁ ଅବଢା ବାହାରିବା ପରେ ମାନ ପରୀକ୍ଷଣ କରାଯିବ । ଅବଢାର ଶୁଦ୍ଧତା ସୁନିଶ୍ଚିତ କରିବାକୁ ଏଭଳି ପଦକ୍ଷେପ ନିଆଯିବ ବୋଲି ଆଇନ ମନ୍ତ୍ରୀ…

ମୋତେ କହିଥିଲେ ଗେଟ୍ ଆଉଟ୍…

ଭୁବନେଶ୍ବର: ଥାନାରୁ ଗେଟ୍ ଆଉଟ୍ କହିଥିଲେ ଆଇଆଇସି। ବିରୋଧୀ ଦଳ ମୁଖ୍ୟ ସଚେତକ ଥିବା ବେଳେ କେନ୍ଦୁଝର ଥାନାରେ ମୋହନ ମାଝୀଙ୍କ ସହ ଦୁର୍ବ୍ୟବହାର କରିଥିଲେ ଥାନା ଅଧିକାରୀ। ଲୋକସେବା ଭବନରେ ଜିଲ୍ଲାପାଳ ସମ୍ମିଳନୀରେ ଥାନାରେ ପୂର୍ବରୁ ତାଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାର ସଂପର୍କରେ କହି…

ରାହୁଲଙ୍କୁ ସୈଫଙ୍କ ପ୍ରଶଂସା, କହିଲେ ରାହୁଲ ଗାନ୍ଧୀ ହେଉଛନ୍ତି ସବୁଠାରୁ ସାହସୀ ନେତା

ନୂଆଦିଲ୍ଲୀ: ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ଅଭିନେତା ଜୁନିଅର ଏନଟିଆରଙ୍କ ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ଦେବାରା-୧ l ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଜୁନିଅର ଏନଟିଆର ଓ ଜାହ୍ନବୀ କପୁର l ତେବେ ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ନଜର ଆସିଛନ୍ତି ବଲିଉଡ ଅଭିନେତା ସୈଫ…

ସିନ୍‌ କାଟିଲେ ରିଲିଜ୍‌ ହେବ ଫିଲ୍ମ ‘ଏମର୍ଜେନ୍ସି’ !

ମୁମ୍ବାଇ: ବାଦ ବିବାଦ ଘେରରେ ରହିଥିବା କଙ୍ଗନା ରଣାୱତ୍‌ଙ୍କ ଫିଲ୍ମ ‘ଏମର୍ଜେନ୍ସି’କୁ ନେଇ ବଡ଼ ଖବର ଆସିଛି। ଏହି ଫିଲ୍ମର କିଛି ସିନ୍‌ କାଟିଲେ ହିଁ ବକ୍ସଅଫିସରେ ରିଲିଜ ହେବ ବୋଲି କୋର୍ଟ କହିଛନ୍ତି। ଏହି ଫିଲ୍ମ ରିଲିଜ୍‌କୁ ନେଇ ଗତ ଗୁରୁବାର ବମ୍ବେ ହାଇକୋର୍ଟରେ ଶୁଣାଣି ହୋଇଛି। କୋର୍ଟ…

ଭିଜିଲାନ୍ସ ହାତରେ ଧରାପଡିଲେ ସହକାରୀ ଯନ୍ତ୍ରୀ

କୋରାପୁଟ: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡି ବସିଲା ଭିଜିଲାନ୍ସ । ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗୁହାଳ…

ଫାର୍ମାସୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବ୍ରହ୍ମପୁର: ଫାର୍ମାସୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର l ଗଞ୍ଜାମ ଜିଲ୍ଲା ଖଡ଼ାସିଙ୍ଗ ସ୍ଥିତ ରୋଲାଣ୍ଡ ଫାର୍ମାସୀ କଲେଜ୍ ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି l ମୃତ ଛାତ୍ରୀଜଣକ ହେଲେ ପୁରୀ କୃଷ୍ଣ ପ୍ରସାଦ ଅଞ୍ଚଳର ୧୯ ବର୍ଷୀୟ ଋତୁପୂର୍ଣ୍ଣା ଦାଶ। ସେ…