Latest Odisha News

BREAKING NEWS

Yearly Archives

2024

ଆପଣ ଜାଣନ୍ତି କି କେଉଁ ସମୁଦ୍ରରୁ ସର୍ବାଧିକ ମାଛ ଧରାଯାଏ ଓ ଏହାର କାରଣ କ’ଣ?

ମାଛ ହେଉଛି ଏକ ପ୍ରାଣୀ ଯାହା ପ୍ରାୟ ସମସ୍ତ ପ୍ରକାର ଜଳରେ ବାସ କରନ୍ତି। କେବଳ ଏତିକି ନୁହେଁ, ସମଗ୍ର ବିଶ୍ୱରେ ମାଛ ପାଇଁ ବହୁତ ଚାହିଦା ରହିଛି। ଅଧିକାଂଶ ଲୋକେ ମାଛ ଖାଆନ୍ତି। କିନ୍ତୁ ଆପଣ ଜାଣନ୍ତି କି ଦୁନିଆର କେଉଁ ସମୁଦ୍ରରୁ ସର୍ବାଧିକ ସଂଖ୍ୟକ ମାଛ ଧରା ଯାଏ? ଆଜି ଆମେ ଆପଣଙ୍କୁ ଏହା…

ବିବାହ ବନ୍ଧନରେ ବାନ୍ଧି ହେଲେ ପିଭି ସିନ୍ଧୁ

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ତାଙ୍କ ଜୀବନର ନୂଆ ଇନିଂସ ଆରମ୍ଭ କରିଛନ୍ତି। ସେ ଡିସେମ୍ବର ୨୨ରେ ଉଦୟପୁରରେ ଏକ ବିଶାଳ ସମାରୋହରେ ଭେଙ୍କଟ ଦତ୍ତା ସାଇଙ୍କୁ ବିବାହ କରିଥିଲେ। ବିବାହ ବେଳର ଏକ ଫଟୋ ସାମ୍ନାକୁ ଆସିଛି। ଏହି ଅବସରରେ ଉଭୟେ ପାରମ୍ପାରିକ ପୋଷାକ…

ଦିଲ୍ଲୀ ଦରବାରରେ ଓଡିଆ ନାଟକ ‘ନାଲିପାନ ରାଣୀ ଓ କଳାପାନ ଟିକା’

ନୂଆଦିଲ୍ଲୀ: ଦିଲ୍ଲୀ ଦରବାରରେ ମଞ୍ଚସ୍ଥ ହେଲା ଓଡିଆ ନାଟକ ‘ନାଲିପାନ ରାଣୀ ଓ କଳାପାନ ଟିକା’ । ଗତ ୨୨ ତାରିଖରେ ବିଶ୍ବଜିତ ଦାସଙ୍କ ଲୋକପ୍ରିୟ ଓଡିଆ ନାଟକ ‘ନାଲିପାନ ରାଣୀ ଓ କଳାପାନ ଟିକା’ ଦିଲ୍ଲୀ ସ୍ଥିତ ଶ୍ରୀରାମ ସେଣ୍ଟରରେ ଇଂରାଜୀ ଭାଷାରେ ଅଭିନୀତ ହୋଇଯାଇଛି । ଯାହା ଦର୍ଶକଙ୍କୁ…

ଆମେରିକାର ଏହି ସହରରେ ଇଣ୍ଟରନେଟ୍-ୱାଇଫାଇ ନିଷେଧ, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ଆଜି ଇଣ୍ଟରନେଟ୍ ବିନା ଏକ ବିଶ୍ୱ କଳ୍ପନା କରିବା କଷ୍ଟକର। କାରଣ ଆଜି ବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକମାନେ କେବଳ ଇଣ୍ଟରନେଟ୍ ମାଧ୍ୟମରେ ଏକାଠି କାମ କରିବାକୁ ସକ୍ଷମ ଅଟନ୍। କିନ୍ତୁ ଆପଣ ଜାଣନ୍ତି କି ଏପରି ଏକ ସହର ଅଛି ଯେଉଁଠାରେ ଇଣ୍ଟରନେଟ୍ ଏବଂ ୱାଇଫାଇ ବ୍ୟବହାର ଉପରେ ପ୍ରତିବନ୍ଧକ ଅଛି।…

ଅଜବ ସଉକ: ଜିଭରେ ଟାଟୁ କଲେ ଯୁବକ, ଆଉ ତାପରେ…

ଆଜିକାଲି ଷ୍ଟାଇଲିସ୍ ଏବଂ କୁଲ ଦେଖାଯିବା ପାଇଁ ଅଧିକାଂଶ ଲୋକ ନିଜ ଶରୀରର ବିଭିନ୍ନ ଅଙ୍ଗରେ ଟାଟୁ କରିଥା’ନ୍ତି। ଯେଉଁମାନେ ଟାଟୁ ବନେବାକୁ ଭଲ ପାଆନ୍ତି, ସେମାନେ ନିଜ ଶରୀରର କୌଣସି ଅଙ୍ଗ ଛାଡନ୍ତି ନାହିଁ। ନିକଟରେ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଜିଭକୁ କାଟି ଟାଟୁ…

କୃଷକ ଦିବସ ୨୦୨୪: ଚାଷୀଙ୍କ ପାଇଁ ସରକାର ଏହି ୬ଟି ଯୋଜନା ଚଳାନ୍ତି, କିପରି ଲାଭ ପାଇବେ ଜାଣନ୍ତୁ

ନୂଆଦିଲ୍ଲୀ: ପ୍ରତିବର୍ଷ ୨୩ ଡିସେମ୍ବର ଭାରତରେ ଜାତୀୟ କୃଷକ ଦିବସ ଭାବରେ ପାଳନ କରାଯାଏ | ଦେଶର ୫ମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ଜନ୍ମ ବାର୍ଷିକୀ ଅବସରରେ କୃଷକ ଦିବସ ପାଳନ କରାଯାଏ। ତେବେ କୃଷକ ଦିବସ ଅବସରରେ କୃଷକଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଆରମ୍ଭ ହେଇଥିବା…

କ’ଣ ରହିଛି ମାନଦଣ୍ଡ, କେମିତି ବଛାଯାଏ ଗଣତନ୍ତ୍ର ପରେଡରେ ପ୍ରଦର୍ଶିତ ଝାଙ୍କୀ?

ନୂଆଦିଲ୍ଲୀ: ନୂଆବର୍ଷର ଗଣତନ୍ତ୍ର ଦିବସ ପାଇଁ ପରେଡର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଆଉ ଏଥର ମଧ୍ୟ ପୁଣି ଥରେ ପରେଡରେ ନଜର ଆସିବନି ଦିଲ୍ଲୀ ଝାଙ୍କୀ । କାରଣ କେନ୍ଦ୍ର ସରକାର ଏଥର ମଧ୍ୟ ଦିଲ୍ଲୀ ସରକାରଙ୍କ ପ୍ରସ୍ତାବିତ ଝାଙ୍କୀକୁ ଖାରଜ କରିଦେଇଛନ୍ତି । ଯାହାକୁ ନେଇ ଏବେ ଆପ ଏବଂ ବିଜେପି…

ଡିସଚାର୍ଜ ପରେ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର ହେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

ନୂଆଦିଲ୍ଲୀ: ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର ହେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ l ଦିଲ୍ଲୀର ଆରଏମଏଲ ନୋଏଡ଼ାର ଏକ ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତର ହେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ l ସଂସଦରେ ରାହୁଲ ଗାନ୍ଧିଙ୍କ ଠେଲାପେଲାରେ ଆହତ ହୋଇଥିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ l ସେବେଠାରୁ ଡାକ୍ତରଖାନାରେ…

ପତ୍ନୀଙ୍କ ଭରଣପୋଷଣ ପାଇଁ ୨ ଲକ୍ଷ ଦେବାକୁ ନିର୍ଦ୍ଦେଶ, ରାଗରେ ୧ ଓ ୨ ଟଙ୍କିଆ କଏନ ଧରି କୋର୍ଟରେ ପହଞ୍ଚିଲେ… 

କୋଏମ୍ବାଟୁର: ଆଜିକା ସମୟରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଆପୋଷ ବୁଝାମଣା ବଦଳରେ ଛାଡପତ୍ରକୁ ଅଧିକ ଗୁରୁତ୍ବ ମିଳୁଛି। ଏହି ମଧ୍ୟରେ କୋଏମ୍ବାଟୁର କୋର୍ଟରେ ଘଟିଥିବା ଘଟଣାକୁ ନେଇ ସବୁଠି ଚର୍ଚ୍ଚା। ସୂଚନା ଅନୁଯାୟୀ, ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ପତ୍ନୀଙ୍କୁ ଭରଣପୋଷଣ ଦେବା ପାଇଁ ୮୦…

ନୂଆବର୍ଷରୁ ମାଲକାନଗିରିରୁ ବିମାନସେବା ଆରମ୍ଭ!

ମାଲକାନଗିରି: ନୂଆବର୍ଷରୁ ମାଲକାନାଗିରିରୁ ଉଡିବ ବିମାନ । ଓଡିଶାର ପୂର୍ବଘାଟ ଉପରେ ବିଶାଖାପାଟନମ୍ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ମାଲକାନଗିରି ମଧ୍ୟରେ ଏକ ବିମାନସେବା ଆରମ୍ଭ ହେବାକୁ ନେଇ ସବୁଜ ସଂକେତ ମିଳିଛି । ସଂପ୍ରତି ଅପରେଟର ଇଣ୍ଡିଆ ଓ୍ବାନରୁ ଏକ ନଅ ସିଟ୍ ବିଶିଷ୍ଟ ଜେଟ୍ ଚଳାଇବା…