ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦେବାରା-୧’, ହଲରେ ଖଚାଖଚ ଭିଡ
ମୁମ୍ବାଇ: ରିଲିଜ ହୋଇଛି ଜୁନିଅର ଏନଟିଆରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦେବାରା ପାର୍ଟ -୧’ । ଜୁନିଅର ଏନଟିଆରଙ୍କ ଆରଆରଆର ଚଳଚିତ୍ରର ୬ ବର୍ଷ ପରେ ଶେଷରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ଆକ୍ସନ ବୟଙ୍କ ‘ଦେବାରା ପାର୍ଟ -୧’ l ଫିଲ୍ମର ଟ୍ରେଲର ରିଲିଜ ହେବ ପରଠାରୁ ପ୍ରଶଂସକମାନେ ବେଶ…