Latest Odisha News

BREAKING NEWS

Yearly Archives

2024

“କୃଷି କନକ୍ଲେଭ ୨୦୨୪”: କୃଷକର ଭବିଷ୍ୟତ ସୁଦୃଢ଼ କରିବାକୁ ଏକ ଅନନ୍ୟ ପ୍ରୟାସ

ଭୁବନେଶ୍ୱର: ଓଡିଶା ହେଉଛି କୃଷି ଭିତ୍ତିକ ରାଜ୍ୟ । କୃଷି ଆମ ରାଜ୍ୟର ଅର୍ଥନୀତିର ପରିମାପକ । କୃଷି ଭିତ୍ତିକ କାର୍ଯ୍ୟକଳାପକୁ ସବୁଠି ପ୍ରାଧାନ୍ୟ ଦିଆଯାଉଛି। କୃଷକଙ୍କୁ ମଧ୍ୟ ରାଜ୍ୟ ତଥା କେନ୍ଦ୍ର ସରକାର ପ୍ରୋତ୍ସାହନ ଦେଇଛନ୍ତି । ଓଡ଼ିଶାର କୃଷି ଓ କୃଷକର ବିକାଶକୁ ଲକ୍ଷ୍ୟ କରି ରାଜ୍ୟ…

ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା

ଭୁବନେଶ୍ବର: ଓଡ଼ିଶାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଆଜି ରାଜ ଭବନ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ । ଦିନିକିଆ ଗସ୍ତରେ ଆସି ଆଜି ସକାଳ ସାଢେ ୧୦ଟା ବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ରଜଭବନ ଯାଇ ରାଜ୍ୟପାଳଙ୍କ ସହ…

ଅରୁଣାଚଳର ପର୍ବତ ଶିଖରରେ ଉଡିଲା ତ୍ରିରଙ୍ଗା, ଡ୍ରାଗନ୍‌କୁ ଗଲା କଡା ସନ୍ଦେଶ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ପ୍ରସଙ୍ଗରେ ଡ୍ରାଗନର ପୁଣି ନାଲି ଆଖି । ଅରୁଣାଚଳକୁ ପୁଣି ନିଜର ବୋଲି ଦାବି କରିଛି ଚୀନ୍ । ଦେଇଛି ଚିରାଚରିତ ବୟାନ । ଅରୁଣାଚଳ ପ୍ରଦେଶ ଓ ଲଦ୍ଦାଖରେ ଭାରତ ଯାହା ବି କଲେ ଚୀନ୍ କଡା ପ୍ରତିକ୍ରିୟା ଦେଉଛି, ଯାହା କି ବେଜିଂ ପାଇଁ ଏକ ପ୍ରକାର ଅଭ୍ୟାସରେ ପରିଣତ…

ଅଭାବନୀୟ: ସ୍କୁଲ ପାଇଁ ଛାତ୍ରଙ୍କୁ ଦେଇଦେଲେ ବଳି

ହାଥରସ: ଇଂଟରନେଟ ଯୁଗରେ ଭୟଙ୍କର ଅନ୍ଧବିଶ୍ୱାସ । ଆଜି ବି ଗୁଣିଗାରେଡି, ତନ୍ତ୍ରମନ୍ତ୍ର ଓ କଳାଯାଦୁ ଉପରୁ ଉଠିନାହିଁ ବିଶ୍ୱାସ । ଶିକ୍ଷିତ, ପାଠୁଆମାନେ ବି ଅନ୍ଧବିଶ୍ୱାସର ମାୟାଜାଲରୁ ମୁକୁଳି ପାରୁନାହାନ୍ତି । ଗୁଣିଗାରେଡି, କୁହୁକ ବିଦ୍ୟା ଓ କଳାଯାଦୁର ଭୟଙ୍କର ପରିଣତି ଦେଖିବାକୁ ମିଳୁଛି…

ବଢୁଛି ଜଳସ୍ତର, ହୀରାକୁଦ ଖୋଲିଲା ଆଉ ୩ଟି ଗେଟ୍

ଭୁବନେଶ୍ୱର; ଖୋଲିଲା ହୀରାକୁଦର ଆଉ ୩ଟି ଗେଟ୍ l ଜଳଭଣ୍ଡାରରେ ଜଳସ୍ତର ବଢୁଥିବାରୁ ଆଜି ଆଉ ୩ଟି ଗେଟ୍ ଖୋଲାଯାଇଛି। ପୂର୍ବରୁ ୪ଟି ଗେଟ ଖୋଲାଥିବା ବେଳେ ଏବେ ଆଉ ୩ଟି ଗେଟ୍ ଖୋଲିଛି l ବର୍ତ୍ତମାନ ମୋଟ ୭ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି l ଉପର ମୁଣ୍ଡରେ ପ୍ରବଳ ବର୍ଷା…

ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହେଲା ବାବା ପଞ୍ଚଲିଙ୍ଗେଶ୍ଵରଙ୍କ ଦର୍ଶନ

ବାଲେଶ୍ୱର: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହେଲା ବାବା ପଞ୍ଚଲିଙ୍ଗେଶ୍ଵରଙ୍କ ଦର୍ଶନ l ଲଗାଣ ବର୍ଷାରେ ବେହାଲ ସାରା ଓଡିଶା l ସେପଟେ ଗତ କିଛିଦିନ ଧରି ବାଲେଶ୍ୱରରେ ପ୍ରବଳ ବର୍ଷା ହେବ କାରଣରୁ ଅନେକ ସ୍ଥାନରେ ବନ୍ୟା ସ୍ଥିତି ଉପଜିଛି l ସେପଟେ ଲଗାଣ ବର୍ଷା କାରଣରୁ ବାବା…

ଭରତପୁର ମାମଲା: ଆଉ ୪ ନିଲମ୍ବିତ ପୁଲିସ୍‌ କର୍ମଚାରୀଙ୍କର ବି ହୋଇପାରେ ପଲିଗ୍ରାଫ ଟେଷ୍ଟ

ଭୁବନେଶ୍ୱର: ଭାରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରାଯିବ ଘଟଣାରେ ନିଲମ୍ବିତ ହୋଇଥିବା ୫ ପୋଲିସ କର୍ମଚାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ l ପୂର୍ବରୁ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ପଲିଗ୍ରାଫ୍‌ ଟେଷ୍ଟ ନିମନ୍ତେ କୋର୍ଟ ଅନୁମତି ଦେଇଥିବା ବେଳେ ଆଜି…

ଗମ୍ଭୀରଙ୍କ ସ୍ଥାନ ନେଲେ ଡ୍ୱେନ ବ୍ରାଭୋ

କୋଲକାତା: ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ତଥା ମହାନ ଅଲରାଉଣ୍ଡର ଡ୍ୱେନ ବ୍ରାଭୋ କୋଲକାତା ନାଇଟ ରାଇଡର୍ସର ନୂଆ ମେଂଟର ହୋଇଛନ୍ତି । ଆଇପିଏଲର ୨୦୨୫ ସଂସ୍କରଣରେ ସେ ଏହି ଦାୟିତ୍ୱ ତୁଲାଇବେ । ଦୀର୍ଘ ଦିନ ପରେ ବ୍ରାଭୋ ଚେନ୍ନାଇ ସୁପର କିଙ୍ଗସ ଓ ମହେନ୍ଦ୍ର ସିଂ ଧୋନୀଙ୍କୁ ଛାଡିଛନ୍ତି ।…

ପୂର୍ବ କଥା ମନେ ପକାଇଲେ ମୁଖ୍ୟମନ୍ତ୍ରୀ, କହିଲେ ଥାନାରେ ମୋତେ ଗେଟ୍ ଆଉଟ୍‌ କହିଥିଲେ ଆଇଆଇସି

ଭୁବନେଶ୍ୱର: ଆଜିଠୁ ଲୋକସେବା ଭବନରେ ୨ ଦିନିଆ ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ ହୋଇଛି l ସମ୍ମିଳନୀରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ମଧ୍ୟ ଉପସ୍ଥିତ ଅଛନ୍ତି l ତେବେ ଆଜି ଜିଲ୍ଲାପାଳଙ୍କ ସହ ବୈଠକ ପରେ…

ଚାଇନା ବନାମ ଦେଶୀ ରସୁଣ: ହାଇକୋର୍ଟରେ ପହଁଚିଲା ମାମଲା

ଲକ୍ଷ୍ନୌ: ସାଧାରଣତଃ ଚାଇନା ଜିନିଷକୁ ନେଇ ଭାରତରେ ମୋଦୀ ସରକାର ବେଳେ ବିରୋଧାଭାସ ଦେଖିବାକୁ ମିଳିଛି। ବୟକଟ୍ ଚାଇନା ନାରା ଦେଇ ସ୍ୱଦେଶୀ ଖେଳଣାଠୁ ଆରମ୍ଭ କରି ଯୁଦ୍ଧାସ୍ତ୍ର ଉପରେ ମୋଦୀ ସରକାର ଗୁରୁତ୍ୱ ଦେଇଆସୁଛନ୍ତି। ଏହାରି ଭିତରେ ଚାଇନା ରସୁଣକୁ ନେଇ ବିବାଦ ତେଜିଛି। ଆଉ ଏହା…