Latest Odisha News

BREAKING NEWS

Yearly Archives

2024

ବଢୁଛି ଜଳ ସ୍ତର; ଖୋଲିଲା ହୀରାକୁଦର ଆଉ ୨ଟି ଗେଟ୍

ସମ୍ବଲପୁର: ଉପର ମୁଣ୍ଡରେ ପ୍ରବଳ ବର୍ଷା ଲାଗିରହିଥିବାରୁ ହୀରାକୁଦ ଜଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଆଜି ପୁଣି ହୀରାକୁଦ ଡ଼୍ୟାମର ଆଉ ୨ଟି ଗେଟ୍ ଖୋଲାଯାଇଛି । ଏହାକୁ ମିଶାଇ ମୋଟ ୪ଟି ଗେଟ୍ ମାଧ୍ୟମରେ ଜଳ ନିଷ୍କାସନ ଚାଲିଛି । ଏନେଇ ହୀରାକୁଦ ଡ଼୍ୟାମ…

ଟେଷ୍ଟ କ୍ରିକେଟରୁ ଅବସର ନେବେ ଶାକିବ ଉଲ ହାସନ

କାନପୁର: ବାଂଲାଦେଶର ଷ୍ଟାର ଅଲରାଉଣ୍ଡର ଶାକିବ ଉଲ ହାସନ ଆନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ସେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯଦି ସବୁ କିଛି ଠିକଠାକ ରୁହେ ତେବେ ଦକ୍ଷିଣ ଆଫିକା ବିପକ୍ଷ ମୀରପୁର ଟେଷ୍ଟ ତାଙ୍କର…

ମାଓବାଦୀଙ୍କ ବର୍ବର କାଣ୍ଡ; ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ନିର୍ମମ ହତ୍ୟା

ମାଲକାନଗିରି: ପୁଣି ବଳି ପଡିଲେ ନିରୀହ ଜନତା । ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମୃତକ ହେଲେ ଭେଜ୍ଜି ଥାନା ଅନ୍ତର୍ଗତ ଭଣ୍ଡାରପଦର ଗ୍ରାମର ସୋୟମ ପାଣ୍ଡୁ (୫୦) । ଖବର ମୁତାବକ, ମାଓବାଦୀ ସୋୟମ ପାଣ୍ଡୁଙ୍କୁ ଘରୁ…

ପଞ୍ଜାବ ମୁଖ୍ୟମନ୍ତ୍ରୀ ହସ୍ପିଟାଲରେ ଭର୍ତ୍ତି 

ଚଣ୍ଡିଗଡ: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ହସ୍ପିଟାଲରେ ଭର୍ତ୍ତି ହେବା ପରେ ସାରା ଡାକ୍ତରଖାନାର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ତେବେ…

ଇଣ୍ଡିଆନ ଓପନ ୨୩ ବର୍ଷରୁ କମ ଆଥଲେଟିକ୍ସ ପ୍ରତିଯୋଗିତାରେ ଭାଗ ନେବେ ଓଡିଶାର ୧୦ ଆଥଲେଟ

ଭୁବନେଶ୍ୱର: ପାଟନାରେ ୨୮ରୁ ୩୦ ସେପ୍ଟମ୍ବର ପର୍ଯ୍ୟନ୍ତ ୪ର୍ଥ ଇଣ୍ଡିଆନ ଓପନ ୨୩ ବର୍ଷରୁ କମ ଆଥଲେଟିକ୍ସ ପ୍ରତିଯୋଗିତା ଆୟୋଜିତ ହେବ । ଓଡିଶାର ୧୦ ପ୍ରତିଭାବାନ ଆଥଲେଟ ଏଥିରେ ଅଂଶଗ୍ରହଣ କରିବା ପାଇଁ ଗସ୍ତ କରିଛନ୍ତି । ସମସ୍ତ ଆଥଲେଟ ଓଡିଶା ଆରଏଫ ଆଥଲେଟିକ୍ସ ହାଇ ପର୍ଫମାନ୍ସ ସେଂଟରରେ…

ସିଆଚିନ୍ ବେସ୍ କ୍ୟାମ୍ପରେ ରାଷ୍ଟ୍ରପତି, ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ

ଲଦାଖ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦିନ ସିଆଚେନ୍ ବେସ୍ କ୍ୟାମ୍ପ ପରିଦର୍ଶନ କରିଛନ୍ତି। ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ରରେ ନିୟୋଜିତ ଯବାନଙ୍କୁ ଭେଟିବା ସହ କହିଛନ୍ତି ଯେ ସମସ୍ତ ଦେଶବାସୀ ସେମାନଙ୍କ ସାହସିକତାକୁ ନମସ୍କାର କରୁଛନ୍ତି। ସୈନିକମାନଙ୍କୁ ସମ୍ବୋଧିତ କରି…

ଏଲଏଲସି ଯୁବ ଖେଳାଳିଙ୍କୁ ବିଶେଷ ଭାବେ ପ୍ରୋତ୍ସାହିତ କରୁଛି: ୟୁସୁଫ

ସୁରଟ: ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ୟୁସୁଫ ପଠାନ ଏବେ ଲିଜେଣ୍ଡସ ଲିଗ କ୍ରିକେଟରେ କୋଣାର୍କ ସୂର୍ଯ୍ୟାସ ଓଡିଶା ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି । ଚଳିତ ସଂସ୍କରଣରେ କୋଣାର୍କ ସୂର୍ଯ୍ୟାସ ଓଡିଶା ତାର ପ୍ରଥମ ମ୍ୟାଚରେ ମଣିପାଲ ଟାଇଗର୍ସକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି ।…

ସ୍ୱିଜରଲାଣ୍ଡର ‘ସୁଇସାଇଡ୍ କ୍ୟାପସୁଲ’ : ପ୍ରଥମ ପ୍ରୟୋଗରୁ ହିଁ ବିବାଦ

ନୂଆଦିଲ୍ଲୀ: ସ୍ୱିଜରଲାଣ୍ଡରେ ଏବେ ଚହଳ ପକାଇଛି ଆତ୍ମହତ୍ୟା ପାଇଁ ସହାୟକ ହେଉଥିବା ଏକ ମେସିନ । ସୁଇସାଇଡ୍ ବା ଆତ୍ମହତ୍ୟା କ୍ୟାପସୁଲକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ବେଶ୍ ବିବାଦୀୟ ହୋଇପଡିଛି ସୁଇସାଇଡ୍ କ୍ୟାପସୁଲ । ସୁଇସାଇଡ କ୍ୟାପସୁଲର ସହାୟତା ନେଇ ଜଣେ ମହିଳା ଜୀବନ ହାରିଥିଲେ । ପ୍ରଥମ…

ଆମେରିକାରେ ‘ହିନ୍ଦୁମିସିଆ’ର ଚିନ୍ତାଜନକ ଟ୍ରେଣ୍ଡ୍‌

ନୂଆଦିଲ୍ଲୀ: ଆମେରିକାର କିଛି ସହରରେ ହିନ୍ଦୁ ବିରୋଧୀ କାର୍ଯ୍ୟକଳାପ ବଢିବାରେ ଲାଗିଛି । ମନ୍ଦିର ଉପରେ ଆକ୍ରମଣ ହେଉଛି । ଲେଖା ଯାଉଛି ହିନ୍ଦୁ ବିରୋଧୀ ସ୍ଲୋଗାନ । ନ୍ୟୁୟର୍କ ପରେ ସାକ୍ରାମେଂଟୋରେ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା ହୋଇଛି । ଅସୁରକ୍ଷିତ ମନେ କରୁଛନ୍ତି ହିନ୍ଦୁ । ହିନ୍ଦୁ…

କଂଗ୍ରେସର ‘ସିଦ୍ଧରମୈୟା’ ଦ୍ୱନ୍ଦ୍ୱ

ବେଙ୍ଗାଲୁରୁ: ମୁଦ୍ଦା ଜମି ଦୁର୍ନୀତି ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ଯାଂଚ ପାଇଁ ରାଜ୍ୟପାଳଙ୍କ ଆଦେଶକୁ ହାଇକୋର୍ଟ କାଏମ ରଖିଲା ପରେ କଂଗ୍ରେସ ପାଇଁ ସୃଷ୍ଟି ହୋଇଛି ଅଡୁଆ ପରିସ୍ଥିତି । ହାଇକୋର୍ଟଙ୍କ ରାୟ ସିଦ୍ଧରମୈୟାଙ୍କ ପାଇଁ ଶକ୍ତ ଝଟକା ହେବା ସହ ତାଙ୍କର…