Latest Odisha News

BREAKING NEWS

Yearly Archives

2024

ଜେଲ୍ ଗଲେ ଶିବସେନା ନେତା ସଞ୍ଜୟ ରାଉତ

ନୂଆଦିଲ୍ଲୀ: ଜେଲ୍‌ ଗଲେ ରାଜ୍ୟସଭା ସାଂସଦ ତଥା ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ । ମାନହାନୀ ମକଦ୍ଦମା ଆଧାରରେ ରାଉତଙ୍କୁ ୧୫ ଦିନ ପାଇଁ ଜେଲ୍ ସହ ୨୫,୦୦୦ ଟଙ୍କା ଜରିମାନା ମଧ୍ୟ ଲାଗୁ କରାଯାଇଛି । ଭାରତୀୟ ଦଣ୍ଡବିଧି ଆଇନର ଧାରା ୫୦୦ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି ।…

ନୂଆ ସଦସ୍ୟଙ୍କୁ ନଡ୍ଡାଙ୍କ ମନ୍ତ୍ରଣା; ‘ବିଜେପି ଏକମାତ୍ର ଗଣତାନ୍ତ୍ରିକ ପାର୍ଟି’

ଭୁବନେଶ୍ବର: ବିଜେପି ଏକମାତ୍ର ଗଣତାନ୍ତ୍ରିକ ଦଳ । ଯେଉଁଠି ଅତି ସ୍ବଚ୍ଛତା ଭାବେ ସଦସ୍ୟତା ଗ୍ରହଣ କରାଯାଏ । ଆଜି ଭୁବନେଶ୍ବରରେ ଆୟୋଜିତ ବିଜେପି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ନୂଆ ସଦସ୍ୟଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ…

ବିଧବା ମହିଳାଙ୍କୁ ଦରକାର ନାହିଁ ମେକଅପ୍; ବର୍ଷିଲେ ସୁପ୍ରିମକୋର୍ଟ

ପାଟନା: ବିଧବା ମହିଳାଙ୍କୁ ଦରକାର ନାହିଁ ମେକଅପ୍। ପାଟନା ହାଇକୋର୍ଟଙ୍କ ଏଭଳି ମନ୍ତବ୍ୟ ଉପରେ ବୁଧବାର ସୁପ୍ରିମକୋର୍ଟ ଆପତ୍ତି ଦର୍ଶାଇଛନ୍ତି। ପାଟନା ହାଇକୋର୍ଟ ଏକ ମାମଲାର ଶୁଣାଣି ବେଳେ କହିଥିଲେ ଯେ ଜଣେ ବିଧବା ମହିଳାଙ୍କୁ ମେକ୍ ଅପ୍ ଦରକାର ନାହିଁ। ପାଟନା ହାଇକୋର୍ଟ ଏକ ଅପହରଣ ଓ…

ଶ୍ରୀମନ୍ଦିରରେ ନିଯୁକ୍ତ ହେବେ ଫୁଡ୍ ଇନ୍ସପେକ୍ଟର: ଯାଞ୍ଚ ହେବ ମହାପ୍ରସାଦର ମାନ

ପୁରୀ: ତିରୁପତି ଶ୍ରୀ ଭେଙ୍କଟେଶ୍ବର ମନ୍ଦିର ପ୍ରସାଦ ବିବାଦ ତେଜିବା ପରେ ଏବେ ଏହାକୁ ନେଇ ପୁରା ସଜାଗ ରାଜ୍ୟ ସରକାର ପୁରୀ ପ୍ରଶାସନ । ପୂର୍ବରୁ ପୁରୀ ଜିଲ୍ଲାପାଳ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହାର ହେଇଥିବା ଘିଅର ମାନ ଯାଞ୍ଚ କରାଯିବ ବୋଲି କହିଥିବା ବେଳେ ଏବେ  ଶ୍ରୀମନ୍ଦିରରେ…

ଖୁବଶୀଘ୍ର ମାଆ ହେବେ ଶୋଭିତା !

ମୁମ୍ବାଇ: ପୁଣି ଚର୍ଚ୍ଚାରେ ନାଗା ଚୈତନ୍ୟ ଓ ଅଭିନେତ୍ରୀ ଶୋଭିତା। ବିବାହ ବିଚ୍ଛେଦର ତିନି ବର୍ଷ ପରେ ପୁଣି ନୂଆ ଜୀବନ ଆରମ୍ଭ କରିଛନ୍ତି ତେଲୁଗୁ ଅଭିନେତା ନାଗା ଚୈତନ୍ୟ। ସେମାନଙ୍କର ନିର୍ବନ୍ଧ ପରେ ଅଭିନେତ୍ରୀ ଶୋଭିତା ଚର୍ଚ୍ଚାରେ ଅଛନ୍ତି। ଏବେ ଶୋଭିତା ନାଗାଙ୍କ ସହ ତାଙ୍କର ବିବାହ…

ଲିଜେଣ୍ଡସ ଲିଗ କ୍ରିକେଟ: ସଦର୍ଣ୍ଣ ସୁପର ଷ୍ଟାର୍ସର ବିଜୟ ଧାରା ଜାରୀ

ଯୋଧପୁର: ଚଳିତ ଲିଜେଣ୍ଡସ ଲିଗ କ୍ରିକେଟରେ ସଦର୍ଣ୍ଣ ସୁପର ଷ୍ଟାର୍ସ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରି ଭଲ ସ୍ଥିତିରେ ରହିଛି । ପ୍ରଥମେ ବ୍ୟାଟିଂ କରି ଇଣ୍ଡିଆ କ୍ୟାପିଟାଲ୍ସ ୪ ୱିକେଟ ବିନିମୟରେ ୧୭୧ ରନ କରିଥିଲା । ବେନ ଡକ ୬୧ ଓ ଆଶଲେ ନର୍ସ ୪୦ ରନର ଇନିଂସ ଖେଳିଥିଲେ । ସଦର୍ଣ୍ଣ…

ଏକାଠି ନଜର ଆସିଲେ ଶ୍ରଦ୍ଧା-ଆଦିତ୍ୟ, ଫ୍ୟାନ୍ସଙ୍କୁ ମନେପଡିଲା ରୋମାଣ୍ଟିକ୍ ସିନ୍

ମୁମ୍ବାଇ: ୨୦୧୩ରେ ମୁକ୍ତିଲାଭ କରିଥିବା ରୋମାଣ୍ଟିକ୍ ମ୍ୟୁଜିକାଲ୍ ଡ୍ରାମା ଫିଲ୍ମ 'ଆଶିକୀ-୨' ଜୋରଦାର ହିଟ୍ ହୋଇଥିଲା। ଫିଲ୍ମରେ ଶ୍ରଦ୍ଧା କପୁର ଏବଂ ଆଦିତ୍ୟ ରୟ କପୁରଙ୍କ ଯୋଡି ସୁପର ହିଟ୍ ହୋଇଥିଲା। ସେହି ଫିଲ୍ମର ଗୋଟେ ଗୋଟେ ରୋମାଣ୍ଟିକ୍ ସିନ୍ ଆଜିବି ପ୍ରଶଂସକଙ୍କ ମନରୁ ଲିଭିନି।…

‘ଏବେ ବି ନବୀନଙ୍କ କ୍ରେଜ୍’: ଆରମ୍ଭ ହେବ ବିଜେଡି ସଦସ୍ୟତା ଅଭିଯାନ

ଭୁବନେଶ୍ବର: ବିଜେପି ପରେ ଏବେ ବିଜେଡି ଆରମ୍ଭ କରିବାକୁ ଯାଉଛି ସଦସ୍ୟତା ଅଭିଯାନ । ଆସନ୍ତା ମାସ ଅର୍ଥାତ୍ ଅକ୍ଟୋବର ୨ରେ ବିଜେଡିର ତାର ସଦସ୍ୟତା ଅଭିଯାନ ଆରମ୍ଭ କରିବ । ଏନେଇ ସୂଚନା ଦେଇଛନ୍ତି ବିଜେଡି ସଦସ୍ୟତା ସଂଗ୍ରହ କମିଟି ସଦସ୍ୟ ତଥା ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ । ଏନେଇ…

ଛେଚୁଛି ବର୍ଷା: ପୁଣି ପାଣି ଘେରରେ ସୂର୍ଯ୍ୟ ମନ୍ଦିର

ପୁରୀ: ଆଜି ଲଘୁଚାପ ପ୍ରଭାବରେ ରାଜ୍ୟର ପ୍ରାୟ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ତୁହାକୁ ତୁହା ବର୍ଷାରେ ଅସ୍ତବ୍ୟସ୍ତ ରାଜ୍ୟବାସୀ । ଗୋଟିଏ ଦିନରେ ଲଗାଣ ବର୍ଷାରେ କେଉଁଠି ରାସ୍ତର ବୁଡି ଆଣ୍ଡୁଏ ପାଣି ଚାଲିଲାଣି ତ ଆଉ କୋଉଠି ଜଳବନ୍ଦୀ । ସେପଟେ ପୁରୀରେ ମଧ୍ୟ ଲଗାଣ ବର୍ଷାର…

ମହାଲକ୍ଷ୍ମୀଙ୍କ ହତ୍ଯା ଘଟଣାର ଅଭିଯୁକ୍ତ ଓଡିଶାରେ କଲା ଆତ୍ମହତ୍ଯା

ଭୁବନେଶ୍ୱର: ବେଙ୍ଗାଲୁରୁରେ ୨୯ ବର୍ଷୀୟ ମହାଲକ୍ଷ୍ମୀଙ୍କ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ସନ୍ଦିଗ୍ଧ ଓଡ଼ିଶାରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ମହାଲକ୍ଷ୍ମୀଙ୍କୁ ଅତି ନିର୍ଦ୍ଦୟ ଭାବେ ହତ୍ୟା କରିବା ସହ ମୃତଦେହକୁ ୩୦ ଖଣ୍ଡ କରି ରେଫ୍ରିଜରେଟର ଭିତରେ ଭର୍ତ୍ତି କରିଦେଇଥିଲେ। ଡେପୁଟି କମିଶନର…