Latest Odisha News

BREAKING NEWS

Yearly Archives

2024

୪୩ ଜଣ ବିଡିଓଙ୍କ ଅଦଳ ବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ବର: ଆଜି ବିଡିଓ ସ୍ତରରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ମୋଟ ୪୩ ଜଣ ବିଡିଓଙ୍କୁ ବଦଳି କରିଛନ୍ତି ସରକାର । ଏନେଇ ଗୁରୁବାର ପଞ୍ଚାୟତରାଜ ଓ ପାନୀୟ ଜଳ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଚନ୍ଦ୍ରମଣି ନାଗଙ୍କୁ ରାଜବଡ଼ାସମ୍ବରରୁ ଟିଟିଲାଗଡ଼କୁ ବଦଳି…

୩ ଘଣ୍ଟା ଯାଏଁ ଏହିସବୁ ଜିଲ୍ଲାରେ ବର୍ଷିବ

ଭୁବନେଶ୍ୱର: କଟକ ସମେତ ଓଡିଶାର ୧୩ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାତି ୭ଟା ସୁଦ୍ଧା ସାମାନ୍ଯରୁ ମଧ୍ୟମଧରଣର ବର୍ଷା ହେବା ନେଇ ଆକଳନ କରାଯାଇଛି। ଏହି ଜିଲ୍ଲା ଗୁଡିକ ମଧ୍ଯରେ ରହିଛି- ଯାଜପୁର, ଭଦ୍ରକ, ଗଞ୍ଜାମ, ଗଜପତି,…

ମୁଁ ମହାଲକ୍ଷ୍ମୀଙ୍କୁ ଭଲ ପାଉଥିଲି…

ଭୁବନେଶ୍ବର: ବେଙ୍ଗାଲୁରୁରେ ହତ୍ୟା, ଭଦ୍ରକରେ ଆତ୍ମହତ୍ୟା । ସୁଇସାଇଡ୍ ନୋଟରେ ସଂପର୍କର ସତ । ମୃତ୍ୟୁ ପୂର୍ବରୁ ମାଆଙ୍କୁ କହିଥିଲା ମର୍ଡର ଷ୍ଟୋରୀ । ବେଙ୍ଗାଳୁରୁର ମହାଲକ୍ଷ୍ମୀ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା। ମହାଲକ୍ଷ୍ମୀଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛି ମୁଖ୍ୟ…

ସୁରକ୍ଷିତ ଉଦ୍ଧାର ହେଲେ ସମୁଦ୍ର ମଝିରେ ଫସିଥିବା ୧୪ ମତ୍ସ୍ୟଜୀବୀ

ପାରାଦୀପ: ପାରାଦୀପ ମହାନଦୀ ମୁହାଣରୁ ସୁରକ୍ଷିତ ଉଦ୍ଧାର ହେଲେ ୧୪ ଜଣ ମତ୍ସ୍ୟଜୀବୀ । ୨ଟି ବୋଟ୍‌ ସହ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର କଲା କୋଷ୍ଟଗାର୍ଡ । ସମୁଦ୍ର ଅଶାନ୍ତ ଯୋଗୁଁ ବୋଟ୍‌ ସହ ଫସି ରହିଥିଲେ ଏହି ମତ୍ସ୍ୟଜୀବୀ ମାନେ । ଆଜି ସକାଳୁ ଏପରି ଘଟଣା ଘଟିଛି । ଆଜି ସକାଳେ…

ନେଟଫ୍ଲିକ୍ସ ବିରୋଧରେ ୪୭ କୋଟି ଟଙ୍କା ଠକେଇ ଅଭିଯୋଗ

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଭାସୁ ଭଗନାନୀ ଏବଂ OTT ପ୍ଲାଟଫର୍ମ ନେଟଫ୍ଲିକ୍ସ ମଧ୍ୟରେ ବିବାଦ ଲାଗି ରହିଛି। ଏହାରି ମଧ୍ୟରେ ଭାସୁ ଭଗନାନୀ ନେଟଫ୍ଲିକ୍ସ ବିରୋଧରେ ୪୭ କୋଟି ଟଙ୍କା ଠକେଇ ଅଭିଯୋଗ ଆଣିଛନ୍ତି। ସେପଟେ ନେଟଫ୍ଲିକ୍ସ ମଧ୍ୟ ଭାସୁଙ୍କ ବିରୋଧରେ ପାଲଟା ଅଭିଯୋଗ…

ମା’ ଅମ୍ବାଜୀଙ୍କ ଶକ୍ତିପୀଠ: ଯେଉଁଠି ନାହିଁ କୌଣସି ପ୍ରତିମା

ନୂଆଦିଲ୍ଲୀ: ଆଉ ଦିନ କେଇଟାରେ ଧରାବତରଣ କରିବେ ମାଆ ଜଗତଜନନୀ । ଦୁର୍ଗତୀନାଶିନୀ ମା’ ଦୁର୍ଗାଙ୍କର ଶାରଦୀୟ ପୂଜା ଉତ୍ସବ ଭାରତ ତଥା ଓଡ଼ିଶାର ବିଭିନ୍ନ ପୀଠ ଏବଂ ମଣ୍ଡପରେ ଆରମ୍ଭ ହୋଇସାରିଛି । ଓଡ଼ିଶା ସମେତ ସମଗ୍ର ଭାରତରେ ମାଆଙ୍କର ଷୋଡଶ ପୂଜା ଆରମ୍ଭ ହୋଇଛି । ଭାରତରେ ଅନେକ ପ୍ରସିଦ୍ଧ…

ଶତ୍ରୁ ରକେଟ୍‌ରୁ ଦେଶକୁ ବଞ୍ଚାଇବା ପାଇଁ କେତେ ଟଙ୍କା ଖର୍ଚ୍ଚ କରୁଛି ଇସ୍ରାଏଲ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ତେଲ୍‌ ଅବିବ: ମଧ୍ୟ ପ୍ରାଚ୍ୟ ଏବେ ଯୁଦ୍ଧର ଭୟାଭୟତାରେ କବଳିତ। ଯୁଦ୍ଧର ଧ୍ୱଂସ ଲୀଳାରେ ଶତାଧିକ ଜୀବନ ହାନୀ ହେବାରେ ଲାଗିଛି । ଏହାସହ ଏହି ୟୁଦ୍ଧରେ ହଜାର ହଜାର କୋଟିର ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଉଛି। ସୂଚନା ଯେ, ଇସ୍ରାଏଲ ଏବଂ ପାଲେଷ୍ଟାଇନ ସଂଗଠନ ମଧ୍ୟରେ ଜୋରଦାର ଯୁଦ୍ଧ ଜାରି ରହିଛି…

ଭାରତୀୟଙ୍କୁ ତୁରନ୍ତ ଲେବାନନ୍ ଛାଡିବାକୁ ପରାମର୍ଶ ଦେଲେ ଦୂତାବାସ

ନୂଆଦିଲ୍ଲୀ: ନାଗରିକମାନଙ୍କୁ ଲେବାନନ ଛାଡିବାକୁ ଅନୁରୋଧ କରିଛି ଭାରତ। ଇସ୍ରାଏଲ ଲେବାନନରେ ହିଜବୁଲ ଉପରେ ଆକ୍ରମଣ ଜାରି ରଖିଛି। ରିପୋର୍ଟ ଅନୁଯାୟୀ, ଆଇଡିଏଫ୍ (ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ) ଲେବାନନରେ ପ୍ରବେଶ କରି ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି। ଯାହାକୁ ନଜରରେ ରଖି ଭାରତ…

ଥମୁନି ବର୍ଷା: ସବୁଠୁ ଅଧିକ ଭିଜିଛି ତାଳଚେର, ବାଲିକୁଦା

ଭୁବନେଶ୍ବର: ରାଜ୍ୟରେ ଏବେ ଜାରି ରହିଛି ଲଘୁଚାପର ପ୍ରଭାବ । ତୁହାକୁ ତୁହା ବର୍ଷା ସାଙ୍ଗକୁ କିଛି କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବାଦଲ ଫଟା ବର୍ଷା ମଧ୍ୟ ଅନୁଭୂତ ହୋଇଛି । ଗତ ୨୪ ଘଣ୍ଟାରେ ସବୁଠୁ ବେଶୀ ବର୍ଷା ତାଳଚେରରେ ୧୫୫ ମିଲିମିଟର ଅନୁଭୂତ ହୋଇଛି । ସେହିପରି ବାଲିକୁଦାରେ ୧୦୫…

ଓଡିଶାରୁ ନଡ୍ଡାଙ୍କ ନିଶାନା; କହିଲେ, ‘ଭାଇଭଉଣୀଙ୍କୁ ଆଉ କିଛି ଦିଶୁନି’

ଭୁବନେଶ୍ବର: ଓଡିଶାରୁ ବିରୋଧୀ ଦଳ ନେତାଙ୍କୁ ତେରଛା ନିଶାନା କରିଛନ୍ତି ଜେପି ନଡ୍ଡା । ନାଁ ନନେଇ ରାହୁଲ ଓ ପ୍ରିୟଙ୍କାଙ୍କୁ ସମାଲୋଚନା କରିଛନ୍ତି । ଆଜି ଭୁବନେଶ୍ବର ଆୟୋଜିତ ବିଜେପି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି,…